Home Middle

୫୦ ଦିନରେ କରୋନା: ୯୦ ହଜାର କୋଟି ଖର୍ଚ୍ଚ କଲାଣି ଚାଇନା; ୭୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ !

ବେଜିଂ,୧୮।୨: ଇତିମଧ୍ୟରେ ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣକୁ ୫୦ ଦିନ ବିତିଛି। ୨୦୧୯ ଡିସେମ୍ବର ୩୧ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଘଟିଥିଲା। କରୋନା ଏବେ ପୃଥିବୀର ୨୯ରୁ ଅଧିକ ଦେଶରେ ପହଞ୍ଚିସାରିଛି। ଚାଇନାରୁ ସେଠାକୁ ଯାଇଥିବା ସଂକ୍ରମିତ ଲୋକଙ୍କ…

ଚାଇନା ଔଷଧ କମ୍ପାନୀରେ ତାଲା: ଭାରତରେ ବଢୁଛି ପାରାସିଟାମଲ, ଏଜିଥ୍ରୋମାଇସିନ୍‌ ଦାମ

ନୂଆଦିଲ୍ଲୀ,୧୮।୨: ଚାଇନାରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ଚାଇନା ପକ୍ଷରୁ ନାନା ଉପାୟ କରାଯାଉଛି। କରୋନା ଆତଙ୍କରେ ବହୁ କମ୍ପାନୀରେ କାମ କରିବାକୁ କର୍ମଚାରୀ ନ ଆସିବାରୁ ତାଲା ଝୁଲୁଛି। ବହୁ…

କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୧,୮୬୮

ବେଜିଂ,୧୮।୨: କରୋନା ଭାଇରସ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ଏଠାରେ ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। ଏବେସୁଦ୍ଧା ସେଠାରେ କରୋନା ଭାଇରସରେ ସଂକ୍ରମିତ ହୋଇ ୧,୮୬୮ଜଣଙ୍କ ମୃତ୍ୟୁ ହୋଇଥିବା…

ଟ୍ରମ୍ପ୍‌ଙ୍କ ବ୍ୟୟ ବହୁଳ ଭାରତ ଗସ୍ତ: ସ୍ବାଗତ କରିବେ ଲକ୍ଷେ ଲୋକ; ୭ କିମି ରୋଡ ଶୋରେ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା

ଅହମଦାବାଦ୍‌,୧୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ବ୍ୟୟ ବହୁଳ ଗସ୍ତରେ ଆସି ସେ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଅହମଦାବାଦ ବିମାନ ବନ୍ଦରରୁ ୭କିମିର ଏକ ରୋଡ୍‌ ଶୋରେ…

ଆଜି ବଜେଟ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଅପରାହ୍ନରେ ବଜେଟ୍‌ ଉପସ୍ଥାପନ କରିବେ। ଆସନ୍ତା ବଜେଟ୍‌ ୧.୫ ଲକ୍ଷ କୋଟି ଟଙ୍କା ରହିବ। ଗତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ଆର୍ଥିକ…

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ

ନୂଆଦିଲ୍ଲୀ,୧୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ଡେଥ୍‌ ଓ୍ବାରେଣ୍ଟ ଅନୁଯାୟୀ ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ…

୧୪ ବର୍ଷ ପରେ ବାବୁଲାଲଙ୍କ ଘର ବାହୁଡ଼ା: ଭାଜପାରେ ଜେଭିଏମ୍‌ର ବିଲୟ

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଦୀର୍ଘ ୧୪ ବର୍ଷ ପରେ ପୁଣି ଘର ବାହୁଡ଼ିଛନ୍ତି। ୨୦୦୬ରେ ସେ ଭାଜପାଠାରୁ ଅଲଗା ହୋଇ ନୂଆ ରାଜନୈତିକ ଦଳ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ୍‌) ଗଠନ କରିଥିଲେ। ୨୮ ମାସ ରାଜ୍ୟରେ ମୁଖ୍ୟମନ୍ତ୍ରୀ…

ଧରା ପଡ଼ିଲା ଲୁଚାଛପାରେ ପାକିସ୍ତାନ ଯାଉଥିବା ଚାଇନା ଜାହାଜ: ରହିିଛି ଆଣବିକ କ୍ଷେପଣାସ୍ତ୍ର ନିର୍ମାଣ ସାମଗ୍ରୀ

କାଣ୍ଡଲା,୧୭।୨: ପାକିସ୍ତାନକୁ ଲୁଚାଛପାରେ ଯାଉଥିବା ଏକ ଚାଇନା ଜାହାଜକୁ ଭାରତୀୟ କଷ୍ଟମ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏଥିରେ ଆଣବିକ କ୍ଷେପଣାସ୍ତ୍ର ନିର୍ମାଣରେ ବ୍ୟବହାର କରାଯାଉଥିବା ସାମଗ୍ରୀ ରହିଥିବା କୁହାଯାଉଛି। ଗୁଜରାଟର କାଣ୍ଡଲା ବନ୍ଦର ନିକଟରୁ ଏହି ଜାହାଜକୁ ଜବତ କରାଯାଇଛି।…

କରୋନାର ପ୍ରଭାବରେ ଅର୍ଥବ୍ୟବସ୍ଥା ଟଳମଳ: ଭାରତର ଅଭିବୃଦ୍ଧି ହାରକୁ କମାଇଲା ମୁଡିଜ୍‌

ନୂଆଦିଲ୍ଲୀ,୧୭।୨: ପୃଥିବୀର ଦ୍ୱିତୀୟ ବୃହତମ ଅର୍ଥ ବ୍ୟବସ୍ଥା ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାର ବେଶ୍‌ ପ୍ରଭାବିତ ହୋଇଛି। କରୋନା ଯୋଗୁ ଆମଦାନୀ ରପ୍ତାନୀ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଫଳରେ ବିଶ୍ୱ ଅର୍ଥବ୍ୟବସ୍ଥା ଟଳମଳ ହେବାରେ…

ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା: ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୭।୨: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା ପାଇଁ ସୁପ୍ରିମ୍‌କୋର୍ଟ ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। ରାଜ୍ୟରେ ସାମୁହିକ ରୋଷେଇ ଶାଳ ନିର୍ମାଣ କରାଯାଇଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିବାକୁ ଗତ…

ଅଚାନକ ଓୟୁଏଟିରେ ପହଞ୍ଚିଲେ ୫ଟି ସଚିବ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ୫ଟି ସଚିବ ଭି.କେ ପାଣ୍ଡିୟାନ ସୋମବାର ସକାଳୁ ହଠାତ୍‌ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପ୍ରାଙ୍ଗଣରେ ପହଞ୍ଚଥିଲେ। ସେଠାରେ ଓୟୁଏଟିର ଛାତ୍ରାବାସ ଏବଂ ମେସ୍‌ ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଅଧିକାରୀଙ୍କ ସହ…

ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୨: ଏବେ ମହିଳା ଅଧିକାରୀଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବ। ଏନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୨୦୧୦ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସମର୍ଥନ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କୁ ଭର୍ସନା କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?