ମୋଦିଙ୍କ ଗୁଣଗାନ କରୁଛନ୍ତି କଂଗ୍ରେସ ନେତା: ସୋନିଆ ନୀରବଦ୍ରଷ୍ଟା
ନୂଆଦିଲ୍ଲୀ,୨୩।୧୦: କଂଗ୍ରେସର ଆଗ ଧାଡ଼ିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ମାତ୍ର କଂଗ୍ରେସ ଅଧ୍ୟକ୍ଷା ସବୁଦେଖି ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ପ୍ରଥମେ ଶଶି ଥରୁର୍ ମୋଦିଙ୍କ ପ୍ରଶଂସା କରିଥିଲେ। ଏହାପରେ ଜୟରାମ ରମେଶ, ଅଭିଷେକ ମନୁ…
ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର: ଖଲିସ୍ତାନ ଆତଙ୍କବାଦୀ ସଂଗଠନକୁ ନେଇ କେକେଆର୍ଏଫ୍ ଗଠନ କଲା ଆଇଏସ୍ଆଇ
ଶ୍ରୀନଗର,୨୩।୧୦: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏବେ ଆଇଏସ୍ଆଇ କଶ୍ମୀର-ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର ମିଳିତ ସହଯୋଗରେ କଶ୍ମୀର-ଖଲିସ୍ତାନ ରିଫରେଣ୍ଡମ୍ ଫ୍ରଣ୍ଟ୍(କେକେଆର୍ଏଫ୍) ଗଠନ କରିଛି। ଏହା ସହିତ ପାକିସ୍ତାନ ଆର୍ମି…
ଦୀପାବଳିରେ ସାବଧାନ: ବାଣ ଫୁଟାଇଲେ ୭ ବର୍ଷ ଜେଲ୍ ଦଣ୍ଡ ସହିତ ଦେବାକୁ ପଡ଼ିପାରେ ୧୦ କୋଟି ପର୍ଯ୍ୟନ୍ତ ଜରିମାନା
ନୂଆଦିଲ୍ଲୀ,୨୩।୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଲୋକେ ଏହି ଅବସରରେ ବାଣ ଫୁଟାଇଥାନ୍ତି। ତେବେ ସରକାରୀ ନିୟମ ଅନୁସାରେ ବାଣ ଫୁଟାଇଲେ ୭ ବର୍ଷ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ବାଣ…
ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଆଜି ୮ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ହେବାରେ ଲାଗିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ…
ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:ଜିଲା ଗସ୍ତବେଳେ ସ୍କୁଲ, ଅନାଥାଶ୍ରମରେ ମଧ୍ୟାହ୍ନ ଭୋଜନ ଖାଅ
ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମୟରେ ଅଲଗା ଅଲଗା କାର୍ଯ୍ୟରେ ମନ୍ତ୍ରୀମାନେ ଜିଲା ଗସ୍ତ କରିବା ସମୟରେ ବାହାରେ ମଧ୍ୟାହ୍ନ ଭୋଜନ କରିବେ ନାହିଁ। ସେହି ଜିଲାରେ ଥିବା ଅନାଥ ଆଶ୍ରମ, ଭିନ୍ନକ୍ଷମ ଏବଂ…
ଭାରତର କ୍ଲିନ୍ ସୁଇପ୍: ଦକ୍ଷିଣ ଆଫ୍ରିକାର ଇନିଂସ ପରାଜୟ; ରୋହିତ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ସିରିଜ
ରାଞ୍ଚି,୨୨।୧୦(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଆଉ ୨ ଉଇକେଟ ହାସଲ କରି ଶେଷରେ ବିଜୟର ଔପଚାରିକତା ପୂରଣ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତ ମଙ୍ଗଳବାର ଚତୁର୍ଥ ଦିବସରେ ଏକ…
ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଛେଦ କରାଯାଉ: ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ,୨୨ା୧୦: ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧କୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏହି ଅଧିନିୟମରୁ ଗୋବର୍ଦ୍ଧନ ମଠକୁ ବାଦ୍ ଦିଆଯାଇଛି। ଏଣିକି ଏହି ମଠ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ। ସମସ୍ତ ପରିଚାଳନାଗତ କାର୍ଯ୍ୟ ଶଙ୍କରାଚାର୍ଯ୍ୟଙ୍କ…
ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା…
ସୋସିଆଲ୍ ମିଡ଼ିଆର ଦୂରୁପଯୋଗ ସମ୍ପର୍କିତ ୮ ମାମଲା ସୁପ୍ରିମ୍କୋର୍ଟ ସ୍ଥାନାନ୍ତର: ୨୦୨୦ ସୁଦ୍ଧା ଆସିବ ଆଇନ
ନୂଆଦିଲ୍ଲୀ,୨୨।୧୦: ସୋସିଆଲ୍ ମିଡ଼ିଆର ଦୂରୁପଯୋଗ ସମ୍ପର୍କିରେ ହାଇକୋର୍ଟରେ ଦାଖଲ ହୋଇଥିବା ୮ ମାମଲାକୁ ସୁପ୍ରିମ୍କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏଣିକି ଏହାର ଶୁଣାଣି ସର୍ବୋଚ୍ଚ ଆଦାଲତରେ କରାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଲେ ଯେ, ସମ୍ପର୍କିତ ସୋସିଆଲ୍…
୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବନି ସରକାରୀ ଚାକିରି
ଗୁଆହାଟୀ,୨୨।୧୦: ଏଣିକି ୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ଚାକିରି ମିଳିବନି। ଆସାମ ସରକାର ୨୦୨୧ ଜାନୁୟାରୀ ୧ଠାରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଭୂମିହୀନ ଶ୍ରମିକଙ୍କୁୁ…
ନୋବେଲ ବିଜେତା ଅଭିଜିତଙ୍କୁ ଭେଟିଲେ ମୋଦି
ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କୁ ସାକ୍ଷାତ୍ କରିଛନ୍ତିି। ଏହାପରେ ମୋଦି କହିଛନ୍ତି ଏହା ଏକ ଭଲ ସାକ୍ଷାତ୍କାର ଥିଲା। ମାନବ ସଶକ୍ତିକରଣ ପ୍ରତି ଅଭିଜିତଙ୍କ ଯେଉଁ ଦୃଷ୍ଟିଭଙ୍ଗି ରହିଛି ତାହା ସ୍ପଷ୍ଟ ବାରିହୋଇ ପଡିଛି।…
ଜମ୍ମୁ-କଶ୍ମୀର ଓ ଲଦାଖ ସରକାରୀ କର୍ମଚାରୀଙ୍କୁ ମୋଦିଙ୍କ ଦୀପାବଳି ଉପହାର: ୭ମ ବେତନ କମିଶନ ଲାଗୁ
ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜମ୍ମୁ-କଶ୍ମୀର ଓ ଲଦାଖରେ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ଏଠାରେ ୭ମ ବେତନ କମିଶନ ଲାଗୁ କରାଯାଇଛି। କର୍ମଚାରୀଙ୍କୁ ୭ମ ବେତନ କମିଶନ ଲାଗୁ କରାଯିବା ପାଇଁ ସୁପାରିଶ୍ କରାଯାଇଥିଲା।…
Archives


