ଆମ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଏବେ ପ୍ରତ୍ୟେକ ଆତଙ୍କବାଦୀ ଜାଣିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ବାର୍ତା ଦେଇ କହିଛନ୍ତି, “ଆମ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଏବେ ପ୍ରତ୍ୟେକ ଆତଙ୍କବାଦୀ ଜାଣିଛନ୍ତି।” ‘ଅପରେଶନ ସିନ୍ଦୂର’ର ସଫଳତା ପରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହି ଶକ୍ତିଶାଳୀ…
ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, ଆଉ ପରମାଣୁ ବ୍ଲାକମେଲ୍ ଖାତିର କରିବୁ ନାହିଁ
ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ଗତିବିଧି ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରି କଡ଼ା ବାର୍ତା ଦେଇଛନ୍ତି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ…
“ରକ୍ତ-ପାଣି ଏକାଠି ବହିପାରିବ ନାହିଁ”: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହୁଙ୍କାର
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଦୃଢ଼ ସ୍ୱରରେ ଘୋଷଣା କରିଛନ୍ତି, “ରକ୍ତ ଓ ପାଣି ଏକାଠି ବହିପାରିବ ନାହିଁ।” ଏହି ଶକ୍ତିଶାଳୀ ଅଭିବ୍ୟକ୍ତି ସହିତ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ…
ମା’ ଭଉଣୀଙ୍କ ସିନ୍ଦୁର ପୋଛିଥିଲେ, ମାଟିରେ ମିଶାଇ ଦେଲୁ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ,…
ଅପରେଶନ ସିନ୍ଦୂର: କୋଟି କୋଟି ଭାରତୀୟଙ୍କ ଭାବନାର ପ୍ରତିଫଳନ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ,…
ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ କଲେ ପ୍ରଧାନମନ୍ତ୍ରୀ, ଗୋଇନ୍ଦା ସଂସ୍ଥା, ବୈଜ୍ଞାନିକଙ୍କୁ ପ୍ରଶଂସା
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାର ଅଦମ୍ୟ ସାହସ ଓ ବୀରତ୍ୱକୁ ସାଲ୍ୟୁଟ କରିଛନ୍ତି। ଅପରେଶନ ସିନ୍ଦୁର ପ୍ରଥମଥର ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସେନାର ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ…
Operation Sindoor: ଭାରତର ଉନ୍ନତ ଯୁଦ୍ଧ କୌଶଳ ଦେଖି କିପରି ପାକିସ୍ତାନ ମାଟି କାମୁଡ଼ିଲା, ଜାଣନ୍ତୁ
ନୂଆଦିଲ୍ଲୀ,୧୨।୫: ପହଲଗାମ ଆକ୍ରମଣ ପରେ, ଭାରତ ବିଶ୍ୱକୁ ସ୍ପଷ୍ଟ ଭାବେ ଜଣାଇଦେଇଥିଲା ଯେ ପାକିସ୍ତାନରେ ଆତଙ୍କବାଦୀ ଶିବିର ବିରୁଦ୍ଧରେ ଏହାର ପ୍ରତିକ୍ରିୟା କୌଣସି ଭୁଲ ବୁଝାମଣା ପାଇଁ ସ୍ଥାନ ଛାଡିବ ନାହିଁ। ଏଥର ଭାରତ କେବଳ ସାଧାରଣ ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରୁନଥିଲା—ଏହାର…
ଅପରେସନ ସିନ୍ଦୂର: ରାତି ୮ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଯେଉଁଥିରେ ସେ ସମ୍ଭବତଃ ଅପରେସନ ସିନ୍ଦୁର ଏବଂ ଏହାର ପରିଣାମ ସମ୍ପର୍କରେ ଆଲୋଚନା କରିବେ। ଏହି ଅପରେସନ, ଯାହା ମେ ୭ ତାରିଖରେ ଆରମ୍ଭ ହୋଇଥିଲା, ଜମ୍ମୁ…
୧୪ ବର୍ଷର ଟେଷ୍ଟ କ୍ୟାରିୟର୍ରେ ପଡ଼ିଲା ଯବନିକା: ଜାଣନ୍ତୁ କୋହଲିଙ୍କ ୫ ‘ବିରାଟ’ ରେକର୍ଡ
ନୂଆଦିଲ୍ଲୀ,୧୨।୫: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ରୋହିତ ଶର୍ମାଙ୍କ ଅବସରର ମାତ୍ର କିଛି ଦିନ ପରେ, ସେ ଲାଲ ବଲ ଫର୍ମାଟକୁ ମଧ୍ୟ ଅଲବିଦା କହିଛନ୍ତି। ରୋହିତ ଏବଂ ବିରାଟଙ୍କ ଯୋଡ଼ି ଟି-୨୦ ଏବଂ ଟେଷ୍ଟ ଉଭୟ ଫର୍ମାଟରେ…
ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ
କଟକ,୧୨ା୫: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ସୋମବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଜଷ୍ଟିସ୍ ଶ୍ରୀପଦଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ ଶ୍ରୀପଦ କର୍ନାଟକ…
ଅସ୍ତ୍ରବିରତି ସତ୍ତ୍ୱେ କାହିଁକି ଖୋଲାଗଲାନି ଶ୍ରୀନଗର ବିମାନବନ୍ଦର, ଜାଣନ୍ତୁ କାରଣ…
ଶ୍ରୀନଗର,୧୨ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ପ୍ରତି ଅନେକ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ଏହା ସହିତ ଅନେକ ବିମାନବନ୍ଦରରୁ ବିମାନ ଉଡ଼ାଣକୁ ନିଷିଦ୍ଧ କରାଯାଇଥିଲା। ଦେଶର ମୋଟ୍ ୩୨ଟି ବିମାନବନ୍ଦରରୁ ବିମାନ ଉଡ଼ାଣ ବାତିଲ…
ଶେଷରେ ଚେତିଲା ପାକିସ୍ତାନ: ପହଲଗାମ୍ ଆକ୍ରମଣ ପରେ ପ୍ରଥମଥର ଶାନ୍ତିରେ କଟିଲା ରାତି
ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଜମ୍ମୁ ଏବଂ କଶ୍ମୀର ଏବଂ ନିୟନ୍ତ୍ରଣ ରେଖା ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। କୌଣସି ଘଟଣାର ଖବର ନାହିଁ। ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସୀମାରେ…
Archives


