Home Middle

ରାଜ୍ୟବାସୀଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଆଜି ହେଉଛି ପବିତ୍ର ଇଦ୍‌-ଉଜ୍‌-ଜୁହା। ଏହି ଅବସରରେ ସମସ୍ତ ମୁସଲମାନ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରୁ କରୋନା ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ।…

ପୁଣି କରୋନା ଗ୍ରାଫ୍‌ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ

ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ୩୦ହଜାର ୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା…

ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା: ଗତ ୨୪ଘଣ୍ଟାରେ ୨ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ଉପର ତଳ ମୁହାଁ ହେଉଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ଭିତରେ ରହୁଛି। ଇତିମଧ୍ୟରେ ମଙ୍ଗଳବାର ରାଜ୍ୟରେ ୨,୦୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟାରେ ସମାନ୍ୟ…

ଜାତିଭିତ୍ତିକ ଜନଗଣନା ହେବନି

ନୂଆଦିଲ୍ଲୀ, ୨୧ା୭: ଦେଶରେ କେଉଁ ଜାତିର କେତେ ସଂଖ୍ୟାରେ ଲୋକ ଅଛନ୍ତି, ସେ ଭିତ୍ତିରେ ଜନଗଣନା ହେବ ନାହିଁ। କେବଳ ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି, ଏସ୍‌ଟି)ଙ୍କ ସଂଖ୍ୟା ଗଣନା କରାଯିବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ…

ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଚହର

କଲମ୍ବୋ,୨୦ା୭: ସାମ୍ନାରେ ଥିଲା ୨୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। କିନ୍ତୁ ୧୯୩ ରନ୍‌ରେ ୭ ଉଇକେଟ ହରାଇ ସାରିଥିଲା ଭାରତ। ବିଜୟର ଆଶା ପ୍ରାୟ ମଉଳି ଯାଇଥିଲା। କିନ୍ତୁ ମ୍ୟାଚ୍‌ର ଫଳାଫଳ ବଦଳି ଦେଇଥିଲେ ଦୀପକ ଚହର। ତାଙ୍କ ସହ ଭୁବନେଶ୍ୱର…

୬ ବର୍ଷ ପରେ ନୋ ବଲ

କଲମ୍ବୋ,୨୦।୭: ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି) ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୩ ଉଇକେଟ ନେଇ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। କିନ୍ତୁ ମ୍ୟାଚ୍‌ରେ ସେ ପକାଇଥିବା ଏକମାତ୍ର ନୋ ବଲ ପାଇଁ ବେଶ୍‌ ଚର୍ଚ୍ଚା ଚାଲିଛି ସୋସିଆଲ…

ନୀଳାଚଳକୁ ଫେରିଲେ ମହାପ୍ରଭୁ: ବଡଦାଣ୍ଡରେ ଲାଗିଲା ତିନିରଥ

ପୁରୀ ଅଫିସ୍‌,୨୦।୭: ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ନୀଳାଚଳକୁ ଫେରିଛନ୍ତି ମହାବାହୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡଦାଣ୍ଡରେ ଲାଗିଛି ତିନି ରଥ। ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ପ୍ରଥମେ ବଳଭଦ୍ରଙ୍କ ରଥ, ପରେ ସୁଭଦ୍ରାଙ୍କ ରଥ…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଟସ୍‌ ଜିତିଲା ଶ୍ରୀଲଙ୍କା

କଲମ୍ବୋ,୨୦।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥି ସହିତ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି।…

୧୮୦ ଦେଶରେ ୬୦ ସପ୍ତାହ ସ୍କୁଲ ବନ୍ଦ, ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀର ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଧୀରେଧୀରେ ଅନଲକ୍‌ ପ୍ରକ୍ରିୟା ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ ପୃଥିବୀର ୧୮୦ ଦେଶରେ ୬୦ ସପ୍ତାହ ଅର୍ଥାତ୍‌ ୧୫ ମାସ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ…

ଭାରତ ସୀମାରେ ପାକିସ୍ତାନୀ ମୋବାଇଲ୍‌ ନେଟଓ୍ବାର୍କ ସକ୍ରିୟ…

ଜୟପୁର,୨୦।୭: ସୀମାରେ ପାକିସ୍ତାନୀ ନାଗରିକଙ୍କ ଅନୁପ୍ରବେଶ ସାଧାରଣ କଥା। ତେବେ ଏବେ ପାକିସ୍ତାନୀ ମୋବାଇଲ୍‌ ନେଟ୍‌ଓ୍ବାର୍କ ଭାରତ ସୀମାର ୪ କିଲୋମିଟର ଭିତରେ ମଧ୍ୟ ସକ୍ରିୟ ରହୁଛି। ରାଜସ୍ଥାନ ସୀମାରେ ଏଭଳି ପାକିସ୍ତାନୀ ମୋବାଇଲ୍‌ ନେଟ୍‌ଓ୍ବାର୍କର ଅନୁପ୍ରବେଶ ଜାରି ରହିଛି। ଏହାଦ୍ୱାରା…

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ: ଆଜି ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ସହ ଜଗାର ହେବ ଭେଟ

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଛି। ତେବେ ଅନ୍ୟପଟେ ବାହଡ଼ା ଯାତ୍ରର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି…

ପେଗାସସ୍‌ ତାତି, ୪ ମିନିଟ୍‌ରେ ଲୋକ ସଭା ମୁଲତବୀ…

ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। ପୂର୍ବାହ୍ନ ୧୧ଟାରେ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକ ସଭାର ସାଧାରଣ କାର୍ଯ୍ୟ ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri