ବାଂଲାଦେଶରେ ନିର୍ବାଚନ ତାରିଖ ଘୋଷଣା କଲେ ୟୁନୁସ ସରକାର, ଏଇ ତାରିଖରେ ହେବ…
ଢାକା,୬।୬: ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ମାତ୍ର ଏହାରି ଭିତରେ ବାଂଲାଦେଶ ୟୁନୁସ ସରକାର ନିର୍ବାଚନ ନେଇ ବଡ଼ ଘୋଷଣା କରିଛନ୍ତି। ଦେଶକୁ ସମ୍ବୋଧିତ କରି ୮୪ ବର୍ଷୀୟ ନୋବେଲ ଶାନ୍ତି ପୁରସ୍କାର…
ହେଲା କନଫର୍ମ! ପାକିସ୍ତାନ ଏୟାରବେସ୍କୁ କବଜା କରିଛି ଆମେରିକା, ଭିତରେ କରୁଛି…
ଇସଲାମବାଦ,୬।୬: ଭାରତର ଅପରେଶନ ସିନ୍ଦୂର ପରେ, ପାକିସ୍ତାନର ନୁର ଖାନ ଏୟାରବେସ ନିରନ୍ତର ଖବରରେ ରହିଛି। ଏହା ପାକିସ୍ତାନର ସେହି ଏୟାରବେସ, ଯାହା ବହୁତ କ୍ଷତି ସହିଥିଲା। ଏହି ଏୟାରବେସକୁ ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ସାହାଯ୍ୟରେ ଧ୍ୱଂସ କରିଥିଲା। ଏହି ଏୟାରବେସ…
ପାକିସ୍ତାନ ବର୍ଡରରୁ ମାତ୍ର ଏତିକି ଦୂର ଚେନାବ ବ୍ରିଜ୍, ପାକ୍ ସହ ଯୁଦ୍ଧ ହେଲେ ଭାରତ କରିବ…
କଶ୍ମୀର,୬।୫: ପ୍ରଧାନମନ୍ତ୍ରୀ ମୋଦି ଆଜି ଜମ୍ମୁ ଏବଂ କଶ୍ମୀରରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ଚେନାବ ସେତୁର ଉଦଘାଟନ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ସେତୁର ପରିଦର୍ଶନ କରିଥିଲେ ଏବଂ ଏବେ ଏହାକୁ ଉଦଘାଟନ କରିଛନ୍ତି। ଏହା ପରେ, ଆଜିଠାରୁ କଟରା ଏବଂ…
ବିଜେଡିରୁ ବିଦା ହୋଇଥିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା: ଏବେ ଯୋଗଦେଲେ ଭାଜପାରେ
ଗଞ୍ଜାମ,୬ା୬(ବିଦ୍ୟାଧର ସାହୁ): ବିଜେଡିରୁ ବିଦାହେଲେ ଭାଜପାରେ ଯୋଗଦେଲେ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଶୁକ୍ରବାର ଉଭୟ ଭାଜପାରେ…
ବଦ୍ଲା ନେଲା ରୁଷିଆ: ଦୋହଲିଗଲା ୟୁକ୍ରେନ, ଭାବପ୍ରବଣ ହୋଇଗଲେ ଜେଲେନ୍ସ୍କି
ମସ୍କୋ,୬।୬: ୨୦୨୨ ମସିହାରୁ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ୨୦୨୫ରେ ଅଧିକ ଆକ୍ରମଣାତ୍ମକ ହେବା ପରି ମନେ ହେଉଛି। ୟୁକ୍ରେନର ଆକ୍ରମଣ ପରେ ରୁଷିଆ ବି ବଦ୍ଲା ନେଇଛି। ରୁଷିଆ ୪୦୦ରୁ ଅଧିକ ଡ୍ରୋନ ଏବଂ ୪୦ରୁ ଅଧିକ ବାଲିଷ୍ଟିକ ମିଶାଇଲ୍…
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଓମାର ଅବଦୁଲ୍ଲା: ଯାହା କେହି କରି ନ ଥିଲେ, ତାହା…
ଶ୍ରୀନଗର,୬।୬: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଚେନାବ ବ୍ରିଜ୍ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ ଯାହା କରିଛନ୍ତି, ତାହା ବ୍ରିଟିଶମାନେ ମଧ୍ୟ କରିପାରି ନ ଥିଲେ। ଚେନାବ ବ୍ରିଜ୍ ପ୍ରକଳ୍ପର…
ପାକିସ୍ତାନ ପରିସ୍ଥିତି ଅସମ୍ଭାଳ: ଭାରତ ଆଗରେ ହେଉଛି କାକୁତିମିନତି
ନୂଆଦିଲ୍ଲୀ,୬।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ପଦକ୍ଷେପ ପାକିସ୍ତାନରେ ଖରାପ ପ୍ରଭାବ ପକାଉଛି। ଭାରତର ଏହି ପଦକ୍ଷେପ ପରେ, ପାକିସ୍ତାନ ଏବେ ଜଳ ସଙ୍କଟର ଦ୍ୱାରଦେଶରେ ପହଞ୍ଚିଛି। ପାକିସ୍ତାନ ଏପର୍ଯ୍ୟନ୍ତ ଋଣରେ ବୁଡ଼ି ରହିଥିବା ବେଳେ, ଏବେ…
ହଠାତ୍ କ୍ରିକେଟ୍ର ସବୁ ଫର୍ମାଟ୍ରୁ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ,୬।୬: ଭାରତୀୟ କ୍ରିକେଟର ପୀୟୁଷ ଚାୱଲା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଗତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ସେ IPL 2025 ନିଲାମରେ ମଧ୍ୟ ନିଜର ନାମ ଦେଇଥିଲେ କିନ୍ତୁ ବିକ୍ରି ହୋଇ ନ…
ମେ ୬ ରାତି କଥା ମନେ ପକାଇଲେ ମୋଦି: କହିଲେ, ସେଦିନ ଥିଲା ଐତିହାସିକ ଦିନ
ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କଶ୍ମୀରର ରିଆସି ଜିଲାରେ ଚେନାବ ବ୍ରିଜ୍ର ଉଦଘାଟନ କରିଛନ୍ତି। ଏହି ବ୍ରିଜ୍ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍ ଭାବରେ ବିବେଚନା କରାଯାଏ। ଏହି…
ଏସବୁ ଜିଲାକୁ ଅପରାହ୍ନରେ କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ବର୍ଷା ସହ ଘଣ୍ଟାପ୍ରତି ପବନର ବେଗ ରହିବ…
ଭୁବନେଶ୍ୱର,୬ା୬: ରାଜ୍ୟର ବିଭିନ୍ନ ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଶୁକ୍ରବାର ଅପରାହ୍ନ ସୁଦ୍ଧା କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି,…
ଚେନାବ ବ୍ରିଜ୍ ଉପରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି: ଚାଇନା-ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା
ଶ୍ରୀନଗର,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ରେଆସି ଜିଲା ଅନ୍ତର୍ଗତ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍କୁ ଉଦ୍ଘାଟନ କରିଛନ୍ତି। ବ୍ରିଜ୍ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଉଡ଼ାଉଥିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ଚେନାବ ବ୍ରିଜ୍ରୁ ତ୍ରିରଙ୍ଗା…
୫୦,୦୦୦ ଭୁତ କର୍ମଚାରୀଙ୍କ ୨୩୦ କୋଟି ଦରମା: ଜାଣିପାରିଲେନି ସରକାର ଲୁଟିନେଲେ ସରକାରୀ ରାଜକୋଷ
ଭୋପାଳ,୬।୬: ମଧ୍ୟପ୍ରଦେଶରେ ପ୍ରାୟ ୫୦,୦୦୦ ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମା ଗତ ୬ ମାସ ଧରି କୋଷାଗାରରୁ ଉଠାଯାଇ ନାହିଁ, ଯଦିଓ ଏହି କର୍ମଚାରୀଙ୍କ ପାଖରେ ବୈଧ କର୍ମଚାରୀ କୋଡ୍ ରହିଛି। ଏହି କର୍ମଚାରୀଙ୍କ ସ୍ଥିତିକୁ ‘ସନ୍ଦିଗ୍ଧ’ ବିବେଚନା କରି ରାଜ୍ୟ…
Archives


