ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ; କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର। ପ୍ରତିଟି ଓଡ଼ିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ସେମାନଙ୍କର ସୁରକ୍ଷା ମୋର ବଡ଼ ଦାୟିତ୍ୱ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ସହଯୋଗ…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାର୍ଚ୍ଚ ୨୨ରୁ ୨୯ ଯାଏ ୫ ଜିଲା ସମ୍ପୂର୍ଣ୍ଣ ‘ଲକ୍ଡାଉନ୍’
ଭୁବନେଶ୍ୱର, ୨୧।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିକାରମୂଳକ ବ୍ୟବସ୍ଥା ସ୍ବରୂପ ମାର୍ଚ୍ଚ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ୫ଟି ଜିଲାକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ଜିଲାଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୋଳ। ଏହି…
୨୦୪୦ ବେଳକୁ ପୃଥିବୀର ୩୩ଟି ଦେଶରେ ମିଳିବନି ପିଇବା ପାଣି: ୨ ଶହ ସହରରେ ସୃଷ୍ଟି ହେବ ଜଳସଙ୍କଟ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହରୁ ଅଧିକ କୋଟି ଲୋକଙ୍କୁ ପିଇବା ପାଇଁ ପାଣି ମିଳୁ ନ ଥିବା ଜାତିସଂଘ ପକ୍ଷରୁ…
ମାଲକାନଗିରିରେ ଭୂକମ୍ପ, ଜିଲାବାସୀ ଆତଙ୍କିତ
ମାାଲକାନଗିରି, ୨୧।୩(ଡି.ଏନ୍.ଏ.): ବର୍ତ୍ତମାନ କରୋନା ଭୂତାଣୁ ରୋଗ ସମ୍ବନ୍ଧରେ ରାଜ୍ୟବାସୀ ଆତଙ୍କିତ ଥିବା ବେଳେ ଶନିବାର ମାଲକାନଗିରି ଜିଲାରେ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି। ଏହାକୁ ନେଇ ଜିଲାବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ପୂର୍ବାହ୍ନ ୧୧.୧୫ ମିନିଟ୍ ସମୟରେ ଭୂକମ୍ପ…
ବିଚାର ନ ହୋଇ ପଡ଼ି ରହିଛି ୨ ଲକ୍ଷ ୪୪ ହଜାର ବଳାତ୍କାର ମାମଲା
ନୂଆଦିଲ୍ଲୀ,୨୧।୩ : ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୪୪ ହଜାର ବଳାତ୍କାର ମାମଲା ପଡ଼ି ରହିଛି। ଏଭଳି ମାମଲାର ଶୀଘ୍ର ବିଚାର ପାଇଁ ୧,୦୨୩ ଫାଷ୍ଟ୍ ଟ୍ରାକ୍ କୋର୍ଟ ସ୍ଥାପନ ଲାଗି କେନ୍ଦ୍ର ସରକାର ଘୋଷଣା କରିଥିଲେ। ତେବେ ଇତିମଧ୍ୟରେ…
ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ: ମାସ୍କ୍-ସାନିଟାଇଜର ଅଧିକ ଦାମରେ ବିକିଲେ ଜେଲଦଣ୍ଡ
ନୂଆଦିଲ୍ଲୀ,୨୧।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ-୧୯୫୫ ଜାରି କରାଯାଇଛି। ଏହି ଅଧିନିୟମ ଅନ୍ତର୍ଗତ ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିକ ଦାମରେ ବିକିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ କରାଯିବାର ବ୍ୟବସ୍ଥା ରହିଛି। ଦେଶରେ କରୋନା…
