୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…
ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସମ୍ପତ୍ତି ୭ କୋଟିରୁ ଅଧିକ ହୋଇ ପାରନ୍ତା…
ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଶ୍ମଶାନ-କବରସ୍ତାନରେ ଲମ୍ବା ଲାଇନ୍…
ନୂଆଦିଲ୍ଲୀ, ୩।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୨ ହଜାର ୪୩୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…
ରୁଷିଆ ବୋମା ମାଡ଼ କଲେ ଷ୍ଟ୍ରିପ୍ କ୍ଲବ୍ରେ ଆଶ୍ରୟ ନେବେ ୟୁକ୍ରେନ୍ ଜନସାଧାରଣ…
କାଇଭ୍, ୩।୨ : ପୂର୍ବ ୟୁରୋପରେ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ଯେ ଯଦି ରୁଷିଆ ଆକ୍ରମଣ କରେ, ତେବେ ୟୁକ୍ରେନୀୟମାନେ ଏକ ଷ୍ଟ୍ରିପ କ୍ଲବ୍ରେ ଲୁଚି ରହିବାର…
ମୋଦି ଆସିିବେ ଇସଲାମାବାଦ୍, ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଆଲୋଚନା, ପାକିସ୍ତାନୀ କୁବେରଙ୍କ ଦାବି…
ଇସଲାମାବାଦ୍, ୩।୨ : ଭାରତ ଏବଂ ପାକିସ୍ତାନର ସମ୍ପର୍କକୁ ନେଇ ପାକିସ୍ତାନର ବିଲିୟନେୟାର ବ୍ୟବସାୟୀ ମିଆଁ ମାଂଶା ଦାବି କରିଛନ୍ତି। ମିଆଁ ମାଂଶା କହିଛନ୍ତି ଯେ ପରଦା ପଛରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଚାଲିଛି। ସେ ଆହୁରି ମଧ୍ୟ…
ହିଡମାଙ୍କ ଆତ୍ମସମର୍ପଣ, ବିଜାପୁର ଆକ୍ରମଣର ମାଷ୍ଟରମାଇଣ୍ଡ…
ମୁଲୁଗୁ, ୩।୨ : ମାଓବାଦୀ ନେତା ମାଡଭି ହିଡମା ତେଲେଙ୍ଗାନାର ମୁଲୁଗୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ଛତିଶଗଡର ବିଜାପୁରରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ବୋଲି କୁହାଯାଉଛି। ଏପ୍ରିଲ ୨୦୨୧ରେ, ବିଜାପୁରରେ ସିଆର୍ପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା।…
ଦି କ୍ଲେକ୍ସନ୍ରେ ଚାଇନା ସୈନ୍ୟ-ଭାରତୀୟ ଯବାନଙ୍କ ମୁହାଁମୁହିଁ ରିପୋର୍ଟ…
ଲଦାଖ, ୩।୨ : ଅଷ୍ଟ୍ରେଲିଆ ଖବରକାଗଜ ଦି କ୍ଲେକ୍ସନ୍ରେ ଜୁନ ୨୦୨୦ରେ, ପୂର୍ବ ଲଦାଖର ଗଲୱାନ ଘାଟିରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ଏକ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି।…
ବୈଦ୍ୟୁତିକ ବିକଳ୍ପ ଡିଜିଟାଲ ମୁଦ୍ରା
ନୂଆଦିଲ୍ଲୀ, ୩ା୨: ସମ୍ପ୍ରତି ସାରା ବିଶ୍ୱ ଡିଜିଟାଲାଇଜେଶନ ମୁହଁ। ହୋଇଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କାର୍ଯ୍ୟକୁ ଆହୁରି ସହଜ କରିବାରେ ଲାଗିଛି। ନଗଦ କାରବାର କମିବା ସହ ଅନ୍ଲାଇନ ଟ୍ରାଞ୍ଜାକଶନର ଚାହିଦା ବଢ଼ିଛି। ଏହି କ୍ରମରେ ମଣିଷର ଆବଶ୍ୟକତା…
ପୋଲାଭରମ ଯୋଗୁ ଓଡ଼ିଶାର ୧୦୦୨ ପରିବାର ପ୍ରଭାବିତ ହେବେ
ନୂଆଦିଲ୍ଲୀ, ୩ା୨: ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ବହୁମୁଖୀ ନଦୀବନ୍ଧ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ଅନୂ୍ୟନ ୧୦୦୨ ପରିବାର ପ୍ରଭାବିତ ହେବେ। ସେଥିରୁ ୯୦୩ ପରିବାର ହେଉଛନ୍ତି ଆଦିବାସୀ। ରାଜ୍ୟ ସଭାରେ ବୁଧବାର ବିଜେଡି ସଦସ୍ୟ ସସ୍ମିତ ପାତ୍ର ପଚାରିଥିବା ଏକ…
କ୍ରିପ୍ଟୋ: ସ୍ବତନ୍ତ୍ର ଆଇଟି ରିଟର୍ନ ସ୍ତମ୍ଭ ରହିବ
ନୂଆଦିଲ୍ଲୀ, ୩ା୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ ବେଳେ ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋକରେନ୍ସି ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହାପରଠୁ ଭାରତର ଡିଜିଟାଲ ମୁଦ୍ରାର ରୂପରେଖ ଏବଂ ଅନ୍ଲାଇନରେ ଚାଲିଥିବା…
‘ତୁମ ପାଇଁ ଦେଶରେ ବେରୋଜଗାରୀ ବୃଦ୍ଧି ପାଉଛି’
ନୂଆଦିଲ୍ଲୀ,୨।୨: କେନ୍ଦ୍ର ସରକାରଙ୍କ ପାଇଁ ଦେଶରେ ବେରୋଜଗାର ହାର ବଢ଼ି ଚାଲିଛି। ସଂସଦରେ ବୁଧବାର ଏଭଳି କଡ଼ା ଶବ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। “ତୁମେ ମେକ ଇନ୍ ଇଣ୍ଡିଆ କଥା କହୁଛ। ତୁମେ…
ସର୍ବସାଧାରଣ ସ୍ଥାନରେ ସ୍ତ୍ରୀଙ୍କ ସହ ଦେଖା ଦେଲେ କିମ୍
ପ୍ୟୋଙ୍ଗୟାଙ୍ଗ୍,୨ା୨: ଉତ୍ତରକୋରିଆର କ୍ରୁର ଶାସକ କିମ୍-ଜୋଙ୍ଗ-ଉନ୍ ତାଙ୍କ ସ୍ତ୍ରୀ ଏବଂ ଖୁଡ଼ୀଙ୍କ ସହ ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଶାସକ ପରିବାର ବାହାରେ ଚଳପ୍ରଚଳଠାରୁ ଦୂରେଇ ରହିଥିବାରୁ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ରାଜଧାନୀ…
ଫେକ୍ ନ୍ୟୁଜ୍ ହଟାଇ ନ ଥିବାରୁ ସୋସିଆଲ ମିଡିଆକୁ ତାଗିଦ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨ା୨: ନିକଟରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ ଆମେରିକାର ବୃହତ ଟେକ୍ନୋଲୋଜି କମ୍ପାନୀଗୁଡିକର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ବୈଠକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଛି। କେନ୍ଦ୍ରୀୟ ଅଧିକାରୀମାନେ ତୁରନ୍ତ ସେମାନଙ୍କ ପ୍ଲାଟଫର୍ମରୁ ମିଥ୍ୟା ଖବର ହଟାଇ ନ ଥିବାରୁ ଗୁଗ୍ଲ, ଟୁଇଟର ଏବଂ…
Archives


