Home Middle

ଜ୍ଞାନବ୍ୟାପି ମସଜିଦ୍‌ ସର୍ଭେ ପଛରେ ୫ ମହିଳା…

ବାରାଣସୀ, ୧୪।୫ : ଉତ୍ତରପ୍ରଦେଶ ବାରାଣସୀର ଜ୍ଞାନବ୍ୟାପି ମସଜିଦ୍‌ର ପରିସରରେ ପ୍ରଥମ ଦିନର ସର୍ଭେ ଶନିବାର ଦିନ ଶେଷ ହୋଇଛି। ଆଡଭୋକେଟ କମିଶନରଙ୍କ ଉପସ୍ଥିତିରେ ସର୍ଭେ ସମୟରେ ସମଗ୍ର ଟିମ ପ୍ରତ୍ୟେକ ଜିନିଷକୁ ଅତି ନିକଟରୁ ଯାଞ୍ଚ କରିଥିଲେ। ଆଡଭୋକେଟ କମିଶନର…

କରୋନା-ୟୁକ୍ରେନ୍‌ ଯୁଦ୍ଧ ନ ହୋଇଥିଲେ ଭାରତୀୟ ଅର୍ଥ ବ୍ୟବସ୍ଥା ଛୁଇଁଥାନ୍ତା ୪.୩ ଟ୍ରିଲିୟନ୍‌ ଡଲାର…

ଲକ୍ଷ୍ନୌ, ୧୪।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଯଦି କରୋନା ଏବଂ ୟୁକ୍ରେନ-ରୁଷିଆ ଯୁଦ୍ଧ ହୋଇନଥାନ୍ତା ତେବେ ଭାରତର ଅର୍ଥନୀତି ୪.୩ ଟ୍ରିଲିୟନ ଡଲାର ଛୁଇଁଥାନ୍ତା। ଭାରତ ପରି ଆମେରିକା ଏବଂ ଚାଇନାରେ ମଧ୍ୟ ମୁଦ୍ରାସ୍ଫୀତିର ସଙ୍କଟ…

ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ନିରୋଧୀ ଦିବସ, ସମସ୍ତ ରାଜ୍ୟକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିଠି…

ନୂଆଦିଲ୍ଲୀ, ୧୪।୫ : ଏଣିକି ପ୍ରତିବର୍ଷ ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ନିରୋଧୀ ଦିବସ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ଆତଙ୍କବାଦ କାର୍ଯ୍ୟ କଳାପ ବିରୋଧରେ କେନ୍ଦ୍ର ସରକାର…

ଦୈନିକ ମୃତ୍ୟୁ ସଂଖ୍ୟା ୧୧…

ନୂଆଦିଲ୍ଲୀ, ୧୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ମୁଣ୍ଡକା ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଲେ କେଜରିୱାଲ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଶୁକ୍ରବାର ହୋଇଥିବା ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ…

ଏବେ ଆହୁରି ଖରାପ ହେବ ଦେଶର ଆର୍ଥିକ ପରିସ୍ଥିତି: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୧୪ ।୫: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ସୁଧୁରିବା ପୂର୍ବରୁ ଆହୁରି ଖରାପ ହେବ । ଏବେ ଶ୍ରୀଲଙ୍କା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏବେ ସେଠାରେ ଇନ୍ଧନର ଘୋର…

ଅମରନାଥ ଯାତ୍ରା ଉପରେ ନଜର ରଖିବ ଡ୍ରୋନ୍‌, ୧୨ ହଜାର ଯବାନଙ୍କୁ ସୁରକ୍ଷା ଦାୟିତ୍ୱ

ଡେରାଡୁନ,୧୪ ।୫: ପ୍ରାୟ ୨ ବର୍ଷ ପରେ ଆରମ୍ଭ ହେବାକୁ ଯାଉଥିବା ଅମରନାଥ ଯାତ୍ରାର ସୁରକ୍ଷା ସମ୍ପର୍କିତ ପ୍ରସ୍ତୁତିକୁ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଶୁକ୍ରବାର ସମିକ୍ଷା କରିଛନ୍ତି । ଏଥିରେ ନିଷ୍ପତ୍ତି ନିଆଯାଇଛି କି ଅତିକମରେ ୧୨.୦୦୦…

ୟୁକ୍ରେନରେ ପୁଣି କାର୍ଯ୍ୟ ଆରମ୍ଭ କରିବ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ/କ୍ୱିଭ୍‌,୧୩।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ଓ ୟୁକ୍ରେନ ଯୋଗୁ ରାଜଧାନୀ କ୍ୱିଭ୍‌ରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଥିଲା। କିନ୍ତୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ: କେନ୍ଦ୍ର, ରାଜ୍ୟକୁ ନୋଟିସ୍‌ ଜାରି କଲେ କୋର୍ଟ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗରେ ପୁରୀ ଓକିଲ ସଂଘ ପକ୍ଷରୁ ଦାୟର ମାମଲାକୁ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଗ୍ରହଣ କରିଛନ୍ତି। ଏଥିସହ କୋର୍ଟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଏଏସ୍‌ଆଇ, ଟାଟା ପ୍ରୋଜେକ୍ଟସ୍‌,…

ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶର, ୧୩।୫(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ଥିବା ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହେବ। ତେବେ ଉପନିର୍ବାଚନ ପାଇଁ ମେ’୨୬ରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ…

କଂଗ୍ରେସ ଚିନ୍ତନ ଶିବିରରେ ଗୋଟିଏ ପରିବାର ଗୋଟିଏ ଟିକେଟକୁ ମିଳିଲା ସହମତି, ଦଳରେ ୫୦ ପ୍ରତିଶତ ଯୁବକ ହେବେ ସାମିଲ

ଉଦୟପୁର,୧୩ ।୫: ରାଜସ୍ଥାନ ଉଦୟପୁରରେ ଶୁକ୍ରବାର କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ଚିନ୍ତନ ଶିବିରରେ ସଙ୍ଗଠନରେ କିଛି…

ପାଶ୍ଚାତ୍ୟ ଦେଶକୁ ପୁଟିନ୍‌ଙ୍କ ଆକ୍ଷେପ

ମସ୍କୋ,୧୩ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶକୁ କଡ଼ା ଆକ୍ଷେପ କରିଛନ୍ତି। ୟୁକ୍ରେନରେ ରୁଷିଆର କାର୍ଯ୍ୟକଳାପ ପରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ମସ୍କୋ ଉପରେ ଲାଗିଥିବା କଟକଣା ଦ୍ୱାରା ଉକ୍ତ ଦେଶ ନିଜେ ଗଭୀର ଭାବରେ ପ୍ରଭାବିତ ହୋଇଥିବା ପୁଟିନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri