ସିବିଆଇକୁ ତଦନ୍ତ ଦାୟିତ୍ୱ
ନୂଆଦିଲ୍ଲୀ/ ଲକ୍ଷ୍ନୌ, ୩୧ା୭(ପି.ଟି.): ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତା ଦୁର୍ଘଟଣା ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାର ଏହି ସମ୍ବେଦନଶୀଳ ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ବଳାକତ୍ାର ପୀଡ଼ିତା ତାଙ୍କ…
୩ ବର୍ଷରେ ୧୦୬ ହରିଣ ଶିକାର
ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ହରିଣ ଶିକାର ଦ୍ରୁତ ଗତିରେ ବଢୁଛି। ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରଜାତିର ୧୦୬ ହରିଣଙ୍କୁ ଶିକାର କରାଯାଇଛି। ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ…
ଆରମ୍ଭ ହେବ ମୋ କଲେଜ ଯୋଜନା
ଭୁବନେଶ୍ୱର,୩୧।୭(ବ୍ୟୁରୋ): ‘ମୋ ସ୍କୁଲ’ଭଳି ଖୁବ୍ଶୀଘ୍ର ‘ମୋ କଲେଜ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରାତନ ଛାତ୍ରମାନଙ୍କୁ ଏଥିରେ ସାମିଲ କରାଯିବ। କଲେଜର ବିକାଶ ତଥା ଗୁଣାତ୍ମକ ଶିକ୍ଷା ଦିଗରେ ସେମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ। ଏଥିସହିତ ସେମାନଙ୍କ ଅନୁଦାନରେ କଲେଜର ଭିତ୍ତିଭୂମି ନିର୍ମାଣ…
ରାଜ୍ୟ ସଭାରେ ‘ଟ୍ରିପଲ୍ ତଲାକ୍’ ବିଲ ପାସ୍
ନୂଆଦିଲ୍ଲୀ,୩୦।୭: ଲୋକ ସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହେଲା ‘ଟ୍ରିପଲ୍ ତଲାକ୍ ବିଲ୍’। ଭୋଟିଂ ଡିଭିଜନ ଜରିଆରେ ମୁସଲମାନ ମହିଳାଙ୍କ ବିବାହ ସମ୍ପର୍କିତ ଏହି ବିଲ୍ ମଙ୍ଗଳବାର ପାସ୍ ହୋଇଛି। ବିଲ୍ ସପକ୍ଷରେ ଗୃହରେ ୯୯ ସଦସ୍ୟ ମତଦାନ…
ଚନ୍ଦ୍ରାୟନ ବୈଜ୍ଞାନିକଙ୍କ ଦରମା କାଟ୍: ରାଜ୍ୟ ସଭାରେ ପ୍ରସଙ୍ଗ ଉପସ୍ଥାପନ କଲା କଂଗ୍ରେସ
ନୂଆଦିଲ୍ଲୀ,୩୦।୭: ଚନ୍ଦ୍ରାୟନ ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ଦରମା କାଟ୍ ପ୍ରସଙ୍ଗ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ ଏହି ପ୍ରସଙ୍ଗ ଗୃହରେ ଉପସ୍ଥାପନ କରିଛି। କଂଗ୍ରେସ ସଦସ୍ୟ ମୋତିଲାଲ୍ ଭୋରା ଏନେଇ କହିଛନ୍ତି…
ରାଜ୍ୟ ସଭାରେ ତିନି ତଲାକ୍ ତାତି: ଜେଡିୟୁ କଲା ଗୃହତ୍ୟାଗ
ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ମଙ୍ଗଳବାର ତିନି ତଲାକ୍ ବିଲ୍ ଉପରେ ତର୍କ ବିତର୍କ ଜାରି ରହିଛି। ଏହାକୁ ବିରୋଧ କରି ଜେଡିୟୁ ସଦସ୍ୟ ଗୃହତ୍ୟାଗ କରିଛନ୍ତି। ଜେଡିୟୁର ବଶିଷ୍ଠ ନାରାୟଣ ସିଂ ଏହି ବିଲ୍ ସପକ୍ଷରେ ଜେଡିୟୁ ନ ଥିବା କହିଛନ୍ତି।…
୯ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩୦।୭(ବ୍ୟୁରୋ): ମନ୍ସୁନ୍ ଟ୍ରଫଲାଇନ୍ ପ୍ରଭାବରେ ମଙ୍ଗଳବାର ରାଜ୍ୟର କେତୋଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବ। ଏଥିସହ ୯ଟି ଜିଲାରେ ପ୍ରବଳ ବର୍ଷା ହେବାର ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲାଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି,…
ପୃଥିବୀର ୧୦ ସହରରେ ଜଳ ସଙ୍କଟ: ଆଗାମୀ ଦିନରେ ନିତି ଗାଧୋଇବା ହେବ ଅସମ୍ଭବ; ତାଲିକାରେ ଭାରତର ବେଙ୍ଗାଲୁରୁ
ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଏହାର ଶୀଘ୍ର ନିରାକରଣ କରା ନ ଗଲେ ପରିସ୍ଥିତି ଅଣାୟତ ହେବ ବୋଲି ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ପୃଥିବୀର ୧୦ଟି ସହରରେ…
ଶ୍ରୀନଗର ମସ୍ଜିଦ ଉପରେ ନଜର: ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ
ଶ୍ରୀନଗର,୩୦ା୭(ପି.ଟି.)-ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶ୍ରୀନଗରରେ ଥିବା ମସ୍ଜିଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ୫ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ଏହି ମସ୍ଜିଦ ସମ୍ପର୍କିତ ତଥ୍ୟ ଯଥାଶୀଘ୍ର ଦାଖଲ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଏନେଇ…
୬ଦିନ ବର୍ଷିବ, ୯ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ଟ୍ରପ୍ ଲାଇନ, ଘୂର୍ଣ୍ଣି ବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଗତ ଦୁଇତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ବନ୍ୟା ସ୍ଥିତି…
ସଚିବାଳୟ ହେବ ଲୋକସେବା ଭବନ
ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଶା ସଚିବାଳୟର ନାଁ ବଦଳିବ। ଏହାର ନୂତନ ନାମ ରହିବ ଓଡ଼ିଶା ଲୋକସେବା ଭବନ। ସୋମବାର ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ଗୃହରେ ଉଦ୍ବେଗ: କୁମ୍ଭକାରଙ୍କ ଦୁରାବସ୍ଥା ସୁଧାରିବାକୁ ମହାରଥୀଙ୍କ ଅନୁରୋଧ
ଭୁବନେଶ୍ୱର,୨୯।୭(ବ୍ୟୁରୋ): ଚଳିତ ମାସ ୨୮ ତାରିଖରେ ଧରିତ୍ରୀରେ ପ୍ରକାଶିତ ହୋଇଥିବା ‘ଶ୍ରୀମନ୍ଦିରରେ କୁଡ଼ୁଆ ସଙ୍କଟ, ଫନୀ ପରଠୁ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର’ ଶୀର୍ଷକ ଖବରକୁ ନେଇ ସୋମବାର ଶୂନ୍ୟକାଳରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ।…
Archives


