Home Middle

୩୫ ମିନିଟ୍‌ କଥାବାର୍ତ୍ତା, ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଦେଲେ ମୋଦି…

ନୂଆଦିଲ୍ଲୀ/କ୍ୱିଭ୍‌,୭।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହିତ ସୋମବାର ୩୫ ମିନିଟ୍‌ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ମୋଦି ୟୁକ୍ରେନ୍‌ରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ…

ମାର୍ଚ୍ଚ ୮ ପରେ ଏଲ୍‌ପିଜି ସିଲିଣ୍ଡର-ପେଟ୍ରୋଲ ଡିଜେଲ ଦାମ ବଢ଼ିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୭।୩ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଛି। ତେବେ ଭାରତ ସରକାର ଘରୋଇ ଏଲ୍‌ପିଜି ଅବା ପେଟ୍ରୋଲ ଡିଜେଲ ଦାମ ୫ ରାଜ୍ୟରେ ଜାରି ରହିଥିବା ବିଧାନସଭା…

କ୍ୱିଭ୍‌ ଦଖଲ ପାଇଁ ସିରିଆ ଯୋଦ୍ଧାଙ୍କୁ ନିଯୁକ୍ତ କରୁଛି ରୁଷିଆ…

ମସ୍କୋ,୭।୩ : ୟୁକ୍ରେନ ଯୁଦ୍ଧରେ ରାଜଧାନୀ କ୍ୱିଭ୍‌ ଦଖଲ କରିବା ଲାଗି ରୁଷିଆ ସିରିଆ ଯୋଦ୍ଧାଙ୍କୁ ସାମିଲ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ସିରିଆ ଯୋଦ୍ଧାଙ୍କୁ କ୍ୱିଭ୍‌ ଦଖଳ କାର୍ଯ୍ୟରେ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି।…

ଜେଲେନସ୍କିଙ୍କ ମୃତ୍ୟୁ ଘଟିଲେ କ’ଣ ରହିଛି ବିକଳ୍ପ, ଆମେରିକା ଏପରି ଉତ୍ତର ଦେଲା…

ଓ୍ବାଶିଂଟନ/କ୍ୱିଭ୍‌,୭।୩ : ଯଦି ରୁଷିଆର ଆକ୍ରମଣ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରାଯାଏ, ତେବେ ୟୁକ୍ରେନ ସରକାରଙ୍କର ଏକ ବିକଳ୍ପ ଯୋଜନା ଅଛି। ରବିବାର ସିବିଏସଇ ନ୍ୟୁଜ ‘ଫେସ ଦି ନେଶନ’କୁ ଦେଇଥିବା ଏକ ସାକ୍ଷାତକାରରେ ଆମେରିକାର ବୈଦେଶିକ…

ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ସତର୍କ ସୂଚନା ଜାରି…

ବେଜିଂ,୭।୩ : କରୋନା ପୁଣି ଥରେ ଏହାର ଏନ୍ତୁଡ଼ିଶାଳ ଚାଇନାକୁ ଫେରିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ମହାମାରୀର ଆରମ୍ଭ ଉହାନରେ ହୋଇଥିଲା। ତେବେ ସମ୍ପ୍ରତି ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି। ଚାଇନାରେ ସମ୍ପ୍ରତି ଗୋଟିଏ ଦିନରେ…

ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

ମସ୍କୋ,୭।୩: ଦୀର୍ଘ ୧୨ ଦିନର ଯୁଦ୍ଧ ପରେ ରୁଷିଆ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି। ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨.୩୦ରୁ ଏହି ବିରତି ଘୋଷଣା କରିଛି ରୁଷିଆ। ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରୁଷିଆ ଏପରି କରିଥିବା…

ଶ୍ରୀମନ୍ଦିରରେ ରକ୍ତଛିଟା: ନୀତି ବିଳମ୍ବ

ପୁରୀ ଅଫିସ,୭ା୩: ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ସବୁ ନୀତି ବନ୍ଦ କରାଯାଇ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ଫଳରେ ଘଣ୍ଟାଏରୁ ଅଧିକ ସମୟ ଧରି ଭକ୍ତମାନେ ବଡ଼ଦାଣ୍ଡରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ଭିତକାଠ ନିକଟରେ ରକ୍ତଛିଟା ପଡ଼ିଥିବାରୁ…

ଜୀବନ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା, ପ୍ଲାଟଫର୍ମରେ ପାଦ ଥୋଇବାକୁ ସ୍ଥାନ ନାହିଁ…

କ୍ୱିଭ୍‌,୭।୩ : ୟୁକ୍ରେନର ଖାର୍କିଭ ସହର ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏଠାରେ ରୁଷିଆ କ୍ରମାଗତ ଭାବରେ ବୋମା ଏବଂ କ୍ଷେପଣାସ୍ତ୍ର ମାଡ଼ କରୁଛି। ଲୋକମାନେ ଭୟରେ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡୁଛନ୍ତି। ଫଳରେ ଖାର୍କିଭ ଷ୍ଟେଶନରେ ପ୍ରବଳ…

ଯୁଦ୍ଧର ପ୍ରଭାବ, ଭାରତୀୟ ଶେୟାର ବଜାରରେ ସଙ୍କଟ…

ମୁମ୍ବାଇ,୭।୩ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ସୋମବାର ସପ୍ତାହର ପ୍ରଥମ ବାଣିଜ୍ୟ ଦିବସରେ ଭାରତୀୟ ଷ୍ଟକ ବଜାରରେ ହ୍ରାସ ସହ କାରବାର ଆରମ୍ଭ ହୋଇଛି। ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ଇଣ୍ଡେକ୍ସ ସେନସେକ୍ସ ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ଏସୀୟ…

୫ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍‌…

ନୂଆଦିଲ୍ଲୀ, ୭।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର ୩୬୨…

ଦୂତାବାସ ଭିତରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତଦେହ…

ନୂଆଦିଲ୍ଲୀ,୭।୩ : ଭାରତ ପାଇଁ ପାଲେଷ୍ଟାଇନରୁ ଦୁଃଖଦ ଖବର ଆସିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପାଲେଷ୍ଟାଇନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ସୂଚନା ଦେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପାଲେଷ୍ଟାଇନରେ ମୁକୁଲଙ୍କ…

ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର/ଲାଞ୍ଜିଗଡ଼,୭ା୩(ବ୍ୟୁରୋ/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଶ୍ୱନାଥପୁର ହୀରାନୀଳା କଲେଜର ପ୍ରିନ୍ସପାଲଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଏକକାଳୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri