ପାକିସ୍ତାନକୁ ଛାଡିବନି ଇରାନ! ବୁଝିଗଲା ଭିତିରି ପ୍ଲାନ
ଇସଲାମବାଦ,୨୪।୬: ପାକିସ୍ତାନ, ଯିଏ ଏପର୍ଯ୍ୟନ୍ତ ଇରାନର ଆତ୍ମରକ୍ଷା ଅଧିକାର ବିଷୟରେ କହୁଥିଲା ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଏହାର ସ୍ବର ଉଠାଇବାକୁ ଦାବି କରୁଥିଲା, ସେ ୟୁ-ଟର୍ଣ୍ଣ ନେଇଛି। ଏବେ ସେହି ପାକିସ୍ତାନ ଇରାନର ଆକ୍ରମଣକୁ ନିନ୍ଦା କରୁଛି। ପାକିସ୍ତାନ କତାରରେ ଆମେରିକାର…
ଇଲେକ୍ଟ୍ରିକ୍ ଏୟାରକ୍ରାଫ୍ଟ
ମହାକାଶରେ ପ୍ରଯୁକ୍ତି ଦୌଡ଼ ଶୀର୍ଷରେ ପହଞ୍ଚତ୍ଛି। ଯାତ୍ରୀ ଓ ପଣ୍ୟବାହୀ ବିମାନ, ଜେଟ୍, ଯୁଦ୍ଧବିମାନ, କୃତ୍ରିମ ଉପଗ୍ରହ ଓ ରକେଟ୍ ପ୍ରେରଣ ଆଦି ସବୁଥିରେ ପ୍ରତିଯୋଗିତା ଚାଲିଛି। ଏସବୁରେ ଜୀବାଶ୍ମ ଓ ରାସାୟନିକ ଇନ୍ଧନ ବ୍ୟବହାର ହେଉଥିବାରୁ ବାୟୁ ପ୍ରଦୂଷଣ ହେଉଛି।…
ପରୀକ୍ଷା ଦେଲେ ଫେରିପାଇବେ ଫି’: ନିଯୁକ୍ତି ପରୀକ୍ଷା ପାଇଁ ବାଧ୍ୟକ ସାଜିବନି ଅର୍ଥ
ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ):ନିଯୁକ୍ତି ପରୀକ୍ଷାରେ ବାଧ୍ୟକ ସାଜିବନି ଅର୍ଥ। ଅନ୍ୟମାନଙ୍କ ଭଳି ଗରିବ ଶ୍ରେଣୀର ପିଲାମାନେ ମଧ୍ୟ ସମସ୍ତ ନିଯୁକ୍ତି ପରୀକ୍ଷା ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ଫି’ ଛାଡ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା…
ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ପରେ ଆସିଲା ଇରାନର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା: ବିଶ୍ୱରେ ଖେଳିଗଲା…
ତେହେରାନ,୨୪।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। କିନ୍ତୁ ଇରାନ ଏହା ଉପରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛି। ଏହା କହିଛି, ଟ୍ରମ୍ପ ମିଛ କହୁଛନ୍ତି। ଇସ୍ରାଏଲ…
୧୨ ଦିନ ପରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ: ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହୋଇଥିବା ନେଇ ଘୋଷଣା କରିଛନ୍ତି। ଏହି ଘୋଷଣା ସମ୍ପର୍କରେ ଇରାନ କିମ୍ବା ଇସ୍ରାଏଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ। ସୂତ୍ର ଅନୁଯାୟୀ,…
୨୦୨୯ରେ ମହାକାଶ ଯାତ୍ରା କରିବେ ଭାରତୀୟ ଯୁବତୀ ଜାହ୍ନବୀ
ନୂଆଦିଲ୍ଲୀ,୨୩।୬: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ପାଲାକୋଲ୍ଲୁରୁ ଜଣେ ୨୩ ବର୍ଷୀୟା ଯୁବତୀ ଡାଙ୍ଗେଟି ଜାହ୍ନବୀ ୨୦୨୯ ମସିହାରେ ମହାକାଶ ଯାତ୍ରା କରି ଇତିହାସ ରଚିବାକୁ ଯାଉଛନ୍ତି। ନାସାର ପ୍ରତିଷ୍ଠିତ ଇଣ୍ଟରନାସନାଲ ଏୟାର ଆଣ୍ଡ ସ୍ପେସ ପ୍ରୋଗ୍ରାମ (ଆଇଏସପି) ସଫଳତାପୂର୍ବକ ସମାପ୍ତ…
ଏଥର ବିଶ୍ୱଯୁଦ୍ଧ ନିଶ୍ଚିତ! ଆମେରିକା ବାୟୁସେନା ଘାଟି ଉପରେ ମିସାଇଲ ମାଡ଼ କଲା ଇରାନ
ନୂଆଦିଲ୍ଲୀ, ୨୩।୬: କାତାରର ରାଜଧାନୀ ଦୋହାରେ ସୋମବାର ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ରିଉଟର୍ସ ରିପୋର୍ଟ ଅନୁଯାୟୀ, କାତାରରେ ଥିବା ଆମେରିକା ପରିଚାଳିତ ଆଲ ଉଦେଇଦ ବାୟୁସେନା ଘାଟିକୁ ଲକ୍ଷ୍ୟ କରି ଇରାନ ମିସାଇଲ ଆକ୍ରମଣ ଆରମ୍ଭ କରିଥିବା ଜଣାପଡ଼ିଛି। ଆମେରିକୀୟ ରାଷ୍ଟ୍ରପତି…
‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିବା ପାଇଁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୩।୬: ଓଡ଼ିଶା ସରକାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକୁ ୨୦୨୫ ମସିହା ଜୁନ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିବସରେ ଛାତ୍ରଛାତ୍ରୀ ଓ…
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଦ୍ୱିତୀୟ ଇନିଂସରେ କେ.ଏଲ ରାହୁଲ, ଋଷଭ ପନ୍ତଙ୍କ ଦମଦାର ଶତକ
ଲିଡସ୍,୨୩।୬: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି। ଏହି…
ସିଡିପିଓ,କିରାଣିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ: ଅଙ୍ଗନଓ୍ବାଡ଼ି କର୍ମୀ ଚାକିରି କରାଇଦେବି କହି…
ରାୟଗଡ଼ା,୨୩।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ…
ଭାରତୀୟ ସେନାକୁ DRDO ଦ୍ୱାରା ବିକଶିତ ୪.୨୫ ଲକ୍ଷ CQB କାର୍ବାଇନ ଯୋଗାଇବ ଏହି କମ୍ପାନୀ, ଜିତିଲା ବିଡ୍
ନୂଆଦିଲ୍ଲୀ,୨୩।୬: ଭାରତୀୟ ସେନାର ଆଧୁନିକୀକରଣ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ମଜବୁତ କରି ରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ୫.୫୬x୪୫ ମିମି କ୍ଲୋଜ୍ କ୍ୱାର୍ଟର ବ୍ୟାଟଲ (CQB) କାର୍ବାଇନ ଯୋଗାଣ ପାଇଁ ଭାରତ ଫୋର୍ଜ…
ମାଡ଼ି ଆସୁଛି କି ଭୟଙ୍କର ବିପଦ! ଭାଙ୍ଗିଲା ମହିମା ଗାଦିର ଦଧିନଉତି,ରାତି ଅଧରେ ଶୁଭିଲା…
ଢେଙ୍କାନାଳ,୨୩।୬(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି। ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ମହିମା ସନ୍ନ୍ୟାସୀ…
Archives


