କେତେ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି ନାଟୋ ଦେଲା ସୂଚନା…
ଓ୍ବାଶିଂଟନ/କ୍ୱିଭ୍/ମସ୍କୋ,୨୪।୩ : ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଆକଳନ କରିଛି ଯେ ୟୁକ୍ରେନରେ ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ୭,୦୦୦ ରୁ ୧୫,୦୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ନାଟୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ…
ଯୋଗୀଙ୍କ ନୂତନ ଯୋଜନା…
ଲକ୍ଷ୍ନୌ,୨୪।୩ : ଦ୍ୱିତୀୟ ଇନିଂସ୍ରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଅର୍ଥନୀତି ପାଇଁ ଏକ ବଡ ଆହ୍ବାନ ହୋଇଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଏନେଇ…
ବିଶ୍ୱର ସମସ୍ତ ଦେଶ ମିଶି ଯୁଦ୍ଧ ବନ୍ଦ କରିବା ଦରକାର: ଜେଲେନ୍ସ୍କି
କ୍ୱିଭ୍,୨୪ ।୩: ରୁଷିଆ ଲଗାତାର ଭାବେ ପାଖାପାଖି ୧ ମାସଧରି ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନ୍ ବି ଏହାର ପାଲଟା ଜବାବ ଦେଉଛି । ହେଲେ ଏଥିରେ ଉଭୟ ଦେଶ କ୍ଷତି ସହୁଥିବା ବେଳେ ବିନା କାରଣରେ…
କ୍ୱିଭ୍ ଉପରେ ଆକ୍ରମଣ ସମୟରେ ରୁଷିଆ ଖବରଦାତାଙ୍କ ମୃତ୍ୟୁ
କ୍ୱିଭ,୨୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ହେଲେ ଗୋଟିଏ ପଟେ ରୁଷିଆ ତା’ର ଜିଦରେ ଅଟଳ ରହିଥିବା ବେଳେ ୟୁକ୍ରେନ୍ ବି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଏଥିରେ ଉଭୟ ଦେଶର ବହୁ…
ପୁଣିଥରେ ଦୂରେଇ ରହିଲା ଭାରତ
ନୂଆଦିଲ୍ଲୀ,୨୪ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟକୁ ନେଇ ସୁରକ୍ଷା ପରିଷଦ ଦ୍ୱାରା ବୁଧବାର ହୋଇଥିବା ମତଦାନରେ ଭାରତ ସମେତ ୧୩ ଦେଶ ଭାଗ ନେଇ ନାହାନ୍ତି । ପ୍ରସ୍ତାବରେ ରୁଷିଆ ଓ ୟୁକ୍ରେନ୍…
କାଲି ସକାଳ ୮ରୁ ପୌର ଭୋଟ୍
ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ। ଏଥିପାଇଁ ଏନ୍ଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ଓ୍ବାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ୪ ହଜାର ୩ ଶହ ୭୩ ବୁଥ୍ରେ ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର…
ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଏବଂ ୨ ବିଇଓଙ୍କୁ ଚାକିରିରୁ ବିଦା କରାଯାଇଛି। ଏ ପର୍ଯ୍ୟନ୍ତ ୧୬୪ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସରିଲାଣି। ସମ୍ବଲପୁର ଇଲେକ୍ଟ୍ରିକାଲ ବିଭାଗର…
୨୮ରୁ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର
ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଆସନ୍ତା ୨୮ରୁ ରାଜ୍ୟରେ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବ। ଏନେଇ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗୀୟ ସଚିବ ସମସ୍ତ ଜିଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। ଅଙ୍ଗନଓ୍ବାଡ଼ି ଖୋଲିବା ନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି…
ଶହେ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬୩
ନୂଆଦିଲ୍ଲୀ, ୨୩ା୩: ଦେଶରେ ତିନି ବର୍ଷ ଧରି ବାୟୁ ଗୁଣବତ୍ତା ବୃଦ୍ଧିରେ ବ୍ରେକ୍ ଲାଗିଛି। ଭାରତରେ ପ୍ରଦୂଷଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ୨୦୨୧ରେ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ହୋଇଛି। ଏହାବାଦ୍ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ…
୨୪ରେ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର,୨୨ା୩(ବ୍ୟୁରୋ)-ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମରେ ମଙ୍ଗଳବାର ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ୫୮୪୨ ଜଣ ପ୍ରାର୍ଥୀ…
ଶେଷରେ ଗିରଫ ହେଲେ ଚିଲିକା ବିଧାୟକ
ଖୋର୍ଦ୍ଧା ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୨।୩: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ନେଇ କେନ୍ଦ୍ରାଞ୍ଚଳ…
ବଢିଲା ଗ୍ୟାସ ଦର
ନୂଆଦିଲ୍ଲୀ,୨୨।୩: ଦେଶବାସୀଙ୍କ ଉପରେ ପୁଣି ମହଙ୍ଗା ମାଡ଼। ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସୋମବାର ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି। ଶେଷ ଥର ପାଇଁ ଅକ୍ଟୋବର ୬ରେ ଘରୋଇ ସିଲିଣ୍ଡର…
Archives


