Home Middle

ଶୁବମନ ଗିଲ୍ ଦ୍ୱିତୀୟ ଟେଷ୍ଟରୁ ବାଦ୍: ମୁମ୍ବାଇରେ କରିବେ ବିଶେଷ ଚିକିତ୍ସା

ନୂଆଦିଲ୍ଲୀ,୨୧ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରୁ ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ବାଦ୍ ପଡ଼ିଛନ୍ତି। ଗିଲ୍‌ ବେକରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ବିସିସିଆଇ ତାଙ୍କୁ ଦଳରୁ ମୁକ୍ତ କରିଛି। ଆହତ ସମସ୍ୟା ଉପରେ ଅଧିକ ଆକଳନ…

ମେକ୍ସିକୋର ଫାତିମା ବସ୍‌ଚ୍ ମିସ୍ ୟୁନିଭର୍ସ ୨୦୨୫

ନୂଆଦିଲ୍ଲୀ,୨୧।୧୧: ଥାଇଲ୍ୟାଣ୍ଡର ନନ୍ଥବୁରିରେ ଆୟୋଜିତ ହୋଇଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ମେକ୍ସିକୋର ପ୍ରତିନିଧି ଫାତିମା ବସ୍‌ଚ୍ ବିଜୟୀ ହୋଇଛନ୍ତି। ବିଶ୍ୱର ୧୨୦ରୁ ଅଧିକ ଦେଶର ସୁନ୍ଦରୀମାନଙ୍କୁ ପଛରେ ପକାଇ ୨୪ ବର୍ଷୀୟ ଫାତିମା ଏହି ମର୍ଯ୍ୟାଦାଜନକ ମୁକୁଟ ହାସଲ…

ବାଂଲାଦେଶରେ ୫.୨ ତୀବ୍ରତାର ଭୂକମ୍ପ; କୋଲକାତାରେ ମୃଦୁ ଝଟକା ଅନୁଭୂତ

କୋଲକାତା,୨୧।୧୧: ଶୁକ୍ରବାର ସକାଳୁ ସକାଳୁ ବାଂଲାଦେଶର ଘୋରାଶାଲ ନିକଟରେ ୫.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପରେ ପଶ୍ଚିମବଙ୍ଗର କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପର…

ଦିଲ୍ଲୀ ବିସ୍ଫୋରଣ: ଅଭିଯୁକ୍ତ ଡାକ୍ତରଙ୍କୁ ବୋମା ତିଆରି ଭିଡିଓ ଦେଇଥିଲା ପାକିସ୍ତାନୀ ଜୈଶ୍ ହ୍ୟାଣ୍ଡଲର୍

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ମାମଲାର ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୁଜାମିଲ ଶକିଲ୍‌ଙ୍କୁ ପାକିସ୍ତାନରେ ଥିବା ଜୈଶ୍-ଏ-ମହମ୍ମଦ (JeM)ର ହ୍ୟାଣ୍ଡଲର୍…

ଯେତେ ପାରୁଛ କାନ୍ଦ, ମୋତେ କିଛି ଫରକ ପଡ଼ିବ ନାହିଁ: ଶିକ୍ଷକଙ୍କଠାରୁ ଏତିକି କଥା ଶୁଣି ଛାତ୍ର ନେଲେ ଏମିତି ପଦକ୍ଷେପ

ନୂଆଦିଲ୍ଲୀ,୨୧ା୧୧:ଦିଲ୍ଲୀର ସେଣ୍ଟ କଲମ୍ବସ୍‌ ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ର ଶୌର୍ଯ୍ୟ ପାଟିଲ ଆତ୍ମହତ୍ୟା ଘଟଣାରେ ସ୍କୁଲ୍‌ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ୩ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ସେ ସ୍କୁଲ୍‌ରୁ ମେଟ୍ରୋ ଷ୍ଟେଶନ ଯାଇ ଉଚ୍ଚ ପ୍ଲାଟ୍‌ଫର୍ମରୁ ଡେଇଁ ଆତ୍ମହତ୍ୟା…

ଦକ୍ଷିଣ ଆଫ୍ରିକା ଗଲେ ମୋଦି: G20 ସମ୍ମିଳନୀ ଦେବେ ଯୋଗ

ନୂଆଦିଲ୍ଲୀ,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି। ୨୧ ନଭେମ୍ବରରୁ ୨୩ ତାରିଖ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଶିଖର ସମ୍ମିଳନୀ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ହେଉଛି ଏବଂ ଗୁରୁତ୍ୱପୂର୍ଣ୍ଣ…

ବିହାର ବିପର୍ଯ୍ୟୟ ପରେ INDIA ମେଣ୍ଟରେ ବଡ଼ ଫାଟ: ସହଯୋଗୀ ଦଳ ଛାଡ଼ିବାକୁ ଚିନ୍ତା କଲେଣି!

ନୂଆଦିଲ୍ଲୀ,୨୧।୧୧: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟର ଶୋଚନୀୟ ପରାଜୟ ପରେ ସାମ୍ମୁଖ୍ୟ ମଧ୍ୟରେ ଏକ ବଡ଼ ଧରଣର ଆଭ୍ୟନ୍ତରୀଣ ସଙ୍କଟ ଦେଖାଦେଇଛି। ଅନେକ ଆଞ୍ଚଳିକ ସହଯୋଗୀ ଦଳ ଏବେ ମେଣ୍ଟର ନେତୃତ୍ୱ, ରଣନୀତି ଏବଂ ବିଶ୍ୱସନୀୟତା ଉପରେ…

ରଥ ଦଳାଚକଟାରେ ଚାଞ୍ଚଲ୍ୟକର ତଥ୍ୟ: କଣ୍ଟ୍ରୋଲ ରୁମ୍ ଅଧିକାରୀ କିଛି ଜାଣି ନ ଥିଲେ

ଭୁବନେଶ୍ୱର, ୨୧।୧୧: ପୁରୀ ରଥଯାତ୍ରା ୨୦୨୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଏବଂ ଏଥିଜନିତ ୩ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ଓଡ଼ିଶା ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ ଆଧାରରେ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବାତ୍ୟା ଆଶଙ୍କା, ଚାଷୀଙ୍କ ମଧ୍ୟରେ ଭାଳେଣି

ଭୁବନେଶ୍ୱର, ୨୧ା୧୧(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଗୁରୁବାର ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣିବଳୟଟି ଷ୍ଟ୍ରେଟ୍‌ ଅଫ୍‌ ମଲାକ୍କା (ଇଣ୍ଡୋନେସିଆ ଦେଇ ଆଣ୍ଡାମାନ ସାଗରକୁ ସଂଯୋଗ କରୁଥିବା ଜଳପଥ)ର ସମୁଦ୍ରପତ୍ତନଠାରୁ ୫.୮ କିମି ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ନଭେମ୍ବର ୨୨ରେ…

ରାଉରକେଲା NIT’ର କୃତିତ୍ୱ: ଲ୍ୟାଣ୍ଡ୍‌ ମ୍ୟାପିଂ ପାଇଁ ସ୍ବୟଂଚାଳିତ ଡ୍ରୋନ୍‌

ରାଉରକେଲା, ୨୧।୧୧(ସଙ୍ଗୀତା ଜେନା): ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ ବିକଶିତ କରାଯାଇଛି, ଯାହା ନିର୍ଭୂଲ ଭାବେ ଲ୍ୟାଣ୍ଡ୍‌ ମ୍ୟାପିଂ (ଭୂମାନଚିତ୍ର) କରିପାରିବ। ଏହାର ପେଟେଣ୍ଟ…

କ୍ରିକେଟର ସ୍ମୃତି ମନ୍ଧାନା ଓ ପଲାଶ ମୁଛଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟ ତାରକା ସ୍ମୃତି ମନ୍ଧାନା ଆସନ୍ତା ନଭେମ୍ବର ୨୩ ତାରିଖରେ ସଙ୍ଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦମ୍ପତି ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା…

ବାଲି ଚୋରିରେ ମୁଖ୍ୟମନ୍ତ୍ରୀ, ଭାଜପା ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେଡି; ଏସବୁ ବିଧାୟକଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୨୦।୧୧: ବିଜୁ ଜନତା ଦଳ (ବିଜେଡି) ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଏବଂ ଅନେକ ଭାଜପା ନେତାଙ୍କ ବିରୋଧରେ ବେଆଇନ ବାଲି ଚୋରିରେ ସମ୍ପୃକ୍ତ ଥିବାର ସଙ୍ଗୀନ ଅଭିଯୋଗ ଆଣି ଶାସକ ଦଳ ଉପରେ ଆକ୍ରମଣକୁ ତୀବ୍ର କରିଛି। ଶଙ୍ଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?