Home Middle

ଭାରତରୁ ଆମେରିକାକୁ ଆଇଫୋନ୍‌ ସପ୍ଲାଏ କରିବ ଆପଲ୍‌, ଲାଗିବ ୯୦୦ ମିଲିୟନ୍‌ ଡଲାର୍‌ ଟାରିଫ୍

ନୂଆଦିଲ୍ଲୀ, ୨।୫: ଆପଲ୍‌ ଗୁରୁବାର ପ୍ରଥମ ତ୍ରୈମାସିକରେ ଆଶାଠାରୁ ଅଧିକ ଲାଭ ଘୋଷଣା କରିଛି, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ଶୁଳ୍କ ନୀତି ଯୋଗୁଁ କମ୍ପାନୀକୁ ଆର୍ଥିକ କ୍ଷତି ହେବା ସହ ଏହାର ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହେଉଥିବା ଚେତାବନୀ ପାଇଛି।…

ମୁକେଶ ଅମ୍ବାନୀଙ୍କ ବଡ଼ ଭବିଷ୍ୟବାଣୀ: ମୋଦିଙ୍କ ଆଗରେ କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨।୫: ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଭାରତକୁ ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ବିଶ୍ୱବ୍ୟାପୀ କେନ୍ଦ୍ର ହେବାରେ କେହି ରୋକିପାରିବେ ନାହିଁ। ଏହାର ବିଷୟବସ୍ତୁ, ଜନସଂଖ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ସହିତ, ଭାରତ ଖୁବ ଶୀଘ୍ର…

ପୁରୀରେ ରଥଯାତ୍ରା ପାଇଁ ଚାଲିବ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍; ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା

ଭୁବନେଶ୍ୱର, ୨।୫: ଆସନ୍ତା ରଥଯାତ୍ରା ଉତ୍ସବ ସମୟରେ ପୁରୀକୁ ସଂଯୋଗ କରିବା ପାଇଁ ଅତି କମରେ ୩୬୫ଟି ବିଶେଷ ଟ୍ରେନ୍ ଚଳାଚଳ କରିବ। ଏହି ନଗର ସୀମା ମଧ୍ୟରେ ଭକ୍ତମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ସୁରକ୍ଷା ବ୍ୟବସ୍ଥା କରାଯିବ।…

ଲଗାତାର ଅଷ୍ଟମ ଦିନ ପାଇଁ ସୀମାରେ ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଂଘନ, ଭାରତୀୟ ସେନାର ଦୃଢ ଜବାବ

ନୂଆଦିଲ୍ଲୀ, ୨।୫: ପାକିସ୍ତାନୀ ସୈନ୍ୟମାନେ ଜମ୍ମୁ ଓ କାଶ୍ମୀରର କୁପୱାରା, ବାରାମୁଲା, ପୁଞ୍ଚ, ନୌଶେରା ଏବଂ ଅଖନୁର ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ବରାବର ଅଷ୍ଟମ ରାତ୍ରି ପାଇଁ ଯୁଦ୍ଧବିରତି ଉଲ୍ଲଂଘନ ଜାରି ରଖିଛନ୍ତି। ପାକିସ୍ତାନର ଗୁଳିମାଡ଼ ଜବାବରେ ଭାରତୀୟ ସେନା…

ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା: ୧୦୦ ବିମାନ ଚଳାଚଳରେ ବିଳମ୍ବ, ୪୦ଟି ବିମାନର ଦିଗ ପରିବର୍ତ୍ତନ

ନୂଆଦିଲ୍ଲୀ, ୨।୫: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶୁକ୍ରବାର ତାଣ୍ଡବ ରଚିଛି ପ୍ରବଳ ବର୍ଷା ଓ ଧୂଳିଝଡ଼। ଏହି ପ୍ରତିକୂଳ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୧୦୦ଟି ବିମାନର ଚଳାଚଳ ବିଳମ୍ବ…

ପାକିସ୍ତାନରେ ଚାଲିଛି ରାହୁଲ ଗାନ୍ଧୀଙ୍କ ପ୍ରଶଂସା: କାହିଁକି ଏମିତି କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ 

ନୂଆଦିଲ୍ଲୀ,୨/୫:ଦେଶରେ ଜାତିଭିତ୍ତିକ ଜନଗଣନା କରାଇବା ପାଇଁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନକୁ ନେଇ କଳ୍କି ଧାମର ପୀଠାଧୀଶ୍ୱର ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ଏକ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି, ଆଶା କରାଯାଉଛି ଏହା ପରେ ବିରୋଧୀ ଦଳ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ପାକିସ୍ତାନକୁ ପୁଣି ସମର୍ଥନ ଘୋଷଣା କଲା ଚାଇନା: ଆମେରିକା କହିଦେଲା ବଡ଼ କଥା

ନୂଆଦିଲ୍ଲୀ/ ୱାଶିଂଟନ,୨/୫: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନକୁ ସମର୍ଥନ ଘୋଷଣା କରିଛି ଚାଇନା। ଅନ୍ୟପକ୍ଷରେ, ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ…

ପୁଣି KIITରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ସୂଚନା ଦେଲେ ପୋଲିସ କମିଶନର

ଭୁବନେଶ୍ୱର, ୧।୫: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହା ବିଶ୍ୱବିଦ୍ୟାଳୟର ପରିଚାଳନା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଘଟଣାସ୍ଥଳରେ ଇନ୍ଫୋସିଟି ଥାନା…

ଆତଙ୍କବାଦୀଙ୍କୁ ଅମିତ ଶାହଙ୍କ କଡ଼ା ଚେତାବନୀ, କହିଲେ- ‘ଖୋଜି ଖୋଜି ମାରିବୁ’

ନୂଆଦିଲ୍ଲୀ,୧।୫: ପହଲଗାମ୍ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି। ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବାକୁ ସେ ଜୋର ଦେଇଛନ୍ତି। ଅମିତ ଶାହ କହିଛନ୍ତି, “…ଯଦି କେହି କାପୁରୁଷ ଭଳି ଆକ୍ରମଣ…

ଆସନ୍ତା ୭ ତାରିଖ ଯାଏଁ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା, ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୧ା୫: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରାଜ୍ୟର ଏକାଧିକ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଯେଉଁଥିରେ ମେ ୭ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି, ପ୍ରବଳ ପବନ ଏବଂ ଏକାନ୍ତ ଭାରୀ ବର୍ଷାର ପୂର୍ବାନୁମାନ କରାଯାଇଛି। ଏହି ଚେତାବନୀ…

ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ‘ସହଯୋଗ’

ଭୁବନେଶ୍ୱର,୧ା୫: ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’। ପ୍ରାରମ୍ଭିକ ଭାବେ ୮ଟି ବିଭାଗର…

Caste Census: ୯୪ ବର୍ଷ ପରେ ମୋଦି ସରକାର କାହିଁକି ଜାତିଗତ ଜନଗଣନା କରିବାକୁ ଚାହୁଁଛନ୍ତି? ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ, ୧।୫: ଭାରତ ସରକାର ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଜାତୀୟ ଜନଗଣନାରେ ଜାତିଗତ ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ଅନ ପୋଲିଟିକାଲ ଆଫେୟାର୍ସ (CCPA) ବୈଠକରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri