Home Middle

ପ୍ରକାଶ ପାଇଲା OPSC ରେଜଲ୍ଟ, ଶ୍ରେଷ୍ଠ ୧୦ ମଧ୍ୟରେ ଜଣେ ମାତ୍ର ମହିଳା

ଭୁବନେଶ୍ୱର, ୨୬।୯: ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷା 2023ର ଫଳାଫଳ ଆଜି ପ୍ରକାଶ କରିଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ୍ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ଏହା ସହିତ ଦ୍ୱିତୀୟ ସ୍ଥାନରେ ଅନନ୍ୟା…

ଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା, ସରକାର ଲଞ୍ଚ କଲେ ହ୍ବାଟ୍‌ସଅପ୍ ନମ୍ବର

ଭୁବନେଶ୍ୱର,୨୬।୯: ଓଡ଼ିଶା ସରକାର ମେଟା ସହଯୋଗରେ ‘ଆମ ସାଥୀ’ ଓ୍ଵାଟସଆପ ଚାଟବଟ ଓ ORTPSA ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଉନ୍ମୋଚନ କରିଛନ୍ତି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଏହି…

ଯଦି ମହିଳାଙ୍କ ବଦଳରେ ପୁରୁଷମାନଙ୍କର ଋତୁସ୍ରାବ ହୁଅନ୍ତା, ତେବେ ଦୁନିଆ କିପରି ହୋଇଥାନ୍ତା ?

ନୂଆଦିଲ୍ଲୀ: ୪୭ ବର୍ଷ ପୂର୍ବେ ‘Ms. Magazine’ରେ ଗ୍ଲୋରିଆ ଷ୍ଟେନମଙ୍କ ନିବନ୍ଧ “ଯଦି ପୁରୁଷଙ୍କୁ ମାସିକ ଋତୁସ୍ରାବ ହେଉଥାନ୍ତା” ପ୍ରକାଶିତ ହୋଇଥିଲା, ଯେଉଁଥିରେ ସମାଜରେ ମହିଳାଙ୍କ ପ୍ରତି ଋତୁସ୍ରାବ ନେଇ ଥିବା ପକ୍ଷପାତମୂଳକ ଦୃଷ୍ଟିକୋଣ ଓ ବୈଷମ୍ୟକୁ ତୀକ୍ଷ୍ଣ ଭାବେ ଉପସ୍ଥାପନ…

ବିଶ୍ୱ ଗର୍ଭନିରୋଧ ଦିବସ ୨୦୨୫: ଗର୍ଭଧାରଣ ରୋକିବା ସହିତ ନିରାପଦ ଯୌନ ସମ୍ପର୍କ କାହିଁକି ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ସେପ୍ଟେମ୍ବର ୨୬ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ଗର୍ବନିରୋଧ ଦିବସ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ନିରାପଦ ଯୌନ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ୨୦୨୫ ବର୍ଷରେ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର,୨୬।୯: କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଏଘୁଚାପ ୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୭ ସକାଳେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ।…

ଟ୍ରମ୍ପଙ୍କ ୧୦୦% ଟାରିଫ୍‌ ଇମ୍ପାକ୍ଟ, ଭୁସୁଡ଼ିଲା ଫାର୍ମା ଷ୍ଟକ୍

ମୁମ୍ବାଇ,୨୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରାଣ୍ଡେଡ୍‌ ଔଷଧ ଆମଦାନୀ ଉପରେ ୧୦୦% ଟାରିଫ୍‌ ଲଗାଇବା ଘୋଷଣା ପରେ ଭାରତୀୟ ଶେୟାର ବଜାର ପଞ୍ଚମ ଦିନ ପାଇଁ ତଳମୁହଁ ହୋଇଛି। ଫାର୍ମା ଷ୍ଟକ୍ଗୁଡ଼ିକ ଏହି ପତନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।…

ଫାଇନାଲ୍‌ ପୂର୍ବରୁ ଭାରତକୁ ଚ୍ୟାଲେଞ୍ଜ ଦେଲେ ପାକିସ୍ତାନ ଅଧିନାୟକ

ଦୁବାଇ,୨୬।୮: ଦୁବାଇରେ ଖେଳାଯାଇଥିବା ଏସିଆ କପ ୨୦୨୫ର ସୁପର ଫୋର୍‌ ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ଏବଂ ପାକିସ୍ତାନ ସେପ୍ଟେମ୍ବର ୨୮ରେ ଏସିଆ କପ ଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ। ବିଜୟ…

ଟ୍ରମ୍ପଙ୍କ ଟାରିଫ୍‌ ମାଡ଼ ଦେଖି ପୁଟିନଙ୍କୁ ଫୋନ କଲେ ମୋଦି, ନାଟୋ ମୁଖ୍ୟଙ୍କ ବଡ଼ ଦାବି

ଭୁବନେଶ୍ୱର,୨୬ା୯: ନାଟୋ ମହାସଚିବ ମାର୍କ ରୁଟେ ଦାବି କରିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଲଗାଇଥିବା ଟାରିଫ୍‌ ରୁଷିଆ ଉପରେ ପରୋକ୍ଷ ପ୍ରଭାବ ପକାଉଛି। ରୁଟେ କହିଛନ୍ତି, ଏହି ଟାରିଫ୍‌ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର…

ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା: ୨୭ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭାରୀଯାନ ମନା

ଭୁବନେଶ୍ୱର,୨୬ା୯(ସତ୍ୟଜିତ୍‌ ରାଉତ): ଦୁର୍ଗାପୂଜା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ କରିପାରିବ ନାହିଁ। ୨୭ ତାରିଖରୁ ଅକ୍ଟୋର ୨…

ପ୍ରବଳ ବର୍ଷା: ଏହି ଜିଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି,୨୬।୯: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲାର ସମସ୍ତ ସ୍କୁଲକୁ ଶୁକ୍ରବାର ଛୁଟି ଘୋଷଣା କରାଯାଇଛି। ଫଳରେ ମାଲକାନଗିରି ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। କିନ୍ତୁ…

ପାକିସ୍ତାନ ପ୍ରଧାନମନ୍ତ୍ରୀ, ମୁନିରଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କଲେ ଟ୍ରମ୍ପ; ଭାରତ ଉପରେ ଲଦିଦେଲେ ୧୦୦% ଟାରିଫ୍

ନୂଆଦିଲ୍ଲୀ,୨୬।୯: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ତାଙ୍କର ସେନାପତି ଅସିମ୍ ମୁନିରଙ୍କୁ ହ୍ୱାଇଟ୍ ହାଉସ୍‌ରେ ଉଷ୍ମ ଆଲିଙ୍ଗନ ସ୍ୱାଗତ ସହ ପ୍ରଶଂସା କରିଥିବା ବେଳେ ଭାରତୀୟ ଔଷଧ ଆମଦାନୀ ଉପରେ ୧୦୦ ପ୍ରତିଶତ ଟାରିଫ୍…

୪୧ ବର୍ଷ ପରେ ପ୍ରଥମଥର ଏସିଆ କପ୍‌ ଫାଇନାଲ ଖେଳିବେ ଭାରତ-ପାକିସ୍ତାନ: ଜାଣନ୍ତୁ କେଉଁ ଦିନ ହେବ ମୁକାବିଲା

ଦୁବାଇ,୨୬ା୯:ଚଳିତ ଏସିଆ କପ୍‌ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୁପର-୪ ମ୍ୟାଚ୍‌ରେ ପାକିସ୍ତାନ ୧୧ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି। ଫଳରେ ଆସନ୍ତା ୨୮ ତାରିଖରେ ଦୁବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?