Home Middle

ନୋବେଲ ପୁରସ୍କାର 2025: ରସାୟନ ବିଜ୍ଞାନ ପାଇଁ ତିନି ବୈଜ୍ଞାନିକ ସମ୍ମାନିତ

ଷ୍ଟକହୋମ୍,୮।୧୦: ଜାପାନର କ୍ୟୋଟୋ ବିଶ୍ୱବିଦ୍ୟାଳୟର ସୁସୁମୁ କିଟାଗାୱା, ଅଷ୍ଟ୍ରେଲିଆର ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର ରିଚାର୍ଡ ରବସନ ଏବଂ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେର ଓମାର ଏମ. ୟାଘିଙ୍କୁ 2025 ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ମିଳିଛି। ଏମାନେ ମେଟାଲ-ଅର୍ଗାନିକ ଫ୍ରେମୱାର୍କ (MOF) ନାମକ…

ଲାଞ୍ଚ ନେଉଥିଲେ OAS ଅଧିକାରୀ, ମାଡିବସିଲା ଭିଜିଲାନ୍ସ

ଭଞ୍ଜନଗର,୮/୧୦(ବାବୁଲା ପ୍ରଧାନ): ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ରିଲିଜ୍‌ ଅର୍ଡର…

ପାକିସ୍ତାନରେ ବଡ଼ ଆକ୍ରମଣ, ଭାରତର…

ଇସଲାମବାଦ,୮।୧୦: ମଙ୍ଗଳବାର ଏବଂ ବୁଧବାର ରାତିରେ ପାକିସ୍ତାନୀ ସେନା ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ତେହେରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଏଗାର ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ ସୈନିକଙ୍କ…

ଖାଲି ବାହୁସ୍ଫୋଟ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ ୫ ମାସ ପୂରିଛି। ତଥାପି ଭାରତୀୟ ନେତା ଓ ସେନା ଅଧିକାରୀ ଏ ସଂକ୍ରାନ୍ତରେ ଯେଉଁଠି ପାରୁଛନ୍ତି ସେଠି ମତ ଓ ମନ୍ତବ୍ୟ ଦେଉଛନ୍ତି। ଅକ୍ଟୋବର ୨ରେ ପ୍ରତିରକ୍ଷା…

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସିଖବର: ଏଣିକି ଟିକେଟ୍‌ ବୁକ୍‌ ପରେ ବଦଳାଇପାରିବେ ତାରିଖ, ଜାଣନ୍ତୁ କେବେ ହେବ ଲାଗୁ

ନୂଆଦିଲ୍ଲୀ,୮ା୧୦:ଯାତ୍ରା ଯୋଜନାରେ ଅନେକ ସମୟରେ ଅବାଞ୍ଛିତ ପରିବର୍ତ୍ତନ ଯୋଗୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏ ବାବଦରେ ଯାତ୍ରୀ ଆର୍ଥତ୍କ କ୍ଷତି ସହିଥାନ୍ତି। ତେବେ ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍‌ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୧୧ ଯାଏ ଲାଗିରହିବ ବର୍ଷା

ଭୁବନେଶ୍ୱର,୮।୧୦(ବନ୍ଦନା ସେଠୀ):ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସେହିପରି ଉତ୍ତର ଉପକୂଳ ଓଡ଼ିଶାରୁ ପୂର୍ବ ତେଲଙ୍ଗାନା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଦେଇ ସମୁଦ୍ର ପତ୍ତନଠାରୁ ୧.୫କି.ମି. ଉଚ୍ଚରେ ଏକ ଟ୍ରପ୍‌ ଲାଇନ୍‌…

ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ନେଲା ବଡ଼ ନିଷ୍ପତ୍ତି: ଆକାଉଣ୍ଟ ଥିଲେ ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସମବାୟ ବ୍ୟାଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି, ମହାରାଷ୍ଟ୍ରର ସତାରାରେ ଥିବା ଜିଜାମାତା ମହିଳା ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି। ଏହାର କାରଣ ହେଉଛି ସମବାୟ…

ରୋହିତ, ବିରାଟ,ଅଶ୍ୱିନଙ୍କୁ ଅବସର ନେବାକୁ ବାଧ୍ୟ କରିଛନ୍ତି ଏହି ଖେଳାଳି, ବଡ଼ ପୋଲ ଖୋଲିଦେଲେ…

ନୂଆଦିଲ୍ଲୀ,୮।୧୦: ଟିମ ଇଣ୍ଡିଆର ନୂତନ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ତାଙ୍କ ପୂର୍ବତନ ସାଥୀ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ତିୱାରୀ କହିଛନ୍ତି ଯେ ଗମ୍ଭୀର…

ଭାରତର GDP ଆକଳନ 6.5% କୁ ବୃଦ୍ଧି କଲା ବିଶ୍ୱ ବ୍ୟାଙ୍କ

ମୁମ୍ବାଇ,୭।୧୦: ବିଶ୍ୱ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଭାରତର GDP ବୃଦ୍ଧି ଅନୁମାନକୁ ୬.୩%ରୁ ୬.୫%କୁ ବୃଦ୍ଧି କରିଛି, ଯାହା ଦେଶରେ ଖର୍ଚ୍ଚ, କୃଷି ଓ ଗ୍ରାମ୍ୟ ମଜୁରୀର ଭଲ ପ୍ରଦର୍ଶନରୁ ହୋଇଛି। କିନ୍ତୁ ଆର୍ଥିକ ବର୍ଷ ୨୭ରେ ଏହା…

ନୂତନ ରେକର୍ଡ କଲା ସୁନା ମୂଲ୍ୟ: ୧.୨୪ ଲକ୍ଷ ଟଙ୍କା ଛୁଇଁଲା, ଜାଣନ୍ତୁ କାରଣ

ମୁମ୍ବାଇ,୭।୧୦: ଭାରତରେ ସୁନା ମୂଲ୍ୟ ମଙ୍ଗଳବାର ନୂତନ ରେକର୍ଡ ସ୍ତର ଛୁଇଁଛି। ଅଲ ଇଣ୍ଡିଆ ସରଫା ଆସୋସିଏସନ୍‌ର ତଥ୍ୟ ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧.୨୪ ଲକ୍ଷ ଟଙ୍କାରୁ ଅଧିକ ପହଞ୍ଚିଛି, ଯାହା ସୁନାକୁ ସୁରକ୍ଷିତ ନିବେଶ…

SI ନିଯୁକ୍ତି ଘୋଟାଲା: ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦେଶ, ‘ଅଭିଯୁକ୍ତଙ୍କୁ ପାତାଳରୁ ଖୋଜି ଗିରଫ କରାଯିବ’

ଭୁବନେଶ୍ୱର,୭।୧୦: ଓଡ଼ିଶାରେ ପୋଲିସ ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ଘୋଟାଲାରେ ସମ୍ପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ସେ ନିର୍ଦେଶ ଦେଇଛନ୍ତି।…

ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା, ରାଜନୀତରେ ହଲଚଲ

ନୂଆପଡା,୭।୧୦: ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା। ନୂଆପଡା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?