Home Middle

ଭାରତର ଔଷଧ ଉଦ୍ୟୋଗକୁ ବଡ଼ ଝଟକା, ୧୦୦% ଟାରିଫ୍ ଲଗାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୬।୯: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟେଡ୍ ଔଷଧର ଆମଦାନୀ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି। ଏହା ୨୦୨୫ ଅକ୍ଟୋବର ୧ ଠାରୁ କାର୍ଯ୍ୟକାରୀ ହେବ। ଅମେରିକା ସହ ବ୍ୟବସାୟରେ ଅତ୍ୟନ୍ତ ନିର୍ଭରଶୀଳ…

ଭାରତ ହାସଲ କଲା ଅସାଧାରଣ ସଫଳତା: ଯୁଦ୍ଧ ସମୟରେ ଶତ୍ରୁ ସାଟେଲାଇଟ କିଛି ଟେର୍ ପାଇବନି

ନୂଆଦିଲ୍ଲୀ,୨୫।୯: ଭାରତ ବୁଧବାର ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ ମିସାଇଲର ଏକ ସଫଳ ପରୀକ୍ଷଣ କରିଛି, ଯାହାର ରେଞ୍ଜ ୨,୦୦୦ କିଲୋମିଟର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ୍ସରେ ଏହି ସଫଳତା ଘୋଷଣା କରି ମିସାଇଲ୍ ଉତ୍କ୍ଷେପଣର ଭିଡିଓ ସେୟାର କରିଛନ୍ତି। ଏହା…

ବେଙ୍ଗାଲୁରୁରେ ଗମ୍ଭୀର ଟ୍ରାଫିକ୍ ସମସ୍ୟା: ୱିପ୍ରୋ ରାସ୍ତା ଖୋଲିବାକୁ ମନା କଲେ ଆଜିମ୍ ପ୍ରେମଜୀ

ବେଙ୍ଗାଲୁରୁ, ୨୫।୯: ୱିପ୍ରୋର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଆଜିମ୍ ପ୍ରେମଜୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୟାଙ୍କ ଅନୁରୋଧ ସତ୍ତ୍ୱେ ବେଙ୍ଗାଲୁରୁର ସର୍ଜାପୁର କ୍ୟାମ୍ପସକୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସାର୍ବଜନୀନ ରାସ୍ତା ଭାବେ ଖୋଲିବାକୁ ମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧାରାମୟା ସହରର ଟ୍ରାଫିକ୍ ସମସ୍ୟା…

ଚର୍ଚ୍ଚାରେ ଓଡ଼ିଶାର ଆଉଜଣେ ସାରଥୀ: ଅଫିସ ସାଜିଥିଲା ବେଡ୍ ରୁମ୍, ଯୌନ ନିର୍ଯାତନା ଅଭିଯୋଗ ପରେ ଫେରାର

ନୂଆଦିଲ୍ଲୀ,୨୫।୯: ନୂଆଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଟ୍ୟୁଟ୍‌ ଅଫ୍‌ ଇଣ୍ଡିଆନ ମ୍ୟାନେଜମେଣ୍ଟର ନିର୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ (ପାର୍ଥ ସାରଥୀ) ବିରୋଧରେ ୧୭ ଜଣ ଛାତ୍ରୀ ଯୌନ ନିର୍ଯାତନ, ଅଶୋଭନୀୟ ମେସେଜ୍‌ ଓ ଧମକ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ଜନ୍ମିତ ୫୨ ବର୍ଷୀୟ…

ଧର୍ମେନ୍ଦ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଓଡ଼ିଆଙ୍କ ଉପରେ ବଢୁଛି ମୋଦିଙ୍କ ଭରସା

ପାଟନା,୨୫।୯: ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, କିନ୍ତୁ ସମସ୍ତ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତୀୟ ଜନତା ପାର୍ଟି ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭାଜପା ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କରିଛି।…

ଭାରତକୁ ଐତିହାସିକ ସଫଳତା: ଥରହର ପାକିସ୍ତାନ, ଏବେ ଟ୍ରେନ୍‌ରେ…

ନୂଆଦିଲ୍ଲୀ,୨୫।୯: ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ ମିଶାଇଲ୍‌ର ସଫଳ ପରୀକ୍ଷଣ କରିଛି। ଏହି ମିଶାଇଲ୍‌କୁ ଏକ ଟ୍ରେନରୁ ଉତକ୍ଷେପଣ କରାଯାଇଥିଲା। ଅଗ୍ନି-ପ୍ରାଇମ ଏକ ରେଳ-ଭିତ୍ତିକ ମୋବାଇଲ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ: ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୫।୯: ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ମାଡ଼ିବସିଛି ଭିଜିଲାନ୍ସ। ୨୦ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ତୁଷାରକାନ୍ତ ଯାଞ୍ଚ ରିପୋର୍ଟ ସପକ୍ଷରେ ଦେବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ…

ବୀରମହାରାଜପୁରରେ ମାଇନ୍ସ ବିଭାଗର ଚଢ଼ାଉ, ୧୫ ଶହ ଟନର ଧଳା ପଥର ଜବତ

ଅମରପାଲି,୨୫।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣି ରେ ଗତ ତିନି ଦିନ ହେଲା ମାଇନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ ହେଉଛି। ବୁଧୁବାର ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ ୧୫ ଶହ…

ଶ୍ରୀମୟୀଙ୍କୁ ନେଇ ବ୍ୟସ୍ତ ହୋଇପଡ଼ିଛି ବିଜେଡି

ଭୁବନେଶ୍ୱର, ୨୫।୯(ସୁନିତ୍‌ ମିଶ୍ର): ଶ୍ରୀମୟୀଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଏହି ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଶ୍ରୀମୟୀଙ୍କ ଭୁଲ୍‌ ଦର୍ଶାଇବାକୁ ଯାଇ ଦଳର କେତେଜଣ ନେତାଙ୍କ ପକ୍ଷରୁ ଟାର୍ଗେଟ କରାଯାଉଛି। ନିର୍ବାଚନ ପରେ ସେ ଦଳରେ ଥିଲେ…

ସିଏଜି: ଆଇଟିଡିଏରେ ୧୪୮.୭୫ କୋଟିର ବେଆଇନ କାରବାର

ଭୁବନେଶ୍ୱର,୨୫ା୯ (ରବିନାରାୟଣ ଜେନା): ରାଜ୍ୟରେ ଆଦିବାସୀଙ୍କ କଲ୍ୟାଣ ନାମରେ ବହୁ କୋଟି ଟଙ୍କାର ସରକାରୀ ଅର୍ଥ ଅପବ୍ୟବହାର ହୋଇଛି। କେଉଁଠି ସରକାରୀ ଅର୍ଥରେ ଯନ୍ତ୍ରୀମାନେ ମୋବାଇଲ ରିଚାର୍ଜ କରିଛନ୍ତିି ତ’ ଆଉ କେଉଁଠି ଏଟିଏମ୍‌ ଉଠାଣ, ୟୁପିଆଇ କାରବାର ଓ ବୀମା…

ଏସିଆ କପ୍‌: ଫାଇନାଲରେ ଭାରତ

ଦୁବାଇ, ୨୪ା୯- ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ସୁପର-୪ ମ୍ୟାଚରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରିଛି। ଏଥିସହ ଭାରତ ପ୍ରଥମ ଦଳଭାବେ ୪…

ପ୍ରତିରକ୍ଷା ମୁଖ୍ୟ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ ୮ ମାସ ବୃଦ୍ଧି

ନୂଆଦିଲ୍ଲୀ,୨୪।୯: ପ୍ରତିରକ୍ଷା ମୁଖ୍ୟ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଜେନେରାଲ ଅନୀଲ ଚୌହାନଙ୍କ କାର୍ଯ୍ୟକାଳକୁ ଆଗାମୀ ବର୍ଷ ମେ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଜେନେରାଲ ଚୌହାନଙ୍କ ସେବାକାଳ ଆସନ୍ତା ମେ ୩୦ କିମ୍ବା ପରବର୍ତୀ ନିର୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?