Home Middle

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା

ରାଞ୍ଚତ୍,୨୮ା୬:ଝାଡ଼ଖଣ୍ଡ ଜନସାଧାରଣ ଚିକିତ୍ସା ସେବା ପାଇବାରେ ଆଉ ଅର୍ଥ ବାଧକ ହେବ ନାହିଁ। ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ରେ ପ୍ରତିବର୍ଷ ଯୋଗ୍ୟ ପରିବାରକୁ ୧୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା…

ଅପେକ୍ଷା କରିଛି ନନ୍ଦିଘୋଷ: ଝୁଲିଝୁଲି ଆସୁଛନ୍ତି ମହାବାହୁ

ପୁରୀ,୨୭ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ କାଳିଆ ସାଆନ୍ତ। ନନ୍ଦିଘୋଷ ରଥରେ ବିରାଜ କରିବା ପାଇଁ ଝୁଲିଝୁଲି ଆସୁଛନ୍ତି ମହାବାହୁ। ପୂର୍ବରୁ ସୁଦର୍ଶନ ମହାପ୍ରଭୁ, ପରେ ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ ପହଣ୍ଡି…

ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ

ପୁରୀ,୨୭ା୬: ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି। ଘଣ୍ଟ, ଘଣ୍ଟା, ମାର୍ଦ୍ଦଳର ତାଳେ ତାଳେ ମା’ଙ୍କୁ ରଥ ଅଭିମୁଖେ ଆଣୁଛନ୍ତି ସେବାୟତ। ପୂର୍ବରୁ ସୁଦର୍ଶନ ମହାପ୍ରଭୁ, ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ହୋଇସାରିଛି। ଅପରାହ୍ନ ୨ଟା ୩୦ରୁ ୩ଟା ୩୦…

ଆରମ୍ଭ ହେଲା ବଡ଼ଠାକୁରଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଡ଼ଠାକୁର ବଳଭଦ୍ର

ପୁରୀ,୨୭ା୬: ପବିତ୍ର ରଥଯାତ୍ରାର ମହାନ ଉତ୍ସବ ଆରମ୍ଭ ହୋଇଛି ଏବଂ ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ ସମାରୋହରେ ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡି ମାଧ୍ୟମରେ ବଡ଼ଠାକୁର ଶ୍ରୀମନ୍ଦିରରୁ ରଥ ଆଡ଼କୁ ଯାତ୍ରା କରୁଛନ୍ତି, ଯାହା ଲକ୍ଷ ଲକ୍ଷ ଭକ୍ତଙ୍କ…

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତକୁ ‘ଜସପ୍ରିତ ବୁମରା ଝଟକା’, ଏହି ବୋଲରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ, ୨୭ା୬: ଇଂଲଣ୍ଡ ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଭାରତର ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରା ଏଡଜବାଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ…

ଆଜି ଭକ୍ତ-ଭଗବାନ ଭେଟ

ପୁରୀ,୨୭ା୬(ଅଜିତ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ। ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ…

ସୁସ୍ଥ ହେଉଛନ୍ତି ନବୀନ, ରଥଯାତ୍ରା ଅବସରରେ ମେଡିକାଲ ବେଡରୁ ପଠାଇଲେ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର,୨୬।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁସ୍ଥ ହେଉଛନ୍ତି। ମେଡିକାଲ ବେଡରୁ ସେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ସେ କହିଛନ୍ତି, “ଜୟ ଜଗନ୍ନାଥ,” ଏବଂ ସମସ୍ତଙ୍କୁ ଏହି ପବିତ୍ର ଉତ୍ସବରେ…

ରଥଯାତ୍ରା ୨୦୨୫ ପାଇଁ ଚାଲିବ ସ୍ୱତନ୍ତ୍ର ‘ଆମ ବସ’; ଜାଣନ୍ତୁ ସମସ୍ତ ସୂଚନା

ପୁରୀ,୨୬।୬: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ବିଶେଷ ‘ଆମ ବସ’ ସେବା ପରିଚାଳନା କରିବାକୁ ଘୋଷଣା କରିଛି। ସିଆରୟୁଟି ଏକ୍ସରେ ଏକ…

ସିଂହଦ୍ୱାରରେ ଲାଗିଲା ୩ ଥର: ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ମହାବାହୁ

ପୁରୀ,୨୬।୬: ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ମହାବାହୁ। କାଳିଆ ସାଆନ୍ତଙ୍କୁ ଦେଖିବାକୁ ବ୍ୟାକୁଳ ହେଲେଣି ଭକ୍ତ। ଗୁରୁବାର ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି। ଆଜ୍ଞାମାଳ ବିଜେ ପରେ…

ନବୀନଙ୍କୁ ଫୋନ୍ କରି କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱାସ୍ଥ୍ୟ କଥା ବୁଝି କଲେ ଆରୋଗ୍ୟ କାମନା

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଶୀଘ୍ର ଓ ପୂର୍ଣ୍ଣ ଆରୋଗ୍ୟ କାମନା…

ଆମେରିକାର ମୁହଁରେ ଶକ୍ତ ଚାପୁଡ଼ା ମାରିଲା ଇରାନ: ଖାମେନେଇ ଦେଲେ ପୁଣି ଧମକ

ତେହେରାନ୍‌,୨୬।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ପୁଣି ଥରେ ଆମେରିକାକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ପ୍ରବେଶ ଅଛି ଏବଂ ଆବଶ୍ୟକ ହେଲେ ଏହା କାର୍ଯ୍ୟାନୁଷ୍ଠାନ ନେଇପାରେ। କାତାରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri