ବିଚାରପତି ବି ଆର୍ ଗଭାଇଙ୍କ ପରିବାରର କଂଗ୍ରେସ ସହ କ’ଣ ସମ୍ପର୍କ? ଆସନ୍ତାକାଲି ହେବେ ଦେଶର ଦ୍ୱିତୀୟ ଦଳିତ CJI
ନୂଆଦିଲ୍ଲୀ,୧୩।୫: ସୁପ୍ରିମକୋର୍ଟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ(ବି ଆର୍ ଗଭାଇ) ମେ’ ୧୪ ତାରିଖରେ ଭାରତର ୫୨ତମ ମୁଖ୍ୟ ବିଚାରପତି(CJI) ଭାବେ ଶପଥ ଗ୍ରହଣ କରିବେ। ଏହାପରେ ସେ ଗଣତନ୍ତ୍ର ଇତିହାସରେ ଭାରତୀୟ ନ୍ୟାୟପାଳିକାର ଶୀର୍ଷରେ ପହଞ୍ଚିଥିବା ଦ୍ୱିତୀୟ ଦଳିତ ମୁଖ୍ୟ…
ଅଭେଦ୍ୟ କିଲ୍ଲାରେ ପରିଣତ ହେବ ଭାରତ: ରୁଷିଆଠାରୁ କିଣିବ ଅତିରିକ୍ତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ: ରିପୋର୍ଟ
ନୂଆଦିଲ୍ଲୀ,୧୩।୫: ଭାରତ ନିଜର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ରୁଷିଆଠାରୁ ଅତିରିକ୍ତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଯୋଜନା କରୁଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀର…
ସୀମାରୁ ମୋଦିଙ୍କ ବଡ଼ ଘୋଷଣା, ଥରିଲା ପାକିସ୍ତାନ!
ନୂଆଦିଲ୍ଲୀ, ୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ ଯବାନମାନଙ୍କ ସାହସିକତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି।…
ଆଦମପୁର ଏୟାରବେସରେ S-400 ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କ ଫଟୋ, ପାକିସ୍ତାନକୁ ଭାରତର କଡ଼ା ସନ୍ଦେଶ
ଆଦମପୁର,୧୩।୫: ପଞ୍ଜାବର ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକସ୍ମିକ ଗସ୍ତ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଜବାନମାନଙ୍କୁ ସାଲ୍ୟୁଟ୍ କରୁଥିବା ଏକ ଫଟୋରେ ପଛରେ ଏକ ମିଗ-୨୯ ଯୁଦ୍ଧବିମାନ ଓ ଅକ୍ଷତ…
ଅପରେଶନ କିଲର: ଜମ୍ମୁ କାଶ୍ମୀରର ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୧୩।୫: ଜମ୍ମୁ କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଜୋରଦାର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ, ଯାହାକୁ ‘ଅପରେଶନ କିଲର’ ନାମ ଦିଆଯାଇଛି, ସୋପିଆନର ଜଙ୍ଗଲ ଅଞ୍ଚଳରେ ଆରମ୍ଭ…
କେବଳ ଜୀବାଶ୍ମ ଇନ୍ଧନ ନୁହେଁ
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ଅନୁମାନ କରିଛି ଯେ, ଓଡ଼ିଶାରେ ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଅର୍ଥାତ୍ ଆସନ୍ତା ୧୫ ତାରିଖରେ ରାଜ୍ୟର କେତେକ ସହରରେ ତାପମାତ୍ରା…
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆ-ଇଣ୍ଡିଗୋ ନେଲା ବଡ଼ ନିଷ୍ପତ୍ତି: ଅନେକ ସହରକୁ ବିମାନ ଉଡ଼ାଣ ବାତିଲ୍
ନୂଆଦିଲ୍ଲୀ,୧୩।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏକ ବଡ଼ ନିଷ୍ପତ୍ତି ନେଲେ, ଶ୍ରୀନଗର-ଚଣ୍ଡିଗଡ଼ ସମେତ ଅନେକ ସହରକୁ ବିମାନ ଉଡ଼ାଣ ବାତିଲ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…
ଯୁଦ୍ଧ ବଲିଉଡ୍ ସିନେମା ନୁହେଁ: ପୂର୍ବତନ ସେନାଧ୍ୟକ୍ଷ
ପୁଣେ,୧୩ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିବାବେଳେ ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ନରଭନେ ଏହାକୁ ସମାଲୋଚନା କରିଛନ୍ତି। ଯୁଦ୍ଧ କୌଣସି ପ୍ରେମସମ୍ପର୍କ କିମ୍ବା ବଲିଉଡ୍ ଚଳଚ୍ଚିତ୍ର ନୁହେଁ ବୋଲି ସେ କହିଛନ୍ତି।…
ବିକ୍ରମ ମିସ୍ରିଙ୍କୁ ଟ୍ରୋଲିଂ: ଚାରିଆଡ଼ୁ ନିନ୍ଦା
ନୂଆଦିଲ୍ଲୀ, ୧୩।୫ (ପି.ଟି.): ଉଭୟ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ନେଇ ସହମତ ହୋଇଛନ୍ତି ବୋଲି ଶନିବାର ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଘୋଷଣା କରିଥିଲେ। ଏହାପରେ ତାଙ୍କୁ ଅନ୍ଲାଇନ ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଥିଲା। ଟ୍ରୋଲର୍ସମାନେ ମିସ୍ରିଙ୍କ ସମେତ ତାଙ୍କ ଝିଅ…
ମିଛ ପ୍ରଚାର କରୁଛନ୍ତି ଶାହିଦ ଆଫ୍ରିଦି: ପାକିସ୍ତାନ ଯୁଦ୍ଧ ବିଜୟ ରାଲିରେ ଯୋଗ ଦେଇ କହିଲେ…
କରାଚୀ,୧୩।୫: କରାଚୀରେ ଅନୁଷ୍ଠିତ ‘ବିଜୟ ରାଲି’ରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆଉ ଏକ ମିଥ୍ୟା ଦାବି…
୩ ଦିନରେ ପାକିସ୍ତାନକୁ ଏମିତି ପାନେ ଦେଲା ଭାରତ, ବିଶ୍ୱ ଆଗରେ କଲା ଗୁହାରି
ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରର ପହଲଗାମ୍ରେ ଏପ୍ରିଲ ୨୨ରେ ହୋଇଥିବା ସୀମାପାର ଆତଙ୍କବାଦୀ ଆକ୍ରମଣର ଠିକଣା ଜବାବ ଦେଇଛି ଭାରତ। ଭାରତୀୟ ସେନାର ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା। ଅପରେଶନ ସିନ୍ଦୂର ଏବେ ଆତଙ୍କବାଦ ବିରୋଧରେ…
ଏହି ଦିନଠାରୁ ପୁଣି ଆରମ୍ଭ ହେବ IPL 2025, ଜୁନ୍ ୩ରେ ଫାଇନାଲ: ବିସିସିଆଇ
ମୁମ୍ବାଇ,୧୨ା୫: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଘୋଷଣା କରିଛି ଯେ, ସ୍ଥଗିତ ହୋଇଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍) ୨୦୨୫ ଆସନ୍ତା ମେ ୧୭ ତାରିଖଠାରୁ ପୁଣି ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ…
Archives


