ଗତ ୪ ବର୍ଷରେ କେତେ ଚାଷୀ କରିଛନ୍ତି ଆତ୍ମହତ୍ୟା: ରେକର୍ଡ ସରକାରଙ୍କ ପାଖରେ ନାହିଁ
ନୂଆଦିଲ୍ଲୀ,୯।୭: ଗତ ୪ ବର୍ଷ ମଧ୍ୟରେ ଦେଶରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ଏହାର ରେକର୍ଡ ସରକାରଙ୍କ ପାଖରେ ନାହିଁ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି। ୨୦୧୫ ପରଠାରୁ ସରକାରଙ୍କ ପାଖରେ…
୫ ବର୍ଷରେ ୭୧ ହଜାର କୋଟି ବ୍ୟାଙ୍କ ଦୁର୍ନୀତି: କର୍ମଚାରୀଙ୍କ ଜାଣତରେ ଲୁଟ ହୋଇଛି ୬୫ ହଜାର କୋଟି
ନୂଆଦିଲ୍ଲୀ, ୯।୭: ଗତ ୫ ବର୍ଷରେ ଦେଶର ବିଭିନ୍ନ ବ୍ୟାଙ୍କରେ ୭୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେଥିମଧ୍ୟରୁ କେବଳ ୬୪ ହଜାର କୋଟି ଟଙ୍କା ଲୁଟ୍ କର୍ମଚାରୀଙ୍କ ଜାଣତରେ ହୋଇଛି। ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ…
ଜମ୍ମୁ-କଶ୍ମୀରରେ ଫେରୁଛି ଶାନ୍ତି: ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ କମିଛି ଅନୁପ୍ରବେଶ, କହିଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୯।୭: ଜମ୍ମୁ-କଶ୍ମୀରରେ ଧୀରେ ଧୀରେ ଶାନ୍ତି ଫେରିବା ଆରମ୍ଭ କରିଛି। ସେହିପରି ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ଅନୁପ୍ରବେଶ ଘଟଣା କମିଛି। ୨୦୧୮ ତୁଳନାରେ ୨୦୧୯ର ପ୍ରଥମ ୬ ମାସ ମଧ୍ୟରେ ଏଭଳି ଘଟଣା…
ସିବିଆଇର ବଡ଼ ପଦକ୍ଷେପ: ୧୯ ରାଜ୍ୟର ଶହେ ୧୦ ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ,୯।୭: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ପକ୍ଷରୁ ମଙ୍ଗଳବାର ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସିବିଆଇର ଭିନ୍ନ ଭିନ୍ନ ଟିମ୍ ୧୯ଟି ରାଜ୍ୟର ଶହେ ୧୦ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସମେତ ୩୦ଟି ବିଭିନ୍ନ ମାମଲାରେ ଏହି…
ଫେବୃୟାରୀରେ ବାୟୁସେନାକୁ ମିଳିବ ୪ ଚିନୁକ୍ ହେଲିକପ୍ଟର
ନୂଆଦିଲ୍ଲୀ,୯।୭: ଫେବୃୟାରୀରେ ଭାରତୀୟ ବାୟୁସେନାକୁ ୪ ଶକ୍ତିଶାଳୀ ସିଏଚ୍-୪୭ ଚିନୁକ୍ ହେଲିକପ୍ଟର ମିଳିବ। ଏନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିବ। ୨୦୧୫ରେ ଭାରତ ୧୫ ଚିନୁକ୍ ସହିତ ୨୨ଟି ଆପାଚେ ହେଲିକପ୍ଟର ପାଇଁ ଆମେରିକା…
ଆଧାର ନ ଥିଲେ ଚାଉଳ ନାହିଁ
ଭୁବନେଶ୍ୱର,୯ା୭(ବ୍ୟୁରୋ): ବ୍ୟକ୍ତିର ସମସ୍ତ ବ୍ୟକ୍ତିଗତ ପଞ୍ଜିକା ଆଧାର କାର୍ଡରେ ଲିପିବଦ୍ଧ ହୋଇ ରହିଛି। ଏହାକୁ କୌଣସି ପରିସ୍ଥିତିରେ କୌଣସି ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ। ଏ କଥା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ଆଧାର କାର୍ଡକୁ ପରୋକ୍ଷରେ…
ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର
ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪ ଶ୍ରେଷ୍ଠ ଦଳ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ମଙ୍ଗଳବାର ହେବ ପ୍ରଥମ ସେମିଫାଇନାଲ।…
୨୭ ରନ ଦୂରରେ ରୋହିତ୍
ମାଞ୍ଚେଷ୍ଟର, ୯।୭- ଚଳିତ ବିଶ୍ୱକପ୍ରେ ଦମ୍ଦାର ଫର୍ମରେ ଥିବା ଭାରତୀୟ ତାରକା ଓପନର୍ ରୋହିତ୍ ଶର୍ମା ପୁଣି ଏକ ବିଶ୍ୱକପ୍ କିର୍ତ୍ତୀମାନଠାରୁ ୨୭ ରନ ଦୂରରେ ରହିଛନ୍ତି। ବିଶ୍ୱକପ୍ ଇତିହାସର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ…
କଲେଜରେ ୭ ଘଣ୍ଟା କାର୍ଯ୍ୟ କରିବା ନିୟମକୁ ଅଧ୍ୟାପକଙ୍କ ପରୋକ୍ଷ ବିରୋଧ: ପ୍ରଥମେ ଭିତ୍ତିଭୂମି ସଜାଡ଼, ପରେ ନିୟମ କଲେ ଦ୍ୱିଧା ନାହିଁ
ଭୁବନେଶ୍ୱର,୮।୭(ବ୍ୟୁରୋ): ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକମାନେ କଲେଜରେ ଛଅ ଘଣ୍ଟା ବଦଳରେ ୭ଘଣ୍ଟା ରହିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଏହାର ପ୍ରତିବାଦ କରିଛନ୍ତି ଅଧ୍ୟାପକ। ଅଧ୍ୟାପକ ସଂଗଠନଗୁଡ଼ିକ ସର୍ତ୍ତ ଓ ସମୟସୀମା କଣ୍ଟ ରଖି…
କୁପଓ୍ବାରାରେ ବିସ୍ଫୋରଣ: ଜଣେ ଯବାନ ଆହତ
ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୋମବାର ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ସେନା ଯବାନ ଆହତ ହୋଇଥିବା କୁହାଯାଉଛି। ନିୟନ୍ତ୍ରଣ ରେଖା ନିକଟରେ ପିମ୍ପଲ ପୋଷ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଲାଣ୍ଡ୍ ମାଇନ୍ ଯୋଗୁ ହୋଇଥିବା କୁହାଯାଉଛି। ଯବାନ…
୨୦ରେ ପାଟକୁରା ନିର୍ବାଚନ: ନବୀନ ନିବାସରେ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ପ୍ରଚାର କାର୍ଯ୍ୟ ବିଷୟରେ ପଚାରି ବୁଝିଲେ
ଭୁବନେଶ୍ୱର,୮।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସରେ ବୈଠକ କରିଛନ୍ତି। ଏଥିରେ ସେ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିଛନ୍ତି। ପାଟକୁରା ନେଇ ରଣନୀତି ସହ ତଳସ୍ତରରେ କିଭଳି…
ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା: ଗୋଟିଏ ବର୍ଷରେ ହୋଇଛିି ଏକ କୋଟିରୁ ଅଧିକ ନଗଦ ଉଠାଣ
ନୂଆଦିଲ୍ଲୀ,୮।୭: ଏବେ ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା ରହିଛି। ଏସବୁ ଜମା ଖାତାରେ ଗତ ଏକ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଟଙ୍କା ନଗଦ ଉଠାଣ ହୋଇଥିବା କୁହାଯାଉଛି। ଏହି ଜମା ଖାତାଗୁଡ଼ିକ ମଧ୍ୟରୁ କେତେକରେ…
Archives


