Home Middle

ଭାଜପାରେ ଯୋଗ ଦେବିନି, ଶୀଘ୍ର ଛାଡ଼ିବି କଂଗ୍ରେସ…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ଭାଜପାରେ ଯୋଗ ଦେବିନି, କିନ୍ତୁ ଶୀଘ୍ର କଂଗ୍ରେସ ଛାଡ଼ିବି। ଏହାକୁ ନେଇ ରାଜ୍ୟ…

କେଜ୍ରିଓ୍ବାଲଙ୍କ ମିଶନ ପଞ୍ଜାବ, ସମସ୍ତଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟସେବା…

ଚଣ୍ଡିଗଡ଼,୩୦।୯: ପଞ୍ଜାବରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତି ଜାରି ରଖିଛି। ମିଶନ ପଞ୍ଜାବ ଅନ୍ତର୍ଗତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ଗଣମାଧ୍ୟମ ସମ୍ମିଳନୀରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି…

ପିପିଲି ଉପନିର୍ବାଚନ: ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୨୪.୭୬% ମତଦାନ

ପୁରୀ ଅଫିସ,୩୦ା୯: ଆଜି ଅନୁଷ୍ଠିତ ହେଉଛି ପିପିଲି ଉପନିର୍ବାଚନ। ଏନେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପିପିଲିବାସୀ। ବିଭିନ୍ନ ବୁଥ୍‌ରେ ସକାଳୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ତଥା କୋଭିଡ୍‌ କଟକଣା ମଧ୍ୟରେ ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି।…

କ୍ୟାପଟେନ୍‌ଙ୍କ ହାତରେ ବଲ ଧରାଇଲା ଭାଜପା…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଭାଜପା ପକ୍ଷରୁ କ୍ୟାପଟେନ୍‌ଙ୍କ ହାତରେ ବଲ୍‌ ଧରାଇ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। କ୍ୟାପଟେନ୍‌ଙ୍କୁ ୨ଟି ବିକଳ୍ପ ଦିଆଯାଇଛି। ପ୍ରଥମଟି ହେଉଛି ଯଦି ସେ…

ବାୟୁସେନାର ବଢ଼ିବ ଶକ୍ତି, ସାମିଲ ହେବ ୨୫ ଆଧୁନିକ ହେଲିକପ୍ଟର…

ନୂଆଦିଲ୍ଲୀ,୩୦।୯: ଭାରତୀୟ ବାୟୁସେନାର ଶକ୍ତିରେ ବୃଦ୍ଧି ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ୨୫ ଆଧୁନିକ ହାଲକା ହେଲିକପ୍ଟର (ଏଏଲ୍‌ଏଚ୍‌)କୁ ବାୟୁସେନାରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଡିଫେନ୍ସ ଆକ୍ୟୁଜିଶନ କାଉନସିଲ୍‌ (ଡିଏସି) ହେଲିକପ୍ଟର ସହିତ ଅନ୍ୟ ଉପକରଣ…

କଡ଼ା ସୁରକ୍ଷା ମଧ୍ୟରେ ଭବାନୀପୁରରେ ମତଦାନ ଆରମ୍ଭ…

କୋଲକାତା,୩୦।୯: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଗୁରୁବାର ମତଦାନ ଆରମ୍ଭ ହୋଇଛି। ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିବିଷ୍ୟତ ନିର୍ଦ୍ଧାରଣ କରିବ। ଭବାନୀପୁରରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁକାବିଲା ହେଉଛି।…

ପିପିଲି ଉପନିର୍ବାଚନ: ଭୋଟଗ୍ରହଣ ଆରମ୍ଭ, ଇଭିଏମ୍‌ ତ୍ରୁଟି ଅଭିଯୋଗ

ଭୁବନେଶ୍ୱର/ପୁରୀ ଅଫିସ୍‌,୩୦।୯: ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋଭିଡ ଗାଇଡ୍‌ଇନ ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସା ୬ଟାରେ ଶେଷ ହେବ। ଭୋଟରମାନେ ବିଭିନ୍ନ ବୁଥ୍‌ରେ ସେମାନଙ୍କ ମତ ସାବ୍ୟସ୍ତ…

କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍‌, ଅମରିନ୍ଦରଙ୍କ ସ୍ତ୍ରୀ ପରନୀତ୍‌ ଅଧ୍ୟକ୍ଷ ଡୋର ଧରିବା ନେଇ ଚର୍ଚ୍ଚା…

ଚଣ୍ଡିଗଡ଼,୩୦।୯: ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅଧ୍ୟକ୍ଷ ପଦରୁ ନଭଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ହାଇକମାଣ୍ଡ ମନାଇବା ସ୍ଥିତିରେ ନାହାନ୍ତିି। ଏବେ ପ୍ଲାନ୍‌-ବି ଉପରେ ଚିନ୍ତା କରାଯାଉଛି। ତେବେ କଂଗ୍ରେସ ହାଇକମାଣ୍ଡ ଗୋଟିଏ ତୀରରେ ଦୁଇଟି ଶିକାର କରିବାକୁ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୩୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୨…

ଘାତକ ହେବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ

ନୂଆଦିଲ୍ଲୀ, ୩୦ା୯: ପରିବେଶ ପ୍ରଦୂଷଣ ସମସ୍ୟାକୁ ବହୁଗୁଣିତ କରି ଅକାଳ ମୃତ୍ୟୁକୁ ଡାକି ଆଣିବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ। ଭାରତୀୟ ମେଟ୍ରୋଗୁଡ଼ିକ ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ହେବା ଯୋଗୁ ସମୟ ପୂର୍ବରୁ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇବ।…

୪୯,୨୭୯ ଛାତ୍ରୀଛାତ୍ରଙ୍କୁ ର଼୍ୟାଙ୍କ୍‌

ଭୁବନେଶ୍ୱର, ୨୯।୯(ବ୍ୟୁରୋ) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୧) ଫଳ ବୁଧବାର ପ୍ରକାଶ ପାଇଛି। ମୋଟ ୪୯,୨୭୯ଜଣ ଛାତ୍ରୀଛାତ୍ରଙ୍କୁ ର଼୍ୟାଙ୍କ୍‌ ମିଳିଛି। ବି.ଟେକ୍‌ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବାବେଳେ ଏଲ୍‌ଇ.ଟେକ୍‌ (ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲ୍‌ଇ.ଟେକ୍‌ (ବିଏସ୍‌ସି)ରେ ଦୀପକ ସା,…

ବିଜୁ ଗଁ। ଗାଡ଼ି ଅଗଡ଼

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗ୍ରାମାଞ୍ଚଳକୁ ଉତ୍ତମ ଯୋଗାଯୋଗ ଲକ୍ଷ୍ୟ ନେଇ ୨୦୧୪ ଫେବୃୟାରୀ ୨୨ରେ ରାଜ୍ୟରେ ଗଡ଼ିଥିଲା ‘ବିଜୁ ଗଁ। ଗାଡ଼ି’। ହେଲେ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନେ ବାଧକ ସାଜିଛନ୍ତି। ସେମାନଙ୍କ ଘରୋଇ ବସ୍‌ ପ୍ରୀତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri