Home Middle

କ୍ୱାଡ ଶିଖର ସମ୍ମିଳନୀରେ ମୋଦିଙ୍କ ପ୍ରଶଂସା, ବାଇଡେନ କହିଲେ ଭାରତ ସଫଳ ଚାଇନା ଫେଲ

ଟୋକିଓ,୨୪ ।୫: ଟୋକିଓ କ୍ୱାଡ ସମ୍ମିଳନୀର ଏକ ଅଧିବେଶନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋଭିଡ ମହାମାରୀକୁ ଲୋକତାନ୍ତ୍ରୀକ ଭାବେ ସଫଳ ଭାବେ ସାମ୍ନା କରିିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଥିଲେ । ସେ ମହାମାରୀ ସହ ଲଢିବାକୁ ନେଇ ଭାରତର…

ଚିନ୍ତା ବଢାଇଲାଣି ‘ଟମାଟୋ ଫ୍ଲୁ’: ୨୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚିନ୍ତା ବଢାଇଲାଣି ‘ଟମାଟୋ ଫ୍ଲୁ’। ୩୬ ଜଣ ସନ୍ଦିଗ୍ଧଙ୍କ ନମୁନା ଆର୍‌ଏମ୍‌ଆରସିକୁ ପଠାଯାଇଥିବା ବେଳେ ୨୬ ପଜିଟିଭ୍‌ ବାହାରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆକ୍ରାନ୍ତ ୨୬ ଶିଶୁଙ୍କ ବୟସ ୯…

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ  ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ରାଜ୍ୟ ବିଧାନସଭା ପକ୍ଷରୁ ମଙ୍ଗଳବାର ଏହି ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଜୁନ୍‌ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବ।…

କମ ସମୟ ମଧ୍ୟରେ ପ୍ରଭାବି ହେଲା କ୍ୱାଡ: ମୋଦି

ଟୋକିଓ,୨୪ ।୫: ଜାପାନର ଟୋକିଓରେ ଚାଲିଥିବା କ୍ୱାଡ ସମ୍ମିଳନୀରେ ୪ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗ ସମେତ ଅନ୍ୟ କିଛି ବିଷୟକୁ ନେଇ ଆଲୋଚନର ହୋଇଛି । ମଙ୍ଗଳବାର ବୈଠକ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଆଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…

ଆରମ୍ଭ ହେଲା କ୍ୱାଡ ସମ୍ମିଳନୀ

ଟୋକିଓ,୨୪ ।୫: ଜାପାନ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ସହ ଚତୁର୍ଥ ଶିଖର ବୈଠକରେ ଯୋଗ ଦେଇଛନ୍ତି । କ୍ୱାଡ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏଠାରେ ୪ ଦେଶର ରାଷ୍ଟ୍ର ମୁଖ୍ୟ ହିନ୍ଦ…

ଜୁନ୍‌ରେ ନିଯୁକ୍ତି ପାଇବେ ୭ ହଜାର ଶିକ୍ଷକ

ଭୁବନେଶ୍ୱର,୨୪ା୫(ବ୍ୟୁରୋ)”ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୭ ହଜାର ଶିକ୍ଷକଙ୍କ ଆବଶ୍ୟକ ଥିଲା। ଆସନ୍ତା ଜୁନ୍‌ରେ ସେମାନଙ୍କୁ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି। ଭୂପିନ୍ଦରଙ୍କ ଅଧ୍ୟକ୍ଷତାରେ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା,…

୩ ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ୩ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ୧୨ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ୧୨ଟି ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…

ଦିଲ୍ଲୀକୁ ମିଳିଲା ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୩।୫: ଅନୀଲ ବୈଜଲ ନିଜ ପଦରୁ ଇସ୍ତଫା ଦେବା ପରେ ସୋମବାର ଦିଲ୍ଲୀକୁ ନୂଆ ଉପରାଜ୍ୟପାଳ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟ କୁମାର ସାକ୍‌ସେନାଙ୍କୁ ଦିଲ୍ଲୀର ନୂତନ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସୋମବାର ରାଷ୍ଟ୍ରପତି କାର୍ଯ୍ୟାଳୟରୁ ଏକ…

ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବହୁ ଅପେକ୍ଷାର ଅନ୍ତ ଘଟିଛି। କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପିସିସି ସଭାପତି ଭାବେ ସୋମବାର ନିଯୁକ୍ତ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ଥର ପାଇଁ ସେ ପିସିସି ସଭାପତି ହୋଇଛନ୍ତି। ପୂର୍ବରୁ…

ଜ୍ଞାନବାପି ମାମଲାର ଶୁଣାଣି ଶେଷ: ମଙ୍ଗଳବାର ଆସିବ ନିଷ୍ପତ୍ତି

ବାରାଣସୀ,୨୩।୫: ଜ୍ଞାନବାପି ମାମଲାର ଶୁଣାଣି ସୋମବାର ବାରାଣସୀ ଜିଲା ଜଜ କୋର୍ଟରେ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଏହି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିପାରେ ବୋଲି ସୂଚନା ମିଳିଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଆସନ୍ତାକାଲି ପର୍ଯ୍ୟନ୍ତ…

୨୩୯ ଦିନରେ ତାଇଓ୍ବାନରେ ୯୬୧ ଥର ଅନୁପ୍ରବେଶ…

ବେଜିଂ, ୨୩।୫ : ତାଇୱାନରେ ଚାଇନା ସୈନ୍ୟଙ୍କର ଅନୁପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ମେ ମାସରେ ଚାଇନାର ୬୮ ସାମରିକ ବିମାନ ତାଇୱାନର ଆକାଶ ମାର୍ଗ ସୀମାରେ ଅନୁପ୍ରବେଶ କରିଥିଲା। ସେଥିମଧ୍ୟରେ ୩୦ଟି ଯୁଦ୍ଧ ବିମାନ, ୧୯…

ଭାରତୀୟ ରେଲୱେ ଟ୍ରାକ ଉପରେ ଆଇଏସ୍‌ଆଇର ନଜର, ଗୋଇନ୍ଦା ରିପୋର୍ଟ ଜାରି…

ନୂଆଦିଲ୍ଲୀ, ୨୩।୫ : ଭାରତରେ ରେଲୱେ ଟ୍ରାକ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଷଡ଼ଯନ୍ତ୍ର ରଚିଛି। ଏ ସମ୍ପର୍କରେ ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ସ୍ଲିପର ସେଲ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri