Home Middle

IAS ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ

ଭୁବନେଶ୍ୱର,୨ା୬: ଓଡ଼ିଶାରେ ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଏବଂ ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଡିସିଆର) ଭାବେ ଆଇଏଏସ ଅଧିକାରୀ ନିଖିଳ ପବନ କଲ୍ୟାଣଙ୍କୁ ନିଯୁକ୍ତ କରାଯାଇଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ପଠାଯାଇଥିବା…

ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ଭେଟିଦେଲେ ୨୭୪ କୋଟି ଟଙ୍କାର…

ଭଦ୍ରକ,୨।୬: ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର। ୨୭୪ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୩ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହ ନୂଆ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ  କରିଛନ୍ତି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେଡିକୁ  ଟାର୍ଗେଟ…

ଆତ୍ମସମର୍ପଣ କରିଥିବା ମାଓବାଦୀ ଦେଇଥିଲେ ବଡ଼ ତଥ୍ୟ, ଏବେ ଗନ୍ଧମାର୍ଦ୍ଦନରୁ ମିଳିଲା..

ବରଗଡ଼, ୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ଵିପୁଳ ପରିମାଣରେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ସେଥିରେ ଡିଟୋନେଟର, ଟିଫିନ, ଛତା, ପୋଷକ ଆଦି ଜବତ ହୋଇଛି। ମାଓବାଦୀମାନେ ସେଠାରେ ଏହି ସାମଗ୍ରୀ…

ଭାରତ ପରେ ରୁଷିଆକୁ ଧୋକା ଦେଲା ତୁର୍କୀ: ପୁଟିନଙ୍କ ସହ ଖେଳିଦେଲା ଡବଲ୍‌ ଗେମ୍‌

ମସ୍କୋ,୨।୬: ତୁର୍କୀ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ମଧ୍ୟ ଗଭୀର ସମ୍ପର୍କ ବଜାୟ ରଖେ। ରୁଷିଆ-ୟୁକ୍ରେନ ଯୁଦ୍ଧରେ ତୁର୍କୀର ଭୂମିକା ଆରମ୍ଭରୁ କୂଟନୈତିକ ସନ୍ତୁଳନ ଉପରେ ଆଧାରିତ। କିନ୍ତୁ ଏବେ ତୁର୍କୀ ରୁଷିଆ ସହିତ ଏକ ଡବଲ ଖେଳ ଖେଳିଛି। ଯେତେବେଳେ ଆମେରିକା…

୬ ବର୍ଷ ମଧ୍ୟରେ ପ୍ରଥମଥର ଘଟିବ ଏମିତି: ପ୍ରଧାନମନ୍ତ୍ରୀ ମୋଦି ଯିବେନି…

ନୂଆଦିଲ୍ଲୀ,୨।୬: ୬ ବର୍ଷ ମଧ୍ୟରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଯୋଗ ଦେବେ ନାହିଁ। G7 ଦେଶଗୁଡ଼ିକ ଜୁନ ୧୫ ରୁ ଜୁନ ୧୭ ପର୍ଯ୍ୟନ୍ତ କାନାଡାର ଆଲବର୍ଟରେ ବୈଠକ କରିବେ। କିନ୍ତୁ ଭାରତକୁ ଏପର୍ଯ୍ୟନ୍ତ ସରକାରୀ ନିମନ୍ତ୍ରଣ…

ପରମାଣୁ ଆଟାକ୍‌ କରିବ ରୁଷିଆ! ଭାରତ ସୀମାରୁ ଆସିଲା ସାଂଘାତିକ ଖବର

ମସ୍କୋ,୨।୬: ୟୁକ୍ରେନ ଟ୍ରୋଜନ-ହର୍ସ ରଣନୀତି ବ୍ୟବହାର କରି ଟ୍ରକ ଏବଂ ଡ୍ରୋନ ସହିତ ରୁଷ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଭାରତ ଭଳି ଦେଶ ପାଇଁ ମଧ୍ୟ ବିପଦର ବିଷୟ କାରଣ ନେପାଳ, ଭୁଟାନ ଏବଂ ବାଂଲାଦେଶରୁ…

ପିଲାଖେଳ ନୁହେଁ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ ନେଇ ପ୍ରତି ଦିନ କିଛି ନା କିଛି ନୂଆ ଘଟଣା ପଦାକୁ ଆସୁଛି। ସଦ୍ୟ ବିଷୟ ଉପରେ ଦୃଷ୍ଟି ଦେଲେ ଉକ୍ତ ଅଭିଯାନ ପରେ ପ୍ରଥମ ଥର ପାଇଁ…

ହଠାତ୍‌ କାହିଁକି ହୋଇଥିଲା ଅସ୍ତ୍ରବିରତି, ସାମ୍ନାକୁ ଆସିଲା ଅସଲ ସତ, ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ,୨।୬: ଅପରେଶନ ସିନ୍ଦୂର ଚରମ ସମୟରେ ଥିବାବେଳେ, ୧୦ ମଇ ସଂଧ୍ୟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହଠାତ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ଏତେ ଶୀଘ୍ର…

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଦେଲେ ବଡ ନିର୍ଦ୍ଦେଶ

ଭୁବନେଶ୍ୱର,୧।୬: ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ…

IPL 2025 Qualifier 2: ଅହମଦାବାଦରେ ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭ ବିଳମ୍ବ, ମୁମ୍ବାଇ ପାଇଁ ବିପଦ…

ଅହମଦାବାଦର,୧।୬: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରବଳ ବର୍ଷା ହେଉଛି ଏବଂ ଏହା ଯୋଗୁଁ ପଞ୍ଜାବ ବନାମ ମୁମ୍ବାଇ ମ୍ୟାଚ୍ ଆରମ୍ଭ ବିଳମ୍ବ ହେଉଛି। ପଞ୍ଜାବ କିଙ୍ଗ୍ସ ଖେଳାଳିମାନେ ମଇଦାନକୁ ଯାଉଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା ଏବଂ ସମସ୍ତ ଖେଳାଳି…

ମେ ୨୦୨୫ ରେ GST ସଂଗ୍ରହ ୧୬.୪% ବୃଦ୍ଧି, ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୧ା୬: ଭାରତର ଅର୍ଥନୀତି ମେ ୨୦୨୫ ମାସରେ ଏକ ଶକ୍ତିଶାଳୀ ପ୍ରଦର୍ଶନ ଦେଖାଇଛି, ଯେଉଁଥିରେ ସାମଗ୍ରୀ ଓ ସେବା କର (GST) ସଂଗ୍ରହ ୧୬.୪% ବୃଦ୍ଧି ପାଇ ରୁ. ୨.୦୧ ଲକ୍ଷ କୋଟିରେ ପହଞ୍ଚିଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ…

ଶେଖ ହାସିନାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ! ବାଲାଂଦେଶରେ ଏଭଳି ଭାବେ ଚାଲିଛି ରୀତିମତ ଯୋଜନା

ଢାକା,୧।୬: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ମାସରେ ହୋଇଥିବା ଗଣ ବିଦ୍ରୋହକୁ ଦମନ କରିବା ପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ମାନବତା ବିରୋଧୀ ଅପରାଧ କରିଥିବାର ଆନୁଷ୍ଠାନିକ ଭାବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri