Home Middle

ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ: ୩୩ ହଜାର ପାଉଡ଼ର ବଜାରରୁ ଫେରାଇ ନେଲା କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ରହିଛି। ଏଥିରେ ଆଜବେଷ୍ଟସ୍‌ ରହିଥିବା ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେଶନ୍‌ ଯାଞ୍ଚ୍‌ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀ ପକ୍ଷରୁ ୩୩ ହଜାର ବେବି ପାଉଡ଼ର ଡବା…

୨୦୩୦ ସୁଦ୍ଧା ନିର୍ମାଣ ହେବ ୨୧ ନୂଆ ନ୍ୟୁକ୍ଲିୟର ରିଆକ୍ଟର: ଶକ୍ତି ଉତ୍ପାଦନରେ ବଢ଼ିବ ଆତ୍ମନିର୍ଭରଶୀଳତା

ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୦୩୦ ସୁଦ୍ଧା ଦେଶରେ ୨୧ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରାଯିବ। ଇତିମଧ୍ୟରେ ୭ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଖୁବ୍‌ ଶୀଘ୍ର ୧୭ଟି ନୂଆ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଣବିକ ଶକ୍ତି…

୫ ବର୍ଷରେ ହରିୟାଣା କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ହୋଇଛି ୨ ଗୁଣା: ମହାରାଷ୍ଟ୍ରରେ ବଢ଼ିଛି ୬୨ ପ୍ରତିଶତ

ନୂଆଦିଲ୍ଲୀ,୧୯।୧୦: ହରିୟାଣାରେ ଗତ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ଦୁଇଗୁଣା ବଢ଼ିଛି। ଅପରପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ୬୨ ପ୍ରତିଶତ ବୃଦ୍ଧି ପାଇଛି। ଏହା ମହାରାଷ୍ଟ୍ରର ୨୫ରୁ…

ବଲାଙ୍ଗୀରରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଫୁ: ଶ୍ରମ ବିଭାଗ କିରାଣି ଖୋଲାଖୋଲି ଲାଞ୍ଚ ନେବାର ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀର ଜିଲାର ସରକାରୀ ଅଧିକାରୀଙ୍କ ୫-ଟି କିମ୍ବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖାତିର ନାହିଁ। ବିଭିନ୍ନ ଯୋଜନାରେ ଦୁର୍ନୀତି ଚାଲିଛି। ଏପରିକି ଖୋଲାଖୋଲି ଲାଞ୍ଚ ନେଉଛନ୍ତି ସରକାରୀ କର୍ମଚାରୀ। ଏପରି ଏକ ଘଟଣାକ୍ରମେ ଜିଲା ଶ୍ରମ ବିଭାଗ କିରାଣି…

ରାଜସ୍ଥାନ ସୀମାରେ ଲାଗିବ ୬୦ ଫୁଟ ଉଚ୍ଚା ହାଇମାଷ୍ଟ୍‌ ଲାଇଟ୍‌: ୩୦ କିମି ପାଇଁ ଖର୍ଚ୍ଚ ହେବ ୩୨ କୋଟି

ଯୋଧପୁର,୧୯।୧୦: ପାକିସ୍ତାନ-ରାଜସ୍ଥାନ ମଧ୍ୟରେ ଏକ ହଜାର ୩୭ କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି। ସେଥିମଧ୍ୟରୁ ୩୦କିମି ସୀମାରେ ଆଲୋକ ବ୍ୟବସ୍ଥା ନାହିଁ। ଏଠାରେ ଆଲୋକ ବ୍ୟବସ୍ଥା ଲାଗି ବିଏସ୍‌ଏଫ୍‌ର ଉଚ୍ଚସ୍ତରୀୟ କମିଟି ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ବୀକୃତି…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଗରିବ ପ୍ରାର୍ଥୀଙ୍କ ପାଖରେ ଶୂନ ଟଙ୍କା; ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୫ ଶହ କୋଟି

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବ। ୨୮୮ ଆସନ ପାଇଁ ନିର୍ବାଚନ ମଇଦାନରେ ୩ ହଜାର ୨ଶହ ୩୭ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଲଢୁଥିବା ସବୁଠାରୁ ଗରିବ ପ୍ରାର୍ଥୀଙ୍କ ନାମ ହେଉଛି ଭେଙ୍କଟେଶ୍ୱର ମହାସ୍ବାମୀ। ତାଙ୍କ ପାଖରେ କୌଣସି…

ସେନା ଯବାନଙ୍କ ପାଇଁ ପଠାଯିବ ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌: ଏକେ-୪୭ ଗୁଳିମାଡ଼କୁ ଆଉ ରହିବନି ଭୟ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ମୁକାବିଲା କରୁଥିବା ଯବାନଙ୍କ ସୁରକ୍ଷା ପାଇଁ ଖୁବ୍‌ ଶୀଘ୍ର ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପଠାଯିବ। ଏହି ଜ୍ୟାକେଟ୍‌ର ଏକେ-୪୭ ସହିତ ଅନ୍ୟ ବନ୍ଧୁକର ଗୁଳିମାଡ଼କୁ ସହ୍ୟ କରିବାର କ୍ଷମତା ରହିଛି। ବୋରନ୍‌ କାର୍ବାଇଡ୍‌…

ସମୟାନୁବର୍ତ୍ତିତାରେ ଭାରତୀୟ ରେଳ ପଛୁଆ: ଆର୍‌ଟିଆଇ ରିପୋର୍ଟ

ନୂଆଦିଲ୍ଲୀ,୧୯।୧୦: ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସମୟାନୁବର୍ତ୍ତିତାରେ ଏହା ପଛୁଆ ରହିଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ମିଳିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ପାସେଞ୍ଜର ଟ୍ରେନ୍‌ ଗୁଡ଼ିକ ମଧ୍ୟରୁ…

ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ

ଓ୍ବାଶିଂଟନ,୧୯।୧୦: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ। ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କାରବାର ସେତେ ଭଳ ନ ଥିଲେ ବି ପରବର୍ତ୍ତୀ ସମୟରେ…

ହରିୟାଣାରେ ମୋଦି, ରାହୁଲ ମୁହଁ।ମୁହିଁ

ଗୋହାନା,୧୯ା୧୦(ପି.ଟି.): କଂଗ୍ରେସର କୁଶାସନ ବେଳେ ଯବାନ ହୁଅନ୍ତୁ କି ଚାଷୀ ଅଥବା କ୍ରୀଡ଼ାବିତ୍‌ ଦେଶରେ କେହି ସୁରକ୍ଷିତ ନ ଥିଲେ। ଏହି ଦଳ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ହେଉ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ କୌଣସି ଭଲ କାମକୁ ସମର୍ଥନ କରିନାହିଁ।…

ଗ୍ରାମାଞ୍ଚଳରେ ନିଷେଧ ହେବ ପ୍ଲାଷ୍ଟିକ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଆସନ୍ତାବର୍ଷରୁ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ ଓ ପ୍ଲାଷ୍ଟିକକୁ ନିଷେଧ କରାଯିବ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପରିବେଶ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ଶୁକ୍ରବାର ପରିବେଶ ନିର୍ଦ୍ଦେଶକ…

ବିଜେପୁର ଏନ୍‌ଏସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ’

ବିଜେପୁର,୧୮।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାର ରାଜନୈତିକ ବାତାବରଣକୁ ବେଶ୍‌ ସରଗରମ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ସନତ କୁମାର ଗଡତିୟାଙ୍କ ପାଇଁ ଶୁକ୍ରବାର ବିଜେପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri