ତୃତୀୟ ଲହର ଆସିବା ଆଶଙ୍କା କ୍ଷୀଣ !…
ନୂଆଦିଲ୍ଲୀ,୧୯।୧୦: ଦେଶରେ ଧୀରେ ଧୀରେ କରୋନା ମହାମାରୀ ଆତଙ୍କ କମିବାରେ ଲାଗିଛି। ପୂର୍ବରୁ ତୃତୀୟ ଲହର ଆସିବା ନେଇ କୁହାଯାଉଥିଲା। ମାତ୍ର ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମୁଥିବାରୁ ତୃତୀୟ ଲହର ଆଶଙ୍କା ଆସିବାର ଆଶଙ୍କା କ୍ଷୀଣ ହେବାରେ…
ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୨୯୪ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କଟକ ଓ ଜଗତ୍ସିଂହପୁରରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ…
ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୧୦: ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ମିଲାଦ୍-ଉନ୍-ନବି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ, ମହାପୁରୁଷ ମହମ୍ମଦଙ୍କ ବାଣୀ ସମାଜରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ।…
ରାଜ୍ୟରେ ଉପରମୁହାଁ ସଂକ୍ରମଣ: ବଢୁଛି ପିଲାଙ୍କ ଚିନ୍ତା
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପୁଣି ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଛି। ରାଜ୍ୟରେ ମଙ୍ଗଳବାର ୫୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୩୨୪ କ୍ୱାରାଣ୍ଟାଇନ୍ରୁ…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ,୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ ଦୈନିକ ସଂକ୍ରମଣ ୧୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ଚାଇନା ସୈନ୍ୟଙ୍କ ମୁକାବିଲା ପାଇଁ ବଜ୍ର, ତ୍ରିଶୂଳ
ନୂଆଦିଲ୍ଲୀ, ୧୯।୧୦: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତବର୍ଷ ଜୁନ୍ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ଯେଉଁଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ସଂଘର୍ଷରେ ଚାଇନା ସୈନ୍ୟ ଅଣମାରାତ୍ମକ ଅସ୍ତ୍ର ବ୍ୟବହାର କରିଥିଲେ।…
ନିଯୁକ୍ତି ଲକ୍ଷ୍ୟ ୨ଗୁଣ କଲେ ଆଇଟି କମ୍ପାନୀ
ନୂଆଦିଲ୍ଲୀ,୧୯।୧୦: ଟିସିଏସ୍, ଇନ୍ଫୋସିସ, ଓ୍ବିପ୍ରୋ ଏବଂ ଏଚ୍ସିଏଲ୍ ଭଳି ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଚଳିତ ଆର୍ଥତ୍କ ବର୍ଷ ଲାଗି ସେମାନଙ୍କ ନିଯୁକ୍ତି ପ୍ରଦାନ ଲକ୍ଷ୍ୟକୁ ୨ ଗୁଣ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ୧.୬୦ ଲକ୍ଷ ଫ୍ରେସର୍ସଙ୍କୁ ଚାକିରି ଦେବେ…
ଗୁରୁବାର ଯାଏ ବନ୍ଦ ରହିବ ବ୍ୟାଙ୍କ୍
ଭୁବନେଶ୍ୱର,୧୯।୧୦: ରାଜ୍ୟରେ ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ୍ । ମୁସଲିମ ପର୍ବ ଇଦ-ମିଲାଦ ଏବଂ ହିନ୍ଦୁ ମହୋତ୍ସବ ‘ଗଜଲକ୍ଷ୍ମୀ ପୂଜା’କୁ ଦୃଷ୍ଟିରେ ରଖି ଓଡିଶାରେ କାର୍ଯ୍ୟ କରୁଥିବା ବ୍ୟାଙ୍କ୍ ଏବଂ ବ୍ୟାଙ୍କିଙ୍ଗ୍ ସଂସ୍ଥା ଏହି ଦୁଇ…
ଚାଷୀଙ୍କୁ ଦଳି ଦେଇଥିବା ଏସ୍ୟୁଭିରେ ଥିଲେ ଭାଜପା ନେତା
ଲକ୍ଷ୍ନୌ,୧୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଚଳିତ ମାସ ୩ ତାରିଖରେ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଏସ୍ୟୁଭି ମାଡ଼ି ଯାଇଥିଲା। ଏଥିରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ବେଳେ ଏସ୍ୟୁଭି ଭିତରେ ଥିଲେ…
ଖୋଲିବ ସ୍କୁଲ; ୨ ଦିନ ପାଠ ପଢ଼ା ଯିବନି
ଭୁବନେଶ୍ୱର,୧୮।୧୦ (ବ୍ୟୁରୋ): ଆସନ୍ତା ୨୧ରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଖୋଲିବ। ଏ ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ମାର୍ଗଦର୍ଶିକା ଜାରି କରିଛି। ଅଷ୍ଟମ ଶ୍ରେଣୀ ପାଇଁ ୧୭ରୁ ୨୪ ତାରିଖ ମଧ୍ୟରେ ଶିକ୍ଷକ ଓ…
ରାମ ରହିମ୍ଙ୍କୁ ଆଜୀବନ ଜେଲ୍
ନୂଆଦିଲ୍ଲୀ,୧୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ସୋମବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ରାମ ରହୀମଙ୍କ ଉପରେ ୩୧ ଲକ୍ଷ…
ଆସାମରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ହାଇ ଆଲର୍ଟ ଜାରି…
ଶ୍ରୀନଗର,୧୮।୧୦: ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ନିର୍ଦ୍ଦେଶରେ ଆତଙ୍କବାଦୀ ସଂଗଠନ ଅଲ୍-କାଇଦା ପକ୍ଷରୁ ଏନେଇ ଷଡ଼ଯନ୍ତ୍ର ରଚାଯାଇଛି। ଆର୍ଏସ୍ଏସ୍ କ୍ୟାଡର ଏବଂ ସେନା…
Archives


