ଇମ୍ଫାଲ୍ରେ ଆଇଇଡି ବିସ୍ଫୋରଣ: ଆତଙ୍କବାଦୀ ସଂଗଠନ ହାତ ଥିବା ସନ୍ଦେହ
ଇମ୍ଫାଲ୍,୫।୧୧: ମଣିପୁର ଇମ୍ଫାଲ୍ରେ ମଙ୍ଗଳବାର ସକାଳେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଥଙ୍ଗଲ ବଜାରରେ…
ଆସୁଛି ବାତ୍ୟା ‘ବୁଲ୍ବୁଲ୍’
ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଆଣ୍ଡାମାନ ନିକଟସ୍ଥ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନରୁ ୫.୮ କିଲୋମିଟର ବ୍ୟାପି ରହିଛି। ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ(ଡିପ୍ରେଶନ)ରେ…
ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି: ରାସ୍ତାରେ ଗଡ଼ିବନି ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ
ପାଟନା,୫।୧୧: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ମଙ୍ଗଳବାରଠାରୁ ଆଉ ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ ରାସ୍ତାରେ ଗଡ଼ିବନି। ସୋମବାର ପ୍ରଦୂଷଣ ନେଇ ସୁପ୍ରିମ୍କୋର୍ଟରେ ହୋଇଥିବା ଶୁଣାଣି ପରେ ନୀତୀଶ…
ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍ବେଗ: ୩ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ
ନୂଆଦିଲ୍ଲୀ,୫ା୧୧(ଆଇଏଏନ୍ଏସ୍): ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ଉତ୍କଟ ବାୟୁ ପ୍ରଦୂଷଣକୁ ନେଇ ସୋମବାର ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ଏକାଧିକ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଦୂଷଣ ରୋକିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାରେ…
ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟ ; ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କର
ନୂଆଦିଲ୍ଲୀ,୫ା୧୧(ସ୍ବ.ପ୍ର.): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ମଧ୍ୟବର୍ତ୍ତିକାଳୀନ ରାୟ ସୋମବାର ପ୍ରକାଶ ପାଇଛି। ଜଷ୍ଟିସ ଅରୁଣ ମିଶ୍ର, ଏମ୍.ଆର. ଶାହ ଏବଂ ଏସ୍. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ…
ଉଗ୍ରବାଦ ଦମନରେ ମ୍ୟାନ୍ମାରର ସହଯୋଗ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ବ୍ୟାଙ୍କକ୍,୫ା୧୧: ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଥାଇଲାଣ୍ଡ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାନ୍ମାର ଷ୍ଟେଟ୍ କାଉନସିଲର ଅଙ୍ଗ୍ ସାନ୍ ସୁ କୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ସ୍ଥିର ଓ ଶାନ୍ତିପୂର୍ଣ୍ଣ ସୀମା ଗୁରୁତ୍ୱପୂର୍ଣ୍ଣ…
ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ: ରାଜନାଥ ସିଂ
ତାସକେଣ୍ଟ୍,୪।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ସୋମବାର ୟୁଜବେକିସ୍ତାନର ତାସକେଣ୍ଟ୍ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦସ୍ତଲିକ୍-୨୦୧୯ରେ ଏହା କହିଛନ୍ତି। ଆତଙ୍କବାଦ ସାରା ପୃଥିବୀ ପାଇଁ ଏକ ସଙ୍କଟ ସୃଷ୍ଟି କରିଛି। ତେବେ ପାକିସ୍ତାନର…
ଦିଲ୍ଲୀ ପହଞ୍ଚିଲା ମହାରାଷ୍ଟ୍ର ରାଜନୀତି ଡ୍ରାମା: ଶାହଙ୍କୁ ଭେଟିଲେ ଫଡ଼ନବିଶ
ନୂଆଦିଲ୍ଲୀ,୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ଇତିମଧ୍ୟରେ ୧୨ ଦିନ ବିତିଛି। ତେବେ ରାଜ୍ୟରେ ସରକାର ଗଠନ ନେଇ ଅଙ୍କକଷା ଛିଡ଼ିବାର ନା ଧରୁନି। ଭାଜପା ଏବଂ ଶିବସେନା ନିଜ ନିଜ ଜିଦ୍ରେ ଅଡ଼ି ବସିଛନ୍ତି। ରାଜ୍ୟର ହାଇଭୋଲଟେଜ୍ ରାଜନୀତି…
ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼
ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରିଛନ୍ତି। ଶ୍ରୀନଗରର ହରି ସିଂ ରୋଡ୍ଠାରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଗ୍ରେନେଡ୍ ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଗୁରୁତର ଭାବେ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ…
ଅଯୋଧ୍ୟାରେ ସୋସିଆଲ୍ ମିଡ଼ିଆ ଉପରେ କଟକଣା: ଡିସେମ୍ବର ୨୮ ପର୍ଯ୍ୟନ୍ତ ବଳବତ୍ତର
ନୂଆଦିଲ୍ଲୀ,୪।୧୧: ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୨୮ ପର୍ଯ୍ୟନ୍ତ ସୋସିଆଲ୍ ମିଡ଼ିଆ ଉପରେ କଟକଣା ଜାରି କରାଯାଇଛି। କୌଣସି ପ୍ରକାର ବିଭ୍ରାନ୍ତିକର, ଆପତ୍ତିଜନକ ଏବଂ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ସୋସିଆଲ୍ ମିଡ଼ିଆରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ନ ଦେବାକୁ…
ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରୁ ସୁରକ୍ଷା: ନିୟନ୍ତ୍ରଣ ରେଖାଠାରେ ନିର୍ମିତ ହେଉଛି ୩ ହଜାରରୁ ଅଧିକ ବଙ୍କର
ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବଙ୍କର ନିର୍ମାଣ ଜାରି ରହିଛି। ରାଜୌରୀ ଜିଲାରେ ଭାରତ ସରକାରଙ୍କ ପକ୍ଷରୁ ୩ ହଜାର ଶହେ ୩୧ ବଙ୍କର ନିର୍ମାଣ କରାଯିବା ଲାଗି ଯୋଜନା କରାଯାଇଛି। ଇତିମଧ୍ୟରେ…
କରତାର୍ପୁର ନିକଟରେ ୩ ଆତଙ୍କବାଦୀ ତାଲିମ୍ ଶିବିର: ଗୋଇନ୍ଦା ରିପୋର୍ଟ
ନୂଆଦିଲ୍ଲୀ/ଇସଲାମାବାଦ୍,୪।୧୧: ପାକିସ୍ତାନରେ ଥିବା କରତାର୍ପୁର ଗୁରୁଦ୍ୱାରା ନିକଟରେ ୩ ଆତଙ୍କବାଦୀ ତାଲିମ୍ ଶିବିର ରହିଛି। ପାକିସ୍ତାନର ସୀମାନ୍ତ ଜିଲା ନାରୋଓ୍ବାଲରେ କରତାର୍ପୁର ଗୁରୁଦ୍ୱାରା ରହିଛି। ତେବେ ଏହି ଜିଲାରେ ଥିବା ଆତଙ୍କବାଦୀ ତାଲିମ୍ ଶିବିରରେ ଖୋଲା ଖୋଲି ଭାବେ ସାମରିକ ଟ୍ରେନିଂ…
Archives


