Home Middle

ଓଡ଼ିଶାରୁ ମୌସୁମୀ ବର୍ଷା ପ୍ରତ୍ୟାହାର ଆରମ୍ଭ, ଆସୁଛି ହାଡ଼ଭଙ୍ଗା ଶୀତ: ଆଇଏମ୍‌ଡି

ଭୁବନେଶ୍ୱର,୧୩।୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବର୍ଷା ପ୍ରତ୍ୟାହାର ହେବ ବୋଲି ଆଇଏମ୍‌ଡି କହିଛି। Today Southwest…

ସେପ୍ଟେମ୍ବରରେ ୧.୫୪%କୁ ଖସିଲା ମୁଦ୍ରାସ୍ଫୀତି, ୮ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୧୩।୧୦: ଭାରତର ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବର ୨୦୨୫ରେ ୧.୫୪%କୁ ଖସିଛି, ଯାହା ଜୁନ ୨୦୧୭ ପରେ ସର୍ବନିମ୍ନ। ଅଗଷ୍ଟରେ ଏହା ୨.୦୭% ଥିଲା। ଖାଦ୍ୟ ଜିନିଷ ଯେମିତି ପରିବା, ତେଲ, ଫଳ, ଡାଲି, ଶସ୍ୟ, ଅଣ୍ଡା ଓ ଇନ୍ଧନର ମୂଲ୍ୟ କମିବା…

କେବିସି ୧୭ରେ ଅଭଦ୍ରାମିର ସୀମା ଟପିଲା ନାବାଳକ: ପ୍ରଶଂସା ସାଉଁଟିଲା ଅମିତାଭ ବଚ୍ଚନଙ୍କ ଶାନ୍ତ ପ୍ରତିକ୍ରିୟା

ମୁମ୍ବାଇ,୧୩।୧୦: କୌନ ବନେଗା କୋରଡ଼ପତି (କେବିସି) ୧୭ରେ ଗୁଜୁରାଟର ଗାନ୍ଧୀନଗରର ପଞ୍ଚମ ଶ୍ରେଣୀର ଛାତ୍ର ଇଶିତ ଭଟ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସିଥିଲେ। କିନ୍ତୁ ସେ କୌଣସି ପୁରସ୍କାର ଜିତି ପାରିନଥିଲେ। ଇଶିତଙ୍କ କଥାବାର୍ତ୍ତା ଓ ଆଚରଣ ସୋସିଆଲ…

ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର, ମାଲାମାଲ ହେବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ,୧୩।୧୦: ପାର୍ବଣ ଋତୁକୁ ଆଖି ଆଗରେ ରଖି, କେନ୍ଦ୍ର ସରକାର ତାଙ୍କ କର୍ମଚାରୀମାନଙ୍କୁ ଦୀପାବଳି ବୋନସ ଦେଇଛନ୍ତି। ଏହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରେ ଦୀପାବଳିର ଆନନ୍ଦକୁ ଆହୁରି ବୃଦ୍ଧି କରିଛି। ଭାରତ ସରକାର କର୍ମଚାରୀମାନଙ୍କ ପାଇଁ ବୋନସ ଏବଂ ମହଙ୍ଗା…

ନୂଆପଡ଼ା ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର; ଜାଣନ୍ତୁ କାହିଁକି

ଭୁବେନଶ୍ୱର/ନୂଆପଡ଼ା,୧୩।୧୦(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ…

ଆଫଗାନିସ୍ତାନ ସହ ନୂଆ ଫର୍ଦ୍ଦ

ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମିର ଖାନ୍‌ ମୁତ୍ତାକି ଅକ୍ଟୋବର ୯ରେ ଭାରତ ଗସ୍ତରେ ଆସିଛନ୍ତି। ସେହିଦିନ ଆଫଗାନିସ୍ତାନର ସାହିଦ ଅବଦୁଲ ହକ୍‌ ସ୍କୋୟାର ସମେତ କେତେକ ଅଞ୍ଚଳରେ ପାକିସ୍ତାନ ଆକାଶମାର୍ଗରୁ ଆକ୍ରମଣ…

୨୦୦ ପ୍ରତିଶତ ଟାରିଫ୍‌…. ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ କଞ୍ଚା ମିଛ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୩।୧୦:ନୋବେଲ ପୁରସ୍କାର ପାଇବାରୁ ବଞ୍ଚିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଝଟ୍‌କା ଲାଗିଛି। କିନ୍ତୁ ସେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେବାକୁ ଅଟଳ ରହିଛନ୍ତି। ଟ୍ରମ୍ପ ପୁଣି ଥରେ ଯୁଦ୍ଧ ସମାଧାନ କରିଥିବା ନେଇ ଦାବି କରିଛନ୍ତି।…

ଶେରି ସିଂ ହେଲେ ମିସେସ୍‌ ୟୁନିଭର୍ସ: ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ

ନଏଡା/ମାନିଲା, ୧୩ା୧୦:୪୮ତମ ମିସେସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ଉତ୍ତରପ୍ରଦେଶର ଗ୍ରେଟର ନଏଡା ନିବାସୀ ଶେରି ସିଂ ଚଳିତ ବର୍ଷର ପ୍ରତିଷ୍ଠିତ ମିସେସ୍‌ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ ଜିତି ଦେଶକୁ…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାଣନ୍ତୁ କେମିତି ରହିବ ପାଗ

ଭୁବନେଶ୍ୱର, ୧୩ା୧୦ (ବନ୍ଦନା ସେଠୀ):ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିବା ପ୍ରକ୍ରିୟା ଆରମ୍ଭ କରିବ। ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ସାଧାରଣତଃ ବର୍ଷା…

୭୦ତମ ଫିଲ୍ମଫେୟାର ଆଓ୍ବାର୍ଡ: ଆଲିଆ ୧ନଂ. ଅଭିନେତ୍ରୀ, ଅଭିଷେକ, କାର୍ତ୍ତିକ ଶ୍ରେଷ୍ଠ ଅଭିନେତା

ଅହମଦାବାଦ, ୧୩ା୧୦:ଫିଲ୍ମଫେୟାର ଆଓ୍ବାଡର୍‌ସର ୭୦ତମ ସଂସ୍କରଣ ଶନିବାର ଗୁଜରାଟର ଅହମଦାବାଦସ୍ଥିତ ଇକେଏ ଏରେନାଠାରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଶାହରୁଖ ଖାନ୍‌, ଫିଲ୍ମ ନିର୍ମାତା କରନ୍‌ ଜୋହର, ଅଭିନେତା ମନୀଷ ପଲ୍‌ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ। ସମାରୋହରେ ଅଭିନେତା ଅଭିଷେକ ବଚ୍ଚନ…

ମାମଲା ସମାଧାନରେ ଦେଶରେ ଏହି ସ୍ଥାନରେ ଅଛି ଓଡ଼ିଶା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୧୩ା୧୦(ରବିନାରାୟଣ ଜେନା):ଦେଶରେ ସୂଚନା ଅଧିକାର ଆଇନ-୨୦୦୫କୁ କେଉଁ ରାଜ୍ୟ କିଭଳି ଭାବେ କାର୍ଯ୍ୟ କରୁଛନ୍ତି ସେନେଇ ସତର୍କ ନାଗରିକ ସଙ୍ଗଠନ ପକ୍ଷରୁ ଏକ ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ସୂଚନା ଅଧିକାର ଆଇନ ଅନୁଯାୟୀ, ଆପତ୍ତି-ଅଭିଯୋଗ ସମାଧାନ କରିବାରେ ମହାରାଷ୍ଟ୍ର…

୩୩୦ ରନ୍ କରି ମଧ୍ୟ ୩ ୱିକେଟରୁ ହାରିଲା ଭାରତ: କଠିନ ହେଲା ସେମିଫାଇନାଲ୍ ପଥ

ବିଶାଖାପାଟ୍ଟନମ୍,୧୨।୧୦: ମହିଳା ବିଶ୍ୱ କପ୍ ୨୦୨୫ର ୧୩ମ ମ୍ୟାଚରେ ଅଷ୍ଟ୍ରେଲିୟା ୩ ୱିକେଟରୁ ଭାରତକୁ ହରାଇଛି। ଏହା ଟିମ୍ ଇଣ୍ଡିଆର ଲଗାତାର ଦ୍ୱିତୀୟ ପରାଜୟ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୩୩୦ ରନ୍ କରିଥିଲା, କିନ୍ତୁ ଅଷ୍ଟ୍ରେଲିୟା ୪ ବଲ୍ ବାକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?