Home Middle

୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ବ୍ୟାନ

ନୂଆଦିଲ୍ଲୀ, ୧୫।୭: ଗତ ମେ’ ୧୫ରୁ ଜୁନ ୧୫ ମଧ୍ୟରେ ୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ବ୍ଲକ କରାଯାଇଛି। ଅନଲାଇନ ଅପବ୍ୟବହାରରୁ ୟୁଜର୍ସଙ୍କୁ ସୁରକ୍ଷିତ ରଖିବା ପାଇଁ ଫେସ୍‌ବୁକ ମାଲିକାନାରେ ଥିବା କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ଏ ନେଇ…

ଗଗନୟାନ ଇଞ୍ଜିନର ସଫଳ ପରୀକ୍ଷା ପରେ ଏଲୋନ ମସ୍କଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୫।୭: ଦେଶର ସବୁଠୁ ବଡ଼ ମହାକାଶ ମିଶନ ‘ଗଗନୟାନ’ କ୍ଷେତ୍ରରେ ସୋମବାର ପାଦେ ଆଗକୁ ବଢ଼ିଛି ଇସ୍ରୋ। ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ବିକାଶ ଇଞ୍ଜିନ(ଯାନ)ର ପରୀକ୍ଷା ସଫଳ ହୋଇଛି। ଏଥିଲାଗି ଭାରତୀୟ ମହାକାଶ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ)କୁ ଗୋଟିଏ…

ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌: ଜାଣନ୍ତୁ କେଉଁଠି କେତେ ସମୟ ଖୋଲା ରହିବ ଦୋକାନ ବଜାର

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧ ଯାଏ ପୁଣି ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।…

ପୁଣି ବିପଦ, ପୃଥିବୀରେ ଆରମ୍ଭ ହେଲାଣି କରୋନାର ତୃତୀୟ ଲହର…

ଜେନେଭା,୧୫।୭: ପୃଥିବୀରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ଏବେ ଏହା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ତୃତୀୟ ଲହର ଆସିଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରିୟେସସ୍‌ ଗୁରୁବାର ସତର୍କ ସୂଚନା ଜାରି…

ଘରୋଇ ସ୍କୁଲ୍‌କୁ ଦେବାକୁ ପଡ଼ିବ ଫି-ଖର୍ଚ୍ଚର ହିସାବ…

ଲକ୍ଷ୍ନୌ,୧୫।୭: ଏଣିକି ଉତ୍ତରପ୍ରଦେଶର ସମସ୍ତ ଘରୋଇ ସ୍କୁଲ୍‌କୁ ଫି ଏବଂ ଖର୍ଚ୍ଚର ହିସାବ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ଦେବାକୁ ପଡ଼ିବ। ଏନେଇ ରାଜ୍ୟ ସୂଚନା ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘରୋଇ ସ୍କୁଲ୍‌ ଗୁଡ଼ିକୁ ଆର୍‌ଟିଆଇ ପରିସରଭୁକ୍ତ…

ଡ୍ରଗ୍‌ ଓଭରଡୋଜ ଯୋଗୁ ବର୍ଷକରେ ୯୩ ହଜାରଙ୍କ ଯାଇଛି ଜୀବନ…

ନ୍ୟୁୟର୍କ,୧୫।୭: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଡ୍ରଗ୍‌ ଓଭରଡୋଜ୍‌ ଯୋଗୁ ଗତ ୨୦୨୦ ବର୍ଷରେ ରେକର୍ଡ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ଯୋଗୁ ଦେଶରେ ୯୩ ହଜାର ୩୩୧ ଲୋକଙ୍କ ଜୀବନ ଯାଇଥିବା ଆମେରିକା ସରକାର ସୂଚନା ଦେଇଛନ୍ତି।…

ଶିକ୍ଷା ସହିତ ଜାରି ରହୁ ରୋଜଗାର…

ନୂଆଦିଲ୍ଲୀ,୧୫।୭: ଶିକ୍ଷା ସହିତ ରୋଜଗାର ମଧ୍ୟ ଜାରି ରହୁ। ଶିକ୍ଷା ପାଇଁ ରୋଜଗାର ନ ଅଟକୁ। ସାମ୍ପ୍ରତିକ ଦୁନିଆରେ କୌଶଳ ବିକାଶ ହାସଲ କରିଥିବା ଦେଶରେ ହିଁ ପ୍ରଗତୀ ଧାରା ଅବ୍ୟାହତ ରହୁଛି। ତେଣୁ ଏଥିପ୍ରତି ଗୁରୁତ୍ୱାରୋପ କରିବାର ସମୟ ଆସିଛି।…

କୋଭିଡ ପରିଚାଳନା ନେଇ ଘୋଷଣା ହୋଇପାରେ ଆକ୍ସନ ପ୍ଲାନ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟ କୋଭିଡ ପରିଚାଳନା ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ। ଦ୍ୱିପ୍ରହର ୨ଟା ୩୦ରେ ଖବରଦାତା ସମ୍ମିଳନୀ କରିବେ ମୁଖ୍ୟ ଶାସନ ସଚିବ। ଏଥିରେ କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ ଘୋଷଣା ହୋଇପାରେ। କାରଣ ଆସନ୍ତାକାଲି କରୋନା କଟକଣା…

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତର ୩ ଦିନ…

ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳି କରୋନା ପଜିଟିଭ୍‌…

କୋଲକାତା,୧୫।୭: ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ଖେଳାଳିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯାଇଛି। ତେବେ ସେମାନେ ଯେଉଁ ଖେଳାଳିମାନଙ୍କ ସହିତ ମିଳାମିଶା କରିଛନ୍ତି ସେମାନଙ୍କ…

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଗତ ୨ଦିନରୁ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ କଟକଣା ସାମାନ୍ୟ କୋହଳ ହେବା ପରେ ଲୋକମାନେ ପୁଣି ଥରେ ମାର୍କେଟରେ ଗହଳି କରୁଥିବା ଦେଖିବାକୁ…

ଦରବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳର ୬ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବାମପନ୍ଥୀ ଦଳ। ଏଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri