୧୯କୁ ଘୁଞ୍ଚିଲା ଶୁଣାଣି
ନୂଆଦିଲ୍ଲୀ,୧୩ା୨(ପି.ଟି.): କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ପକ୍ଷରୁ ଦାଏର ଅଦାଲତ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଆନ୍ଧ୍ର ପ୍ରଦେଶକୁ ଜବାବ ତଲବ କରିଛନ୍ତି। ତେବେ ଶନିବାର ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଉପରେ ସର୍ବୋଚ୍ଚ ଅଦାଲତ…
ଜ୍ୱାଇଁ ସମସ୍ତଙ୍କ ଘରେ ଅଛନ୍ତି, ହେଲେ କଂଗ୍ରେସରେ ଏହା ଏକ ବିଶେଷ ନାମ: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୨ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ରାଜ୍ୟ ସଭାରେ ବଜେଟକୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ତର ଦେବାକୁ ଯାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏଥିପାଇଁ ସେ ‘ଦାମାଦ’ ବା ଜ୍ୱାଇଁ ଶବ୍ଦର ବ୍ୟବହାର କରିଛନ୍ତି । ସେ କହିଛନ୍ତି…
ରାମ ମନ୍ଦିର ନିର୍ମାଣ : ଗୋଟିଏ ମାସରେ ଟ୍ରଷ୍ଟର ଖାତାକୁ ଆସିଲାଣି ୧ହଜାର କୋଟି ଟଙ୍କା
ଲକ୍ଷ୍ନୌ,୧୨ ।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଏକାଠି କରିବା କାର୍ଯ୍ୟ ଯୋରସୋରରେ ଚାଲିଛି । ସାରା ଦେଶରେ ପାଖାପାଖି ଦେଢ ଲକ୍ଷ ଟୋଲି ଏହି କାର୍ଯ୍ୟ କରୁଛନ୍ତି । ଏହି ସଂଗୃହିତ ଅର୍ଥକୁ ୩୭ ହଜାର ଲୋକ…
ଗୁଲାମ ନବୀଙ୍କ ପରେ ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା
ନୂଆଦିଲ୍ଲୀ,୧୨ ।୨: ରାଜ୍ୟ ସଭାରୁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ବିଦାୟ ନେବା ପରେ ଏବେ ଦଳ ତା’ର ନେତା ବାଛି ସାରିଛି । ବଜେଟ ଅଧିବେଶନର ଶେଷ ଦିନରେ ଅର୍ଥାତ୍ ୧୫ ଫେବୃୟାରୀରେ ବିରୋଧୀ ଦଳ ନେତା…
ମହାରାଷ୍ଟ୍ର ଗଭର୍ନରଙ୍କୁ ମିଳିଲାନି ସରକାରୀ ବିମାନ
ମୁମ୍ବାଇ, ୧୧।୨- ମହାରାଷ୍ଟ୍ର ଗଭର୍ନର ଭଗତ ସିଂ କୋଶିୟାରିଙ୍କୁ ଗୁରୁବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଫ୍ଲାଇଟ୍ ନେବା ପାଇଁ ଦୁଇ ଘଣ୍ଟା କାଳ ଅପେକ୍ଷା କରିବାକୁ ପଡ଼ିଥିବା କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ସରକାରୀ ବିମାନ ବ୍ୟବହାର…
ଜୀବନ ସଂଗ୍ରାମ ଜାରି: ଟନେଲରେ ପଶିଲା ପାଣି
ଡେରାଡୁନ୍,୧୧।୨: ତପୋବନ ଟନେଲରେ ୩୦ ଜଣ ପାଖାପାଖି ଶ୍ରମିକ ଅଟକି ରହିଥିବା ଅନୁମାନ କରାଯାଉଛି। ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ରହିଛନ୍ତି କି ତାହା ଅଜଣା। ଉଦ୍ଧାରକାରୀ ଦଳ ଜୀବନ ସହିତ ସଂଗ୍ରାମ କରୁଥିବା ଶ୍ରମିକଙ୍କୁ ବଞ୍ଚାଇବା ଉଦ୍ୟମ ଜାରି ରଖିଛନ୍ତି।…
ଲୁହ ହେବନି ବେକାର, ଗୁଲାମନବୀଙ୍କୁ ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୧୧।୨: କଂଗ୍ରେସର ରାଜ ସଭା ଏମ୍ପି ଗୁଲାମ ନବୀ ଆଜାଦ୍ଙ୍କୁ ବିଦାୟ ଦେବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରେ ଲୁହ ଆସିବା ନେଇ ଏବେ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ସେହିପରି ଗୁଲାମ ନବୀ…
ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ: ରବିଶଙ୍କର ପ୍ରସାଦ
ନୂଆଦିଲ୍ଲୀ,୧୧।୨: ସୋସିଆଲ୍ ମିଡ଼ିଆରେ ଗୁଜବ ତଥା ମିଥ୍ୟ ଖବର ପ୍ରସାର କରିବା ସହ୍ୟ କରାଯିବ ନାହିଁ। ସମାଲୋଚନା ସ୍ବୀକାର୍ଯ୍ୟ। ମାତ୍ର ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରୀୟ ସୂଚନା ପ୍ରସାରଣ ସ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ…
ଇଞ୍ଚେ ଜମି ବି ଦେବ ନାହିଁ ଭାରତ: ରାଜନାଥ
ନୂଆଦିଲ୍ଲୀ,୧୧।୨: ପୂର୍ବ ଲଦାଖର ଏଲ୍ଏସିରେ ଭାରତୀୟ ସେନା ଚାଇନା ସୈନ୍ୟ ବାହିନୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାରେ ପ୍ରତିରକ୍ଷାମନ୍ତ୍ରୀ ପ୍ରକାଶ କରିଛନ୍ତି। ଗତବର୍ଷ ଚାଇନା ଏଲ୍ଏସିରେ ବିପୁଳ ପରିମାଣର ଗୋଳାବାରୁଦ ଠୁଳ କରୁଥିଲା। ତେବେ ଏବେ ଆଲୋଚନାର…
ଟୁଇଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲା ଭାରତ
ନୂଆଦିଲ୍ଲୀ,୧୧।୨: ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟୁଇଟର ପାତର ଅନ୍ତର କରୁଥିବା ଅଭିଯୋଗ ସରକାରଙ୍କ ପକ୍ଷରୁ କରାଯାଇଛି। ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ହିଂସା ପରେ ଭାରତ ସରକାର…
୧୮ରେ ଚାଷୀଙ୍କ ରେଳରୋକୋ
ନୂଆଦିଲ୍ଲୀ, ୧୧।୨(ପି.ଟି.): କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ବଢ଼ାଇବା ପାଇଁ କୃଷକ ସଂଗଠନଗୁଡ଼ିକ ଫେବୃୟାରୀ ୧୮ରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକୋ ପାଇଁ ଡାକରା ଦେଇଛନ୍ତି। ଏଥିସହିତ ୧୨ ତାରିଖରୁ ରାଜସ୍ଥାନରେ ଟୋଲ୍ ଆଦାୟ କରିବାକୁ ଦିଆଯିବନି ବୋଲି ସଂଯୁକ୍ତ କିଷାନ…
ଏମ୍ଏସ୍ପି, ମଣ୍ଡି ରହିବ
ନୂଆଦିଲ୍ଲୀ,୧୧ା୨(ଆଇଏଏନ୍ଏସ୍): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବୁଧବାର ୭୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଜରିଆରେ ଏହି ପ୍ରସଙ୍ଗର ସମାଧାନ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ…
Archives


