ଆସନ୍ତାକାଲି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ,୨୩ା୭: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। କାରଣ କାଲି ଚିତାଲାଗି ଅମାବାସ୍ୟା। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ…
ପ୍ରୋଟୋକଲ୍ ଭାଙ୍ଗି ହଠାତ୍ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଧନକର, ଇସ୍ତଫା ପୂର୍ବରୁ ହୋଇଥିଲା…
ନୂଆଦିଲ୍ଲୀ,୨୩ା୭: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକର ଇସ୍ତଫା ଦେବା ପରେ ହଠାତ୍ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ସେ ଏ ବିଷୟରେ ପୂର୍ବରୁ କାହାକୁ ଜଣାଇ ନ ଥିଲେ। ଧନକର ହଠାତ୍ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ହଇଚଇ ସୃଷ୍ଟି ହୋଇଛି। ସେ…
ନଗଦ ଟଙ୍କାକୁ ଫେରିବା
ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଏବେ ନବମ ବର୍ଷରେ ପ୍ରବେଶ କରିଛି। ପ୍ରବଳ ବିରୋଧ ସତ୍ତ୍ୱେ ଏହାକୁ ୧ ଜୁଲାଇ ୨୦୧୭ରେ ଲାଗୁ କରାଯାଇଥିଲା। ଜିଏସ୍ଟିଦାତାଙ୍କ ସଂଖ୍ୟା ୨୦୧୭ରେ ୬୭.୮୩ ଲକ୍ଷ ଥିଲାବେଳେ ପାଖାପାଖି ଦୁଇଗୁଣ ବୃଦ୍ଧି ପାଇ ଏବେ ୧…
ଶକ୍ତିଶାଳୀ ପାସ୍ପୋର୍ଟ ତାଲିକା: ଏହି ସ୍ଥାନରେ ଅଛି ଭାରତ
ନୂଆଦିଲ୍ଲୀ,୨୩ା୭:ହେନ୍ଲେ ପାସ୍ପୋର୍ଟ ସୂଚକାଙ୍କ-୨୦୨୫ (କ୍ୱାର୍ଟର ୨)ରେ ଭାରତର ସ୍ଥିତିରେ ଉନ୍ନତି ଘଟିଛି। ଚଳିତ ସୂଚକାଙ୍କରେ ଭାରତ ୮ ସ୍ଥାନ ଉପରକୁ ଉଠି ୭୭ତମ ସ୍ଥାନରେ ପହଞ୍ଚିଛି। ୬ ମାସ ତଳେ ହେନ୍ଲେ ପକ୍ଷରୁ ଜାରି କରାଯାଇଥିବା ସୂଚକାଙ୍କରେ ଭାରତର ପାସ୍ପୋର୍ଟ ୮୫ତମ…
୭ ବର୍ଷର ଶିଶୁକନ୍ୟାଙ୍କୁ କରିଥିଲେ ବଳାତ୍କାର, ମିଳିଲା ଏମିତି ଦଣ୍ଡ
ସମ୍ବଲପୁର,୨୩ା୭(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ୨୦୧୮ ମସିହାରେ ସଂଘଟିତ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ସମ୍ବଲପୁର ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି ଏହି ମାମଲାରେ ରାୟ…
IAS ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ପୁରୀ ଜିଲାପାଳ, ୪୮ ଜଣ IASଙ୍କୁ ଅଦଳବଦଳ
ଭୁବନେଶ୍ୱର,୨୨।୭: IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ଏହି ଅଦଳବଦଳରେ ସଚିବଙ୍କ ସହ କିଛି ଜିଲାର ଜିଲାପାଳ ମଧ୍ୟ ବଦଳି ହୋଇଛନ୍ତି। ରାତି ଅଧରେ ଆସିଲା ବଡ଼ ଖବର । IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର…
IAS ସ୍ତରରେ ବଡ଼ ଅଦଳବଦଳ, ବିଏମସି କମିଶନର ହେଲେ…
ଭୁବନେଶ୍ୱର,୨୨।୭: IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ବିଏମସି କମିଶନର ହେଲେ ଚଞ୍ଚଲ ରାଣା। ଚଞ୍ଚଲ ରାଣା ବର୍ତ୍ତମାନ ପୁରୀ ଜିଲାପାଳ ଅଛନ୍ତି। ରଥ ଅଘଟଣ ପରେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିଲେ। ସେହିପରି ରୁପା ରୋଶନ ସାହୁ ହେଲେ…
ଧନଖରଙ୍କ ଇସ୍ତଫା ମୋଦିଙ୍କୁ ବଡ଼ ବାର୍ତ୍ତା; ଖୁବ୍ଶୀଘ୍ର ବଡ଼ ପରିବର୍ତ୍ତନ ନେଇ…
ନୂଆଦିଲ୍ଲୀ,୨୨।୭: ମୌସୁମୀ ଅଧିବେଶନର ଆରମ୍ଭ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ହଠାତ୍ ଇସ୍ତଫାଠାରୁ ଆରମ୍ଭ ହୋଇଛି। ସେ ସୋମବାର ରାତିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏବେ ତାଙ୍କର ଏଭଳି ପଦକ୍ଷେପ ପରେ ସରକାର ସହ ଭାଜପାରେ ମଧ୍ୟ…
ପୁଣି ଭୟଙ୍କର ଦୁର୍ଘଟଣା! ଏୟାର ଇଣ୍ଡିଆ ବିମାନରେ ଲାଗିଗଲା ନିଆଁ, ହୁ ହୁ ହୋଇ…
ନୂଆଦିଲ୍ଲୀ,୨୨।୭: ଏୟାର ଇଣ୍ଡିଆ ବିମାନକୁ ନେଇ ବଡ଼ ଖବର। ହଠାତ୍ ବିମାନରେ ଲାଗିଗଲା ନିଆଁ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗି ଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି…
ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର, ଏହିଦିନ ମିଳିବ ଟଙ୍କା…
ଭୁବନେଶ୍ୱର,୨୨ା୭: ସୁଭଦ୍ରାକୁ ନେଇ ବଡ଼ ଖବର। ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ରାଜ୍ୟରେ ଅଙ୍ଗନୱାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରୀଛାତ୍ର ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ…
ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ବଡ଼ ଅପ୍ଡେଟ୍: କେବେ ହେବ ଲାଗୁ, କେନ୍ଦ୍ର ସରକାର ଦେଲେ ସୂଚନା
ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଆନୁଷ୍ଠାନିକ ଭାବରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ (8th CPC) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ଗଠନ ଏବଂ…
୬୨ ବର୍ଷ ପରେ ଅବସର ନେବ ଭାରତର ଐତିହାସିକ ଯୁଦ୍ଧବିମାନ, ଅନେକବାର ଶତ୍ରୁକୁ ପିଆଇଛି ପାଣି
ନୂଆଦିଲ୍ଲୀ,୨୨।୭: ଭାରତୀୟ ବାୟୁସେନା ତା’ର ଐତିହାସିକ ଯୁଦ୍ଧବିମାନ ମିଗ-୨୧କୁ ୬୨ ବର୍ଷର ସେବା ପରେ ଅବସର ଦେବାକୁ ପ୍ରସ୍ତୁତ ହେଉଛି। ଏହି ବିମାନର ଶେଷ ୟୁନିଟକୁ ସେପ୍ଟେମ୍ବର ୧୯ ତାରିଖରେ ଚଣ୍ଡିଗଡ଼ ବାୟୁସେନା ଘାଟିରେ ୨୩ ସ୍କ୍ୱାଡ୍ରନ (ପାନ୍ଥର୍ସ) ଦ୍ୱାରା ଏକ…
Archives


