ଅପରେଶନ୍ ଅଲ୍ଆଉଟ୍: ହିଟ୍ ଲିଷ୍ଟ୍ରେ ୧୦ ଆତଙ୍କବାଦୀ
ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ହୋଇଛି। ଅପରେଶନ୍ ଅଲ୍ଆଉଟ୍ ଅନ୍ତର୍ଗତ ୧୦ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟ ପ୍ରସ୍ତୁତ…
ଚନ୍ଦ୍ରାୟନ-୨: ସହଜ ନୁହେଁ ଯାତ୍ରା; ରହିଛି ୭ ସମସ୍ୟା
ନୂଆଦିଲ୍ଲୀ, ୪।୬: ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୨ ମହାକାଶକୁ ଉତ୍କ୍ଷେପଣ କରାଯିବାର ଯୋଜନା ରହିଛି। ତେବେ ଏହାର ସଫଳତା ବାଟରେ ୭ ସମସ୍ୟା ରହିଥିବା କୁହାଯାଉଛି। ଏହା ଜୁଲାଇ ୯ରୁ ୧୬ ମଧ୍ୟରେ ମହାକାଶକୁ ଛଡାଯିବ। ଏହାର ଉତ୍ କ୍ଷେପଣଠାରୁ…
ମୁଜାଫର୍ପୁର ଶେଲ୍ଟର ହୋମ୍ ମାମଲା: ୩ ମାସରେ ତଦନ୍ତ ଶେଷ କରିବା ଲାଗି ନିର୍ଦ୍ଦେଶ
ନୂଆଦିଲ୍ଲୀ,୪।୬: ମୁଜାଫର୍ପୁର ସେଲ୍ଟର ହୋମ୍ ମାମଲାରେ ତଦନ୍ତ ଶେଷ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ସିବିଆଇକୁ ୩ ମାସର ମହଲତ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ ଖଣ୍ଡପୀଠର ବିଚାରପତି ଇନ୍ଦୁ ମାଲ୍ହୋତ୍ରା ଓ ବିଚାରପତି ଏମ୍.ଆର୍. ଶାହ ସେଲ୍ଟର ହୋମ୍ରେ ଚାଲିଥିବା…
ନିୟମ ମାନୁନାହାନ୍ତି ପୌରସଂସ୍ଥା
ଭୁବନେଶ୍ୱର,୪ା୬(ବ୍ୟୁରୋ): ରାଜ୍ୟରେ ବର୍ଜ୍ୟବସ୍ତୁ ବୋଝ ବଢ଼ିବାରେ ଲାଗିଛି। ଦ୍ରୁତ ସହରୀକରଣ ଏବଂ ବେପରୁଆ ବର୍ଜ୍ୟବସ୍ତୁ ପରିଚାଳନା ଯୋଗୁ ଦୈନିକ ଶହ ଶହ ମେଟ୍ରିକ ଟନ୍ ଅଳିଆ ଏଣେତେଣେ ପଡିରହୁଛି। ସେଗୁଡିକୁ ଠିକ୍ ଢଙ୍ଗରେ ପରିଚାଳନା କରା ନ ଯିବାରୁ ପରିବେଶ ଉପରେ…
ଡୋଭାଲ୍ଙ୍କୁ କ୍ୟାବିନେଟ୍ ର଼୍ୟାଙ୍କ୍: ବଢ଼ିଲା କାର୍ଯ୍ୟକାଳ
ନୂଆଦିଲ୍ଲୀ,୩।୬: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍ ର଼୍ୟାଙ୍କ୍ ପ୍ରଦାନ କରିଛନ୍ତି। ଏହା ସହିତ ସେ ଏହି ପଦବୀରେ ଆଗାମୀ ୫ ବର୍ଷ ପାଇଁ କାମ କରିବେ ବୋଲି କୁହାଯାଉଛି। ମୋଦି ସରକାରଙ୍କ ସହିତ ସେ…
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ: ପାସ୍ ହାର ୭୨.୩୩%
ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ପ୍ରକାଶ ପାଇଛି ବିଜ୍ଞାନ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମ୍ରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ…
ଦକ୍ଷିଣ ରାଜ୍ୟ ଆଗରେ ମୁଣ୍ଡ ନୋଇଲେ କେନ୍ଦ୍ର ସରକାର: ଶିକ୍ଷା ନୀତି ଡ୍ରାଫ୍ଟ୍ରେ ପରିବର୍ତ୍ତନ; ଏବେ ହିନ୍ଦୀ ନୁହେଁ ଅନିବାର୍ଯ୍ୟ
ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ଥଥରେ କ୍ଷମତାକୁ ଆସିବାରେ ପରେ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ଏକ ଡ୍ରାଫ୍ଟ୍ ପ୍ରସ୍ତୁତ କରିଥିଲେ। ଏଥିରେ ହିନ୍ଦୀ ଭାଷାକୁ ଅନିବାର୍ଯ୍ୟ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଦକ୍ଷିଣ ରାଜ୍ୟ ଗୁଡ଼ିକ ଏହାର ବିରୋଧ…
ଜଳ ସଙ୍କଟ ଉତ୍କଟ: ଦେଶର ୯୧ ଜଳାଶୟରେ ରହିଛି ୨୦ ପ୍ରତିଶତ ଜଳ
ନୂଆଦିଲ୍ଲୀ,୩।୬: ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଦେଶର ୯୧ ଟି ଜଳାଶୟରେ ମାତ୍ର ୨୦ ପ୍ରତିଶତ ଜଳ ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ ମେ ୩୦ ସୁଦ୍ଧା ଏହି ଜଳାଶୟ ଗୁଡ଼ିକର…
ଶୋପିଆନ୍ରେ ଏନ୍କାଉଣ୍ଟର: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୩।୬: ଦକ୍ଷିଣ କଶ୍ମୀରର ଶୋପିଆନ୍ରେ ଅପରେଶନ୍ ଅଲଆଉଟ୍ ଅନ୍ତର୍ଗତ ମିଳିତ ସୁରକ୍ଷାକର୍ମୀଙ୍କୁ ସୋମବାର ବଡ଼ ସଫଳତା ମିଳିଛି। ଏଠାରେ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ମୌଲା-ଚିତ୍ରାଗ୍ରାମ୍ରେ କିଛି ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିବା ସହିତ ସେନାର…
ସିଆଚେନ୍: ଯୁଦ୍ଧରେ ନୁହେଁ ନିମ୍ନ ତାପମାତ୍ରା ଏବଂ ଭୂସ୍ଖଳନରେ ଅଧିକ ଯବାନଙ୍କ ମୃତ୍ୟୁ ଘଟେ !
ନୂଆଦିଲ୍ଲୀ,୩।୬: ସିଆଚେନ୍ରେ ୧୨ ହଜାରରୁ ୨୦ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଦେଶର ସୀମା ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାକାର ତାପମାତ୍ରା ଅଧିକାଂଶ ସମୟରେ ମାଇନସ୍ ୫୦ ଡିଗ୍ରୀ ତଳେ ରହିଥାଏ। ଏଠାରେ ଯୁଦ୍ଧ ଅପେକ୍ଷା ନିମ୍ନ ତାପମାତ୍ରା ତଥା…
ଭାରତର ରାଫାଲ-ଚିନୁକ୍-ଆପାଚେ ନେଇ ଚାଇନା ଓ ପାକିସ୍ତାନକୁ ଘାରିଛି ସୁରକ୍ଷା ଚିନ୍ତା
ନୂଆଦିଲ୍ଲୀ, ୩।୬: ଆଗାମୀ ଦିନରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ବେଶ୍ ସୁଦୃଢ଼ ହେବାକୁ ଯାଉଛି। କିଛି ମାସ ମଧ୍ୟରେ ଭାରତକୁ ରାଫାଲ୍ ଯୁଦ୍ଧ ବିମାନ ମିଳିବ। ୨୦୨୨ ସୁଦ୍ଧା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ୍ର ୩୬ଟି ଏଭଳି ବିମାନକୁ ମୁତୟନ କରାଯିବ।…
କମିଲାନି ବିଦ୍ୟୁତ୍ ଯାତନା
ପୁରୀ ଅଫିସ/ନିମାପଡ଼ା,୩ା୬(ଡି.ଏନ.ଏ.): ୨୦୧୯ ମେ ୩ ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚାଇଥିଲା ବାତ୍ୟା ଫନୀ। ପବନର ଘୁ ଘୁ ଗର୍ଜନ ଆଉ ବର୍ଷାମାଡ଼ରେ ଭାଙ୍ଗିଯାଇଥିଲା ଘର, ଗଛ, ବିଦ୍ୟୁତ୍ ଖୁଣ୍ଟ…
Archives