ଭାରତୀୟ ସେନାର କରୋନା ମୁକାବିଲା: ପ୍ରଥମଥର ପାଇଁ ୩୫% ଅଧିକାରୀ-୫୦% ଜେସିଓ ସପ୍ତାହେ ପାଇଁ ଘରେ ରହି କରିବେ କାମ
ନୂଆଦିଲ୍ଲୀ,୨୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପ୍ରଥମଥର ପାଇଁ ୩୫ ପ୍ରତିଶତ ଅଧିକାରୀୟ ଏବଂ ୫୦ ପ୍ରତିଶତ ଜେସିଓ ମାର୍ଚ୍ଚ ୨୩ରୁ ସପ୍ତାହେ…
୨୦ରୁ ଅଧିକ ଦେଶରେ ଲକ୍ଡାଉନ୍: ୧୨୦କୋଟି ଲୋକ ଘରେ ବନ୍ଦ
ଓ୍ବାଶିଂଟନ,୨୧।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛ। ଚାଇନା, ଇଟାଲି, ସ୍ପେନ୍, ଫ୍ରାନ୍ସ୍, ଅୟାରଲାଣ୍ଡ୍, ଡେନମାର୍କ, ଅଲ୍-ସାଲଭାଡୋର, ଜର୍ମାନୀ, ବ୍ରିଟେନ୍, ବେଲଜିଅମ୍, ଆର୍ଜେଣ୍ଟିନା, ଭଟିକାନ୍ ସିଟି, ନରଓ୍ବେ, ଇରାନ, ଦକ୍ଷିଣକୋରିଆ, ହଂକଂ,…
କରୋନା ସଂକ୍ରମଣ: ଭାରତର ସ୍ଥିତି ଇଟାଲିଠାରୁ ମାସେ; ଆମେରିକାଠୁ ମାତ୍ର ୧୫ ଦିନ ଦୂରରେ
ନୂଆଦିଲ୍ଲୀ,୨୧।୩: ପୃଥିବୀସାରା କରୋନା ଯୋଗୁ ଆତଙ୍କ ଦେଖାଦେଇଛି। ଫଳରେ ଗମନାଗମନ ଏକଦମ୍ ଠପ୍ ହୋଇଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢୁଛି। ଭାରତର ସ୍ଥିତି ଇଟାଲିର ଅବସ୍ଥାଠାରୁ ମାସେ ଦୂରରେ ଥିବାବେଳେ ଆମେରିକାର ସ୍ଥିତିଠାରୁ ମାତ୍ର ୧୫ ଦିନ ଦୂରରେ…
୧୮୫ ଦେଶରେ କରୋନା: ଇଟାଲି ଜନଶୂନ୍ୟ; ଦିନେ ଗହଳି ଥିବା ଅଞ୍ଚଳରେ ଏବେ ଉଡୁଛି ପାରା
ଓ୍ବାଶିଂଟନ,୨୧।୩: ମହାମାରୀ କରୋନା ପୃଥିବୀର ୧୮୫ଟି ଦେଶରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨ ଲକ୍ଷ ୭୫ ହଜାର ୯୯୭ରେ ପହଞ୍ଚିଛି। ଚାଇନାରେ କରୋନା ଦୁର୍ବଳ ହେବାପରେ ଏବେ ଇଟାଲିରେ ଆତଙ୍କ ସୃଷ୍ଟି କରିଛି। ଇଟାଲିରେ ମୃତକଙ୍କ ସଂଖ୍ୟା ୪…
ଫିନଲାଣ୍ଡ୍ ତୃତୀୟ ଥର ପାଇଁ ସୁଖୀଦେଶ ତାଲିକାରେ ପ୍ରଥମ : ଭାରତରେ କମୁଛି ସୁଖୀଙ୍କ ସଂଖ୍ୟା
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍ଲାଣ୍ଡ୍ ଲଗାତାର ତୃତୀୟଥର ପାଇଁ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍ ଡେଭଲପ୍ମେଣ୍ଟ୍ ସୁଲ୍ୟସନ୍ ନେଟ୍ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ୬ଟି…
୧୧ ହଜାର ଟପିଲା କରୋନା ମୃତ୍ୟୁ
ନୂଆଦିଲ୍ଲୀ,୨୧ା୩: ସାରା ବିଶ୍ୱରେ ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ରାତି ସୁଦ୍ଧା ୧୧,୧୭୬ରେ ପହଞ୍ଚତ୍ଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୫ ହଜାର ୬୭୧ ହୋଇଥିବା ବେଳେ ୯୦, ୬୦୩ ଜଣ ଭଲ ହୋଇ ଘରକୁ ଫେରିଲେଣି। କରୋନା ଭୂତାଣୁ…
Archives


