Home Middle

ମାଡ଼ିଆସିଥିଲେ ୧୦୦ ଚାଇନା ସୈନ୍ୟ

ଡେରାଡୁନ/ନୂଆଦିଲ୍ଲୀ,୨୯।୯(ପି.ଟି.): ଏଲ୍‌ଏସି ଠିକ୍‌ ଭାବେ ନିର୍ଦ୍ଧାରଣ ହୋଇ ନ ଥିବାରୁ ଭାରତ-ଚାଇନା ସୀମାରେ ଅନେକ ସମୟରେ ଦ୍ୱନ୍ଦ୍ୱ ଓ ବିବାଦ ସୃଷ୍ଟି ହେଉଛି। ଏହି କ୍ରମରେ ଅଗଷ୍ଟ ୩୦ରେ ୧୦୦ରୁ ଊର୍ଦ୍ଧ୍ୱ ପିଏଲ୍‌ଏ ସୈନ୍ୟ ଉତ୍ତରାଖଣ୍ଡର ବାରାହୋତିକୁ ଅନୁପ୍ରବେଶ କରି ଭଙ୍ଗାରୁଜା…

ଗୋଟିଏ ଦିନ, ଏକା ସମୟରେ ଖେଳାଯିବ ଶେଷ ଦୁଇ ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୯: ସମାନ ତାରିଖ ଓ ସମାନ ସମୟ। ଚଳିତ ଆଇପିଏଲ୍‌ ସିଜନର ଅନ୍ତିମ ଦୁଇ ଲିଗ୍‌ ମ୍ୟାଚ୍‌ ଏକାସାଙ୍ଗରେ ଖେଳାଯିବ। ଏ ନେଇ ମଙ୍ଗଳବାର ଆଇପିଏଲ୍‌ ଗଭର୍ନିଂ କାଉନ୍ସିଲରେ ନିଷ୍ପତ୍ତି ହୋଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୮ ତାରିଖ ଅପରାହ୍ନ…

କୋଭାକ୍ସିନ୍‌କୁ ସ୍ବୀକୃତି ପ୍ରସଙ୍ଗ, ଅଧିକ ତଥ୍ୟ ଲୋଡ଼ିଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା,୨୮।୯: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭାକ୍ସିନ୍‌କୁ ସ୍ବୀକୃତି ଦେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଅଧିକ ତଥ୍ୟ ଲୋଡ଼ା ଯାଇଛି। କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବା ଲାଗି ଅଧିକ ତଥ୍ୟ ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ…

୩୫ ଫସଲ କିସମ ଲୋକାର୍ପିତ: ଦେଶର ବିକାଶରେ ବିଜ୍ଞାନ-କୃଷି ମଧ୍ୟରେ ସମନ୍ବୟ ଜରୁରୀ…

ନୂଆଦିଲ୍ଲୀ,୨୮।୯: ଦେଶର ବିକାଶରେ ବିଜ୍ଞାନ ଏବଂ କୃଷି ମଧ୍ୟରେ ସମନ୍ବୟ ଜରୁରୀ। ଏହାଦ୍ୱାରା ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ଭବ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂରେ ୩୫ଟି ଫସଲ କିସମର…

ଭବାନୀପୁର ଉପ ନିର୍ବାଚନକୁ ବନ୍ଦ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ କରାଯିବ। ଏହାକୁ କୌଣସି ବନ୍ଦ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର କୋଲକାତା ହାଇକୋର୍ଟ ରାୟ ଦେଇଛନ୍ତି। ଉପ ନିର୍ବାଚନର ସାମ୍ବିଧାନିକ ଆବଶ୍ୟକତା କ’ଣ ରହିଛି ବୋଲି ପ୍ରଶ୍ନ କରି କରାଯାଇଥିବା ଏକ…

୩ ଲୋକ ସଭା-୩୦ ବିଧାନସଭା ଆସନରେ ଉପ ନିର୍ବାଚନ ଅକ୍ଟୋବର ୩୦ରେ…

ନୂଆଦିଲ୍ଲୀ,୨୮।୯: ଦେଶର ୩ ଲୋକ ସଭା ଏବଂ ୩୦ ବିଧାନସଭା ଆସନରେ ଉପ ନିର୍ବାଚନ ଅକ୍ଟୋବର ୩୦ରେ କରାଯିବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏହା ସହିତ ନିର୍ବାଚନ ସମ୍ପର୍କିତ ନୋଟିସ୍‌ ମଧ୍ୟ ଜାରି ହୋଇଛି। ନିର୍ବାଚନ…

ଜାତିସଂଘକୁ ମଧ୍ୟ ବେଖାତିର, ଏକଛତ୍ରବାଦୀ ଶାସକ କଲେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା…

ପୋୟଙ୍ଗୟାଙ୍ଗ୍‌,୨୮।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବହୁ ଅନ୍ତର୍ଜାତୀୟ ବାରଣ ସତ୍ତ୍ୱେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ଜାରି ରଖିଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ଜାଗାଙ୍ଗ ପ୍ରଦେଶର ଉପକୂଳ ଅଞ୍ଚଳର ସମୁଦ୍ରରେ ଶର୍ଟ ରେଞ୍ଜ୍‌ ବାଲାଷ୍ଟିକ୍‌ ମିଜାଇଲ୍‌ ପରୀକ୍ଷଣ…

ପୁଣି ବାତ୍ୟା ଆଶଙ୍କା, ‘ଗୁଲାବ’ ପରେ ଏବେ ‘ଶାହିନ୍‌’ ଭୟ…

ନୂଆଦିଲ୍ଲୀ,୨୮।୯: ସାମୁଦ୍ରିକ ଝଡ଼ ଗୁଲାବ ଏବେ ଉତ୍ତର ତେଲେଙ୍ଗାନା ଏବଂ ବିଦର୍ଭ ଉପରେ ଦେଇ ଅତିକ୍ରମ କରିବା ସହିତ ଦୁର୍ବଳ ହୋଇସାରିଛି। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ସକାଳେ ତେଲେଙ୍ଗାନା ଏବଂ ମରାଠୱାଡା ଏବଂ ବିଦର୍ଭ ଅଞ୍ଚଳରେ ପ୍ରବେଶ କରିଥିବା…

ପିଓକେରେ ୧୫୦ରୁ ଅଧିକ ଆତଙ୍କବାଦୀ, ଅନୁପ୍ରବେଶ ଷଡ଼ଯନ୍ତ୍ର…

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ତେବେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତରେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ଷଡ଼ଯନ୍ତ୍ର କରିଛି। ଫଳରେ ଲଗାତାର ଏଲ୍‌ଓସି…

୨୦୧ ଦିନ ପରେ ୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୩ ଦିନ ଧରି ୩୦…

‘ଡାକ୍ତରଙ୍କୁ ଫୁଟ୍‌ବଲ ଭଳି ବ୍ୟବହାର କରନାହିଁ’

ନୂଆଦିଲ୍ଲୀ, ୨୮।୯: ଚଳିତ ବର୍ଷ ହେବାକୁ ଥିବା ନ୍ୟାଶନାଲ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା ପୋଷ୍ଟଗ୍ରାଜୁଏଟ୍‌ ସୁପର ସ୍ପେଶିଆଲିଟି (ଏନ୍‌ଇଇଟି ଏସ୍‌ଏସ୍‌)ରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିବାରୁ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କ୍ଷମତା ଖେଳରେ ଯୁବ…

ବ୍ରିଟେନରେ ତୈଳ ସଙ୍କଟ

ଲଣ୍ଡନ, ୨୮ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରଗୁଡ଼ିକରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି। ଯେଉଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri