ଦିଲ୍ଲୀ-ମୁମ୍ବାଇ ତାପମାତ୍ରା ଭାଙ୍ଗିବ ରେକର୍ଡ; ଏପ୍ରିଲ୍ରେ ହେବ ଅଧିକ ଗରମ: ପାଣିପାଗ ବିଭାଗ
ନୂଆଦିଲ୍ଲୀ,୧୯।୨: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଦିଲ୍ଲୀ-ମୁମ୍ବାଇ ତାପମାତ୍ରା ପୂର୍ବର ରେକର୍ଡ ଭାଙ୍ଗିବ। ଏହା ସହିତ ଏପ୍ରିଲ୍ରେ ଏହି ଦୁଇ ଅଞ୍ଚଳରେ ତାପମାତ୍ରାରେ ୧ରୁ ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ…
ଏଏପିର ଉଦାର ହିନ୍ଦୁତ୍ୱ: ଭାଜପା ସମେତ ଅନ୍ୟ ଦଳ ପାଇଁ ଆଣିଛି ବିପଦ ଘଣ୍ଟି !
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି(ଏଏପି)ର ଉଦାର ହିନ୍ଦୁତ୍ୱ ଛବି ବେଶ୍ ସଫଳ ରହିଛି। ଏହାଯୋଗୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି ଥରେ ୬୨ ଆସନ ବଳରେ କ୍ଷମତା ଦଖଲ କରିଛନ୍ତି। କେଜରିଓ୍ବାଲ ନିଜକୁ ହନୁମାନଙ୍କ ଭକ୍ତ ବୋଲି…
ଭୋଟର ପରିଚୟପତ୍ରର ହେବ ଆଧାର ଲିଙ୍କ୍: ମୋଦି ସରକାରଙ୍କ ଯୋଜନା !
ନୂଆଦିଲ୍ଲୀ,୧୯।୨: ଖୁବ୍ ଶୀଘ୍ର ଭୋଟର ପରିଚୟ ପତ୍ରକୁ ଅଧାର ସହିତ ଲିଙ୍କ୍ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରୁଛନ୍ତି। ନିକଟରେ ଆଇନ ମନ୍ତ୍ରଣାଳୟ ସହିତ ନିର୍ବାଚନ ଆୟୋଗଙ୍କର ହୋଇଥିବା ବୈଠକରେ ଭୋଟର ହେବା ପାଇଁ ଆବଶ୍ୟକ ବୟସସୀମା,…
ମୋଦିି ମୋର ପସନ୍ଦ ତେବେ ଭାରତ ସହିତ ଏବେ ନୁହେଁ ବଡ଼ ବ୍ୟବସାୟିକ ଚୁକ୍ତି: ଟ୍ରମ୍ପ୍
ଓ୍ବାଶିଂଟନ,୧୯।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଭାରତ ସହିତ ବଡ଼ ବ୍ୟବସାୟିକ ଚୁକ୍ତି ନେଇ ଟ୍ରମ୍ପ୍ଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ମାଟ୍ରିକ୍ ପରୀକ୍ଷା ଆରମ୍ଭ: ୫ ଲକ୍ଷ ୬୦ ହଜାର ୯୦୫ ଛାତ୍ରୀଛାତ୍ର ଦେଉଛନ୍ତି ପରୀକ୍ଷା
ଭୁବନେଶ୍ୱର,୧୯।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପ୍ରଶ୍ନପତ୍ର ପହଞ୍ଚି ସାରିଥିବାବେଳେ ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ରର ଗେଟ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀର ତ୍ରାଲର ଅଓ୍ବନ୍ତିପୋରାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନେ ଗଜବତ୍-ଅଲ୍- ହିନ୍ଦ୍ର ସଦସ୍ୟ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ…
ସୁଯୋଗ ଛାଡ଼ିବା ଚାଇନାକୁ ମହଙ୍ଗା ପଡ଼ିଲା
ବେଜିଂ,୧୯ା୨(ଏଏଫ୍ପି): କରୋନା ଭୂତାଣ ସଂକ୍ରମଣ ରୋକିବା ଦିଗରେ ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡ଼ା କରିବା ଚାଇନା କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡିଛି। ଫଳରେ ସେଠାରେ କରୋନା ମହାମାରିର ରୂପ ନେଇ କାୟା ବିସ୍ତାର କରିଚାଲିଛି। ଦୁଇମାସ ପୂର୍ବେ ଗତ ଡିସେମ୍ବର…
ଆଜିଠୁ ମାଟ୍ରିକ ପରୀକ୍ଷା
କଟକ ଅଫିସ,୧୯ା୨: ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଗୋଟିଏ ଦିନରୁ ହିଁ ଆରମ୍ଭ ହେବ। ଚଳିତବର୍ଷ ମୋଟ୍ ୨୮୮୮ ପରୀକ୍ଷା…
ଆଇପ୍ୟାଡ୍ରେ ଓଡ଼ିଶା ବଜେଟ: ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି, ଜାଣନ୍ତୁ ପୂରା ଅପ୍ଡେଟ୍
ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍ ମାଧ୍ୟମରେ ଉପସ୍ଥାପନା କରାଯାଉଛି। ଆସନ୍ତା ବଜେଟର ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି ଟଙ୍କା…
ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ପ୍ରସଙ୍ଗ: ବିଧାନସଭାରେ ଗୀତ ଗାଇଲେ ବିଷ୍ଣୁ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆମକୁ କେବେ ଘର ମିଳିବ? ଆବେଦନ କରିବାର ୭ ମାସ ହୋଇଗଲା। ଆଉ ୩ ମାସ ହେଲେ ପିଲା ଜନ୍ମ ନେବ। ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ଆମକୁ ରହିବାକୁ ପଡ଼ୁଛି। ଆମେ ବିପିଏଲ୍ କାଟାଗୋରି ବିଧାୟକ। ଆପଣ ଏପିଏଲ୍ କାଟାଗୋରି।…
ୟେଦୁରପ୍ପା ସରକାରଙ୍କ ପାଇଁ କଣ୍ଟା ସାଜିବେ କି ଭାଜପା ବିଦ୍ରୋହୀ !
ବେଙ୍ଗାଲୁରୁ,୧୮।୨: କର୍ନାଟକରେ ଏବେ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ସରକାରଙ୍କ ପାଇଁ କଣ୍ଟା ସାଜିଛନ୍ତି ଭାଜପା ବିଦ୍ରୋହୀ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିବା ଭାଜପାର ୧୦ରୁ ୧୫ ବିଧାୟକ ୟେଦୁରପ୍ପା ସରକାରଙ୍କ ବିରୋଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜଗଦୀଶ୍ ଶଟ୍ଟାରଙ୍କ ବାସଭବନରେ ଏକତ୍ରିତ…
ନୁହେଁ ମୁଁ ପରମାତ୍ମା ଅବା ଧର୍ମରାଜ; ମାର୍ଚ୍ଚ ୩ରେ ବି ହେବନି ଫାଶୀ: ନିର୍ଭୟା ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ
ନୂଆଦିଲ୍ଲୀ,୧୮।୨: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି। ଗତ ୪୧ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏଭଳି ଓ୍ବାରେଣ୍ଟ୍ ଜାରି ହୋଇଛି। ତେବେ ଏହାକୁ ନେଇ ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ କହିଛନ୍ତି…
Archives


