Home Middle

ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ୨.୨୦% ଅଧିକ

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା): ଓଡ଼ିଶାକୁ କିଭଳି ଦେଶର ସବୁଠାରୁ ଅଗ୍ରଣୀ ରାଜ୍ୟରେ ପରିଗଣିତ କରାଯାଇପାରିବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମ ଚଳାଇଛନ୍ତି। ଏପରି କି ରବିବାର ମଧ୍ୟ ଲୋକସେବା ଭବନରେ ବସି ସରକାରୀ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି।…

ଖାଲି ପଦ ପୂରଣ ପାଇଁ ପ୍ରକାଶ ପାଇବ ଏକାଧିକ ବିଜ୍ଞପ୍ତି: କ୍ୟାବିନେଟର ଅନୁମୋଦନ 

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା):ରାଜ୍ୟରେ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ନୂତନ ଆୟୋଗ ଗଠନ କରିବାକୁ ନିକଟରେ ନିଷ୍ପତ୍ତି ନେଇଥିବାବେଳେ ସୋମବାର ରାଜ୍ୟ କ୍ୟାବିନେଟ୍‌ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଲୋକସେବାଭବନରେ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ…

ଲଗାତାର ଦ୍ୱିତୀୟ ଥର କବାଡି ବିଶ୍ୱକପ ଜିତିଲା ମହିଳା ଭାରତୀୟ ଟିମ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଢାକା,୨୪।୧୧: ଭାରତୀୟ ମହିଳା କବାଡି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡି ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ବାଂଲାଦେଶର ଢାକାଠାରେ ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ୩୫-୨୮ ପଏଣ୍ଟରେ ଚାଇନିଜ୍ ତାଇପେଇକୁ ପରାସ୍ତ…

ଉନ୍ନତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୧୧: ଓଡ଼ିଶାବାସୀଙ୍କୁ ସମସ୍ତ ମୌଳିକ ସୁବିଧା, ସୁଯୋଗ ଏବଂ ସହାୟତା ଯୋଗାଇ ଦେବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କହିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକତ୍ରିତ ହୋଇଥିବା ବହୁ ସଂଖ୍ୟକ…

ସ୍ବଚ୍ଛ ବାୟୁ ହେଉ ମୌଳିକ ଅଧିକାର: ସୁନୀତା

ଭୁବନେଶ୍ୱର, ୨୪।୧୧ (ବନ୍ଦନା ସେଠୀ): ଆମେ ସମସ୍ତେ ଏବେ ଜଳବାୟୁ ପରିବର୍ତ୍ତନ ଭଳି ଏକ ବିରାଟ ସଙ୍କଟ ଦେଇ ଗତି କରୁଛେ। ଏହାକୁ ଆମେ ନିଜେ ହିଁ ତିଆରି କରିଛୁ। ସମ୍ପୂର୍ଣ୍ଣ ମାନବ ସମାଜ ଏକାଠି ହୋଇ ଏହାର ସମାଧାନର ବାଟ…

ବଢିଲା OTET ୨୦୨୫ ଫର୍ମ ପୂରଣ ସମୟସୀମା, ଏହିଦିନ ଯାଏ ମିଳିଲା ସୁଯୋଗ

ଭୁବନେଶ୍ୱର,୨୪ା୧୧: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ ପାଇଁ ଫର୍ମ ପୂରଣର ସମୟସୀମାକୁ ବୃଦ୍ଧି କରିଛନ୍ତି। BSE ଓଡ଼ିଶା ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଓଟିଇଟି ପରୀକ୍ଷା…

୭୨ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା ‘ସେନ୍ୟାର’: ଏଠାରେ କରିବ ଲ୍ୟାଣ୍ଡଫଲ୍, ଜାଣନ୍ତୁ ଓଡ଼ିଶାରେ କ’ଣ ରହିବ ପ୍ରଭାବ ?

ଭୁବନେଶ୍ୱର,୨୪ା୧୧: ମାଲାକ୍କା ପ୍ରଣାଳୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ଅଧିକ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର…

ଆସୁଛି ବଡ଼ ବାତ୍ୟା! ଓଡ଼ିଶାରେ…

ଭୁବନେଶ୍ୱର,୨୪।୧୧: ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ…

ଅଷ୍ଟମ ବେତନ କମିଶନ ପରେ କେତେ ବଢ଼ିବ CJIଙ୍କ ଦରମା, ଜାଣନ୍ତୁ କ’ଣ ରହିଛି ଆଉ ସବୁ ସୁବିଧା…

ନୂଆଦିଲ୍ଲୀ,୨୪ା୧୧: ଦେଶର ନ୍ୟାୟିକ ବ୍ୟବସ୍ଥାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବା ପାଇଁ ଶପଥ…

ଧର୍ମେନ୍ଦ୍ରଙ୍କ ପରଲୋକ: ବଲିଉଡ୍‌ରେ ଶୋକର ଛାୟା

ମୁମ୍ବାଇ,୧୧।୧୧: ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। କିଛିଦିନ ହେବ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରେ ଚିକିତ୍ସିତ ହେଉଥିଲେ। ସୂଚନାଯୋଗ୍ୟ, ବଲିଉଡ୍‌ର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ନିକଟରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଭର୍ତ୍ତି…

ଆଜି ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ: ଯୁବ ପରିବେଶବିତ୍‌ମାନେ ଯୋଗଦେବେ

ଭୁବନେଶ୍ୱର,୨୪/୧୧(ବନ୍ଦନା ସେଠୀ):ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍‌ କନ୍‌କ୍ଲେଭ୍‌ ବା…

୫୨

ଭାରତୀୟ ଗଣମାଧ୍ୟମ ଏବେ ଏକ ବିଷମ ସ୍ଥିତି ଦେଇ ଗତି କରୁଛି। ବିଷମ ସ୍ଥିତିଟି ବୋଇଲେ ଏହା ପୂର୍ବାପେକ୍ଷା ତା’ର ସ୍ବାତନ୍ତ୍ର୍ୟ ହରାଇ ବସିଲା ଭଳି ଦେଖାଯାଉଛି। ଏହା ଜଣାଶୁଣା ଯେ, ଗଣମାଧ୍ୟମ ତିଷ୍ଠିବା ପାଇଁ ବିଜ୍ଞାପନ ଉପରେ ନିର୍ଭର କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?