Home Middle

ୟୁକ୍ରେନ୍‌ରେ ପାଠପଢ଼ି ଭାରତରେ ଡାକ୍ତର ହେବା ନୁହେଁ ସହଜ, ପାଠପଢ଼ା ଶସ୍ତା-ସ୍ବଦେଶରେ ଚାକିରି ପାଇଁ ହିନସ୍ତା…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ କିଭଳି ଏୟାର ଲିଫ୍ଟ କରାଯିବ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତି…

ଏୟାର ଲିଫ୍ଟ, ୩ ଦିନରେ ୨୬ ଉଡାଣ ପାଇଁ ଯୋଜନା…

ନୂଆଦିଲ୍ଲୀ,୧।୩ : ୟୁକ୍ରେନ୍‌ରେ ଫଶି ରହିଥିବା ଛାତ୍ରୀଛାତ୍ର ତଥା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସୁରକ୍ଷିତ ସ୍ବଦେଶ ଫେରାଇ ଅଣାଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ଥିର ହୋଇଛି। ଆଗାମୀ ୩ ଦିନରେ ଭାରତୀୟଙ୍କ ଏୟାର…

ବୋମା ବର୍ଷା ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଘରକୁ ଫେରାଇ ଆଣିବା କଷ୍ଟକର…

ବେଜିଂ,୧।୩ : ୟୁକ୍ରେନ୍‌ରେ ଚାଇନାର ୬ ହଜାରରୁ ଅଧିକ ଛାତ୍ରୀଛାତ୍ର ଅଟକି ରହିଛନ୍ତି। ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବା ନେଇ ଚାଇନାରେ ବିବାଦ ଆରମ୍ଭ ହୋଇଛି। ଚାଇନା ଅଧିକାରୀ କହିଛନ୍ତି ଯେ, ବୋମା, ମିଜାଇଲ୍‌ ବର୍ଷା ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ବାଧା…

ହଂକଂରେ କରୋନା ଅଣାୟତ୍ତ, ପୁଣି ଲକ୍‌ଡାଉନ୍‌ ଆଶଙ୍କା, ମୃତଦେହ ରଖିବାକୁ ସ୍ଥାନର ଅଭାବ…

ହଂକଂ,୧।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ସଙ୍କଟ ସୃଷ୍ଟି କରିଛି। ମୃତ ଦେହଗୁଡ଼ିକୁ ରଖିବା ପାଇଁ ଶବାଗାରରେ ସ୍ଥାନର ଅଭାବ ଦେଖାଦେଇଛି। ହଂକଂର ବହୁ ଲୋକ କରୋନା ଟିକା…

ଟାର୍ଗେଟ୍‌ ଆକ୍ରମଣ ଯୋଜନା କରୁଛି ରୁଷିଆ, ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ…

କ୍ୱିଭ୍‌,୧।୩ : ରୁଷିଆ ଏବେ ୟୁକ୍ରେନ୍‌ରେ ଟାର୍ଗେଟ୍‌ ଆକ୍ରମଣର ଯୋଜନା କରୁଥିବା ଅଭିଯୋଗ ହୋଇଛି। କ୍ୱିଭ୍‌ର ବହୁ ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ ଦେଖିବାକୁ ମିଳିଛି। ତେବେ ଏଭଳି ଚିହ୍ନ କିଏ କାହିଁକି କରିଛି ତାହା ମଧ୍ୟ ସମ୍ପୃକ୍ତ ଘର…

ଆମେରିକା ହିଁ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଦାୟୀ, ଇରାନ୍‌ ସୁପ୍ରିମ୍‌ ଲିଡରଙ୍କ ଆକ୍ଷେପ…

ତେହେରାନ,୧।୩ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ନେଇ ଇରାନ୍‌ର ସୁପ୍ରିମ୍‌ ଲିଡର ଆୟତୁଲା ଅଲ୍ଲୀ ଖାମନେଇ ଆମେରିକା ଉପରେ ଦୋଷ ବୋଳିଛନ୍ତି। ସେ କହିଛନ୍ତି ଯେ, ଆମେରିକା ମାଫିଆ ଭଳି କାର୍ଯ୍ୟ କରୁଛି। ଆମେରିକା ଜାଣିଶୁଣି ଯୁଦ୍ଧ ସ୍ଥିତି ସୃଷ୍ଟି…

ଜାତିସଂଘରେ ଏକୁଟିଆ ରୁଷିଆ,ସଦସ୍ୟ ରାଷ୍ଟ୍ର କଲେ ଗୃହତ୍ୟାଗ…

ଜେନେଭା,୧।୩ : ୟୁକ୍ରେନ୍‌ ଉପରେ ଆକ୍ରମଣ କରି ରୁଷିଆ ଏବେ ଚାରିପଟୁ ବିରୋଧର ସମ୍ମୁଖୀନ ହେବାରେ ଲାଗିଛି। ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ବିରୋଧାଭାସର ଦୃଶ୍ୟ ଦେଖିବାକୁ ମିଳିଛି। ବୈଠକରେ ରୁଷିଆ ବୈଦେଶିକ ମନ୍ତ୍ରୀ ସେରେଜ ରାଓ୍ବରୋଓ୍ବ କହିବାକୁ ଆରମ୍ଭ…

କୃଷକ ଆନ୍ଦୋଳନର ୧୭ ମାମଲା ଫେରାଇ ନେବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୧।୩ : ଗତ ବର୍ଷ କୃଷକ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ୧୭ ମାମଲାକୁ ଦିଲ୍ଲୀ ସରକାର ଫେରାଇ ନେବେ। ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାଗୁଡ଼ିକୁ ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ମଞ୍ଜୁରୀ ଦେଇଛନ୍ତି।…

ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସମନ ଜାରି କଲେ ଭାରତ ସରକାର…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ମହାଯୁଦ୍ଧରେ ଭାରତୀୟ ଛାତ୍ର ନବୀନ ଶେଖରଆପ୍ପା ଜ୍ଞାନଗୌଡ଼ାଙ୍କ ମୃତ୍ୟୁ ଘଟିଛି। ସେ କର୍ନାଟକର ବାସିନ୍ଦା ବୋଲି ତାଙ୍କ ପାସପୋର୍ଟରୁ ଜଣାପଡ଼ିଛି। ଏନେଇ ଭାରତ ସରକାର ୟୁକ୍ରେନ୍‌ ଏବଂ ରୁଷିଆ ରାଷ୍ଟ୍ରଦୂତଙ୍କୁ…

ରୁଷିଆ ଆକ୍ରମଣ ଭୟରେ ନାଟୋ ଆହ୍ବାନକୁ ଖାରଜ କଲା ବ୍ରିଟେନ୍‌…

ଲଣ୍ଡନ,୧।୩ : ରୁଷିଆର ଆକ୍ରମଣ ଭୟରେ ବ୍ରିଟେନ୍‌ ନାଟୋର ଆହ୍ବାନକୁ ଖାରଜ କରିଛି। ନାଟୋ କଥାରେ ରାଜି ହେଲେ କାଳେ ରୁଷିଆ ଅକ୍ରମଣ କରିବ। ଏହି ଭୟରେ ବ୍ରିଟେନ୍‌ ନାଟୋର କଥାକୁ ଅଣଦେଖା କରିଛି। ବିମାନ ଉଡ଼ାଣ ପ୍ରତିବନ୍ଧକ କ୍ଷେତ୍ର ଘୋଷଣା…

ସିନ୍ଧୁ ଜଳ କମିଶନ ବୈଠକ, ପାକିସ୍ତାନରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ…

ନୂଆଦିଲ୍ଲୀ,୧।୩ : ସିନ୍ଧୁ ଜଳ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍‌ରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ ମଙ୍ଗଳବାର ଇସଲାମାବାଦ୍‌ରେ ପହଞ୍ଚିଛନ୍ତି। ଭାରତୀୟ ପ୍ରତିନିଧିମାନେ ଅଟାରୀ ସୀମାରୁ ପାକିସ୍ତାନରେ…

ନରସଂହାର, ୟୁକ୍ରେନ୍‌ରେ ପଡ଼ିଛି ଭାକ୍ୟୁମ୍‌ ବୋମା, ଅକ୍ସିଜେନ୍‌ ନେଇଛି ଶୋଷି !…

କ୍ୱିଭ୍‌,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ, କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଯୁଦ୍ଧରେ ରୁଷିଆ ଭାକ୍ୟୁମ୍‌ ବୋମା ବ୍ୟବହାର କରିଛି। ଏହି ମହାବିନାଶକ ବୋମା ଯୋଗୁଁ ବହୁ ଲୋକଙ୍କ ଜୀବନ ସଙ୍କଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri