ଭବାନୀପୁରରେ ମମତା ଆଗୁଆ…
କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରେଓ୍ବାଲଙ୍କଠାରୁ ୨୫୦୦ ଭୋଟରେ ଆଗୁଆ ରହିଛନ୍ତି। ମମତା ୪୫୪୨ ଭୋଟ…
ଦୈନିକ ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ,୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ କମିଲେ ପୁଣି…
ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍ସିବିର ଚଢାଉ
ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍ସିବି ଚଢାଉ କରି ପ୍ରାୟ ୧୦ ଜଣଙ୍କୁ ଗିରଫ କରିଥିବା ସୂଚନା…
ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ସେ ନିଯୁକ୍ତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି ଏୟାର ମାର୍ଶାଲ ଦିଲୀପ।…
ଏବେ ଆଉ କାମ ଦେବନି ଚାଇନାର ଚତୁରତା: ଭାରତ ଦେବ କଡ଼ା ଜବାବ
ନୂଆଦିଲ୍ଲୀ,୨ା୧୦: ଚାଇନାକୁ ଉପଯୁକ୍ତ ତଥା କଡ଼ା ଜବାବ ଦେବା ପାଇଁ ସୀମାରେ ଭାରତର କେ-୯ ବଜ୍ର ପ୍ରସ୍ତୁତ ରହିଛି। ଏବେ ଆଉ ଚାଇନାର କୌଣସି ଚତୁରତା କାମ କରିବ ନାହିଁ। ବଜ୍ର ଯୋଗୁ ଶତ୍ରୁମାନଙ୍କୁ କବଳିତ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ…
ଏଲ୍ଏସିରେ ୧୮ ମୁହାଁମୁହିଁ ସ୍ଥିତି ସ୍ଥାନ ଚିହ୍ନଟ…
ନୂଆଦିଲ୍ଲୀ,୨।୧୦: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଲ୍ଏସିରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଥିବା ୧୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସୀମା ବିବାଦର ଶାନ୍ତିିପୂର୍ଣ୍ଣ ସଫଳ ସମାଧାନ ପାଇଁ ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀର…
ଅଗଷ୍ଟରେ ୨ ନିୟୁତରୁ ଅଧିକ ହ୍ବାଟସ୍ଆପ ଆକାଉଣ୍ଟ ନିଷେଧ…
ନୂଆଦିଲ୍ଲୀ,୨।୧୦: ଅଗଷ୍ଟରେ ଭାରତର ୨ ନିୟୁତରୁ ଅଧିକ ହ୍ବାଟସ୍ଆପ୍ ଆକାଉଣ୍ଟକୁ ନିଷେଧ କରାଯାଇଛି। ଏନେଇ ହ୍ବାଟସ୍ଆପ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୪୨୦ଟି ଅଭିଯୋଗ ମଧ୍ୟ ମିଳିଛି। ହ୍ବାଟସ୍ଆପ୍ ରିପୋର୍ଟ ଅନୁସାରେ ଅଗଷ୍ଟରେ ୨୦ ଲକ୍ଷ…
୯୦ କୋଟି ଟପିଲା ଟିକାକରଣ ସଂଖ୍ୟା…
ନୂଆଦିଲ୍ଲୀ,୨।୧୦: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଶନିବାର ଦେଶରେ ଟିକାକରଣ ସଂଖ୍ୟା ୯୦ କୋଟି ଟପିଛି। ୨୦୨୧ ଜାନୁୟାରୀ ୧୬ରେ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ…
ଜଳ ଜୀବନ ମିଶନ ମହିଳାଙ୍କୁ ସଶକ୍ତିକରଣ କରିଛି …
ନୂଆଦିଲ୍ଲୀ,୨।୧୦: ଜଳ ଜୀବନ ମିଶନ ଦ୍ୱାରା ଦେଶର ମହିଳାଙ୍କ ସଶକ୍ତିକରଣ କାର୍ଯ୍ୟ ସମ୍ଭବ ହୋଇ ପାରିଛି। ପୂର୍ବରୁ ପିଇବା ପାଣି ସଂଗ୍ରହ ପାଇଁ ବହୁ ଗ୍ରାମୀଣ ମହିଳାଙ୍କୁ ଦୂରଦୂରାନ୍ତ ସ୍ଥାନକୁ ଯିବାକୁ ପଡୁଥିଲା। ସମୟ ନଷ୍ଟ ହେଉଥିଲା। ମାତ୍ର ଏବେ ଗ୍ରାମୀଣ…
ଭାରତୀୟ ସେନା ଯେ କୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ…
ଲଦାଖ,୨।୧୦: ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ଅବସରରେ ଭାରତୀୟ ସେବା ମୁଖ୍ୟ ଏମ୍.ଏମ୍. ନରାଓ୍ବଣେ କହିଛନ୍ତି ଯେ, ଚାଇନା ସୀମାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସୀମାରେ ଯେଭଳି ଅଧିକ ସୈନ୍ୟ ମୁତୟନ କରିହେବ ସେ ନେଇ…
ଆମେରିକାରେ କରୋନା ନେଇଛି ୭ ଲକ୍ଷ ମୁଣ୍ଡ, ସାଢ଼େ ୩ ମାସରେ ଲକ୍ଷେରୁ ଅଧିକ…
ଓ୍ବାଶିଂଟନ,୨।୧୦: ଆମେରିକାରେ କରୋନା ମହାମାରୀ ୭ ଲକ୍ଷରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଗତ ସାଢ଼େ ୩ ମାସ ମଧ୍ୟରେ ସ୍ଥିତି ଅତି ଭୟଙ୍କର ଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛିି। ଏହି ସମୟରେ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ କରୋନା…
ଜାତିର ପିତା-ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି…
ନୂଆଦିଲ୍ଲୀ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୧୭ତମ ପବିତ୍ର ଜନ୍ମ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପରାଷ୍ଟ୍ରପତି…
Archives


