ଅସ୍ତ୍ରବିରତି ଘୋଷଣା କଲେ ପାକିସ୍ତାନ-ଆଫଗାନିସ୍ତାନ
ଇସଲାମାବାଦ,୧୯ା୧୦: ଦୋହାରେ ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ଼ ସଫଳତା ମିଳିଛି। ଅସ୍ତ୍ରବିରତି ପାଇଁ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ତେବେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଘୋଷଣା କରିଛି କତାର। ସୀମାରେ ଉତ୍ତେଜନା ହ୍ରାସ ପାଇଁ…
ଏହିଦିନ ଭାରତ-ଚାଇନା ମଧ୍ୟରେ ହେବ ବିମାନ ସେବା! ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ,୧୮।୧୦: ଭାରତ-ଚାଇନା ସମ୍ପର୍କ ସ୍ବାଭାବିକ କରିବା ସହିତ, ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ନଭେମ୍ବର ୯, ୨୦୨୫ରୁ ସାଂଘାଇ ଏବଂ ନୂଆଦିଲ୍ଲୀ ମଧ୍ୟରେ ରାଉଣ୍ଡ-ଟ୍ରିପ ବିମାନ ଚଳାଚଳ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏହି ବିମାନଗୁଡ଼ିକ ପ୍ରତି ବୁଧବାର, ଶନିବାର ଏବଂ ରବିବାର…
ଅପରେଶନ ସିନ୍ଦୂର କେବଳ ଟ୍ରେଲର, ଆଗକୁ….ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ରାଜନାଥ
ଲକ୍ଷ୍ନୌ,୧୮।୧୦: ଲକ୍ଷ୍ନୌରେ ବ୍ରହ୍ମୋସ ଏରୋସ୍ପେସ ୟୁନିଟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ସମଗ୍ର ବିଶ୍ୱକୁ ଭାରତର ଶକ୍ତି ଏବଂ ଆତ୍ମନିର୍ଭରଶୀଳତା ପ୍ରମାଣିତ କରିଛି। ଅପରେଶନ ସିନ୍ଦୂର…
ଆସୁଛି ଭୟଙ୍କର ବାତ୍ୟା: ଦୋହରାଇବ ୧୯୯୯ ମହାବାତ୍ୟାର ଇତିହାସ!
ଭୁବନେଶ୍ୱର,୧୮ା୧୦: ଆମେରିକାର ଜିଏଫ୍ଏସ୍ ମଡେଲ ବର୍ତ୍ତମାନ ଏମିତି ଏକ ଆକଳନ କରିଛି, ଯେଉଁଥିରେ ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଏହା ୧୯୯୯ ମସିହା ମହାବାତ୍ୟାର ଇତିହାସକୁ ଦୋହରାଇବ ବୋଲି ଆକଳନ କରାଯାଉଛି। ପାଣିପାଗ ବିଭାଗର ସୂଚନାନୁଯାୟୀ,…
ପୁଣି ଟାରିଫ୍ ବମ୍ ପକାଇଲେ ଟ୍ରମ୍ପ, ଏହି ଦେଶଗୁଡ଼ିକୁ ଲାଗିବ ଝଟ୍କା
ଓ୍ବାଶିଂଟନ,୧୮ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଭେମ୍ବର ୧ରୁ ଆମଦାନୀ ହେଉଥିବା ମଧ୍ୟମ ଏବଂ ଭାରୀ ଟ୍ରକ ଏବଂ ଏହାର ପାର୍ଟସ ଉପରେ ନୂଆ ୨୫% ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମଦାନୀ ହେଉଥିବା ବସ୍ ଉପରେ ମଧ୍ୟ ୧୦%…
ଗରିବ ରଥ ଏକ୍ସପ୍ରେସରେ ହଠାତ୍ ଲାଗିଲା ନିଆଁ: ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ
ଚଣ୍ଡିଗଡ଼,୧୮।୧୦: ପଞ୍ଜାବର ସିରହିନ୍ଦ ରେଳ ଷ୍ଟେଶନ ନିକଟରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଟଳି ଯାଇଛି। ଅମୃତସରରୁ ସହରସା ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ହଠାତ୍ ଅଗ୍ନିକାଣ୍ଡ ଘଟି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଟ୍ରେନଟି ଅମ୍ବାଲାରୁ ଅଧ କିଲୋମିଟର…
ଭାରତକୁ ନେଇ ଏମିତି ଦାବି କଲେ ଟ୍ରମ୍ପ: ଉଡ଼ିଗଲା ରୁଷିଆର ହୋଶ୍
କିଭ୍,୧୮।୧୦: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଏକ ସାକ୍ଷାତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ମିଛ ଦାବିକୁ ପୁନର୍ବାର ଦୋହରାଇଛନ୍ତି। ସେ କହିଛନ୍ତି, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ…
ଅଧରାତିରେ ପାକିସ୍ତାନର ଘନ ଘନ ଆକ୍ରମଣ: ୩ କ୍ରିକେଟର୍ଙ୍କ ମୃତ୍ୟୁ, ସିରିଜ୍ ବାତିଲ୍
ଇସଲାମାବାଦ,୧୮।୧୦: ଗତ କିଛି ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ଚାଲିଛି। ଗତ ସପ୍ତାହରେ ଇସଲାମାବାଦ କାବୁଲରେ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ସ୍ଥାନ ଉପରେ ଆକ୍ରମଣ କରିବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଅକ୍ଟୋବର ୮…
ଡିଜିଟାଲ ଆରେଷ୍ଟ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୮ା୧୦ : ଦେଶରେ ବଢ଼ି ଚାଲିଥିବା ଡିଜିଟାଲ ଆରେଷ୍ଟ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଚିନ୍ତା ବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହା ଉପରେ ଜବାବ ମାଗିଛନ୍ତି। ଅନ୍ଲାଇନ୍ ଠକେଇ ବିଶେଷକରି…
୪୨ କେଜି ଗଞ୍ଜେଇ ଜବତ : ୩ ଗିରଫ
ତୁମୁଡିବନ୍ଧ,୧୭।୧୦(ଦୀପକ କୁମାର ପରାସେଠ): କାନ୍ଧମଳ ଜିଲା ତୁମୁଡିବନ୍ଧ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡିବନ୍ଧ ପୋଲିସ କୌଣସି ସୂତ୍ରରୁ ଖବରପାଇ ଗଞ୍ଜେଇ ଓ ଗାଡିକୁ ଧରିବା ପାଇଁ ଅଙ୍କିଥିଲା ରୋଡ଼ ବ୍ଲକ ମ୍ୟାପ ।…
ଆଫଗାନିସ୍ତାନ ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ପାକିସ୍ତାନ, ଏଥର ବଡ ଯୁଦ୍ଧ ନିଶ୍ଚିତ
ନୂଆଦିଲ୍ଲୀ,୧୭।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ସନ୍ଧି ବୃଦ୍ଧି ନେଇ ସହମତି ହେବା କିଛି ଘଣ୍ଟା ପରେ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶର ଅର୍ଗୁନ ଓ ବେରମାଲ ଜିଲ୍ଲାରେ ଏୟାରଷ୍ଟ୍ରାଇକ କରିଛି ବୋଲି ତାଲିବାନ ଦାବି କରିଛି। ଏହି…
ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ବେଲଜିଅମ କୋର୍ଟଙ୍କ ମିଳିଲା ଅନୁମତି
ନୂଆଦିଲ୍ଲୀ,୧୭।୧୦: ବେଲଜିଅମର ଆଣ୍ଟୱେର୍ପ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମୋଦନ ଦେଇଛନ୍ତି ଏବଂ ଚଳିତ ବର୍ଷ ବେଲଜିଅମ ପୁଲିସ ଦ୍ୱାରା ତାଙ୍କୁ ଗିରଫ ବୈଧ ବୋଲି ରାୟ ଦେଇଛନ୍ତି। ତେବେ, ଚୋକ୍ସି ଏହି ନିଷ୍ପତ୍ତି…
Archives


