Home Middle

ନିର୍ବାଚନ ପ୍ରଚାରରେ ରାଲି ବନ୍ଦ ପାଇଁ ୪୧ ପ୍ରତିଶତଙ୍କ ସମର୍ଥନ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ରାଲି ନ କରିବାକୁ ୪୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ସମସ୍ତ ରାଜନୈତିକ ରାଲି ଉପରେ ପ୍ରତିବନ୍ଧକ ଲଗାଇବାକୁ…

ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ୩୦ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ, ସରକାରଙ୍କ ନିର୍ଦ୍ଦେଶ…

ଜୟପୁର, ୯।୧ : ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ବଢ଼ି ଚାଲିଛି। ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ…

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତିି। ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ରିପୋର୍ଟ…

ନୂଆଦିଲ୍ଲୀ, ୯।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ,ଜାନୁଆରୀ ୧ ରେ ଏସପିଜି ଏବଂ ପଞ୍ଜାବ ପୋଲିସ ମଧ୍ୟରେ କଥାବାର୍ତ୍ତା…

ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୬୪ ପ୍ରତିଶତ ବୃଦ୍ଧି…

ଚଣ୍ଡିଗଡ଼, ୯।୧ : ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ ପ୍ରତିଶତ ବଢ଼ିଛି। ପ୍ରକାଶିତ ରାଜ୍ୟ ମେଡିକାଲ ବୁଲେଟିନ ଅନୁଯାୟୀ, ଶୁକ୍ରବାର କେବଳ…

ଖୁସି ଖବର: ତାମିଲନାଡୁ ସମେତ ୧୦ ରାଜ୍ୟର ସମସ୍ତ ଓମିକ୍ରନ୍ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୯ ।୧: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଦେଶର ୫୫୨ ଓମିକ୍ରନ୍ ସଂକ୍ରମିତ ମିଳିଥିବା ବେଳେ ୨୭ ରାଜ୍ୟ ଓ କେନ୍ଦ୍ର ଶ।।ସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା…

‘ବୀର ବାଲ୍‌ ଦିବସ’ ପାଳନ ପାଇଁ ଘୋଷଣା…

ନୂଆଦିଲ୍ଲୀ, ୯।୧: ଏଣିକି ଡିସେମ୍ବର ୨୬ରେ ପାଳନ ‘ବୀର ବାଲ୍‌ ଦିବସ’ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁ ଗୋବିନ୍ଦ ସିଂଙ୍କର ପ୍ରକାଶ ପର୍ବ ପାଳନ ଅବସରରେ ଏଭଳି ଘୋଷଣା କରି ସେ…

ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ

ଚେନ୍ନାଇ,୯।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ପ୍ରତି ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ହେଲେ ପବ୍ଲିକ ଟ୍ରାନ୍ସପୋର୍ଟ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ ଓ ରେଷ୍ଟୁରାଣ୍ଟରୁ ଲୋକେ…

ଆଜି ଦେଶରେ ଦେଢ଼ଲକ୍ଷରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୯ା୧: ଦେଶରେ କରୋନା ପ୍ରତି ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ନୂତନ କରୋନା ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦,୮୬୩ କରୋନା…

୨୨ ବର୍ଷରେ ଜାନୁୟାରୀରେ ସବୁଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ଶନିବାର ହୋଇଥିବା ବର୍ଷାରେ ସେଠାକାର ଏୟାର କ୍ୱାଲିଟିରେ ସାମାନ୍ୟ ସୁଧାର ଆସିଛି । ଏହାସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ହୋଇଯାଇଛି । ଦୀର୍ଘ ୨ ମାସ ପରେ ଦିଲ୍ଲୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।…

ପାର୍ଲାମେଣ୍ଟରେ କରୋନା ବିସ୍ଫୋରଣ: ୪୦୦ରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି କରୋନା । ଏହି ସଂକ୍ରମଣ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ଜାନୁୟାରୀ ୬ ଓ ୭ରେ ପାର୍ଲାମେଣ୍ଟରେ କାମ କରୁଥିବା କର୍ମଚାରୀ, ସୁରକ୍ଷାକର୍ମୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୦୦ରୁ…

ଅବିବାହିତା ଝିଅଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିପାରିବେନି ପିତା…

ନୂଆଦିଲ୍ଲୀ, ୮।୧: ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି। ବିଚାରପତି ବିପିନ ସାଙ୍ଗଭୀ ଏବଂ ଜସମିତ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri