Home Middle

ଶାହବାଜଙ୍କୁ ଇମ୍ରାନ୍‌ଙ୍କ ଚ୍ୟାଲେଞ୍ଜ୍‌, ନିର୍ବାଚନରେ ବିଜୟୀ ହୋଇ ଦେଖାଅ …

ଇସଲାମାବାଦ, ୧୩।୬ : ପାକିସ୍ତାନ ରାଜନୀତିରେ ସଙ୍କଟ ଜାରି ରହିଛି। କ୍ଷମତାରୁ ବାହାରିବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନୂଆ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିବା ସହିତ ସରକାରଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି।…

ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଛି। ଏହି ସ୍ବତନ୍ତ୍ର ଅଧିବେଶନରେ ବିକ୍ରମ କେଶରୀ ଆରୁଖ ୨୪ତମ ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ପୂର୍ବାହ୍ନରେ ବିଧାନସଭାର…

ସାଳନ୍ଦୀ ସଂସ୍କାର ଯୋଜନା ବାଟବଣା

ଭଦ୍ରକ ଅଫିସ, ୧୩।୬: ଭଦ୍ରକ ଜିଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ଅବହେଳିତ ହେଉଛି। ନଦୀଗର୍ଭ ଏବେ ଦଳ ଭର୍ତ୍ତି ହୋଇଥିବା ବେଳେ ଭଦ୍ରକ ସହରର ଡ୍ରେନ୍‌ ପାଣି ଛଡ଼ାଯିବା ସହ ଅଳିଆ ଆବର୍ଜନା ପକାଯାଉଥିବାରୁ ନଦୀ ଜଳ ବିଷାକ୍ତ…

ଭାଜପା ସରକାର ରାବଣ, ରାହୁଲ ରାମ, କଂଗ୍ରେସ ପକ୍ଷରୁ ପ୍ରଦର୍ଶନ …

ନୂଆଦିଲ୍ଲୀ, ୧୩।୬ : ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀ ସୋମବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହେବାକୁ ଯିବାର କାର୍ଯ୍ୟକ୍ରମ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସମର୍ଥକମାନେ ରାହୁଲଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଦିଲ୍ଲୀ ପୋଲିସ ଗିରଫ କରିଥିଲା।…

ସକ୍ରିୟ ମାମଲା ୪୮ ହଜାର ମୁହାଁ …

ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଓଲଟିଲା ଯାତ୍ରୀବାହୀ ବସ୍‌: ୫ ମୃତ, ୩୦ ଆହତ

ମାଲକାନଗିରି,୧୩ା୬(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବୋଡୁଗୁଡମ ନିକଟରେ ସୋମବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଓଡ଼ିଶାର ବୋଲି ଜଣାପଡ଼ିଛି। ବସ୍‌ଟି ବିଜୟଓ୍ବାଡାରୁ ଭବାନୀପାଟଣା ଆସୁଥିଲା। ଭାରସାମ୍ୟ ହରାଇ ବୁଲାଣି ରାସ୍ତାରେ…

ଯୁଦ୍ଧର କରୁଣ ଦୃଶ୍ୟ, ମାରିଆପୁଲ ରାସ୍ତାରେ ପଡ଼ି ରହିଛି ମୃତଦେହ…

କ୍ୱିଭ୍‌, ୧୩।୬ : ୟୁକ୍ରେନ୍‌ର ବନ୍ଦର ସହର ମାରିଆପୁଲରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସହରର ରାସ୍ତାଘାଟରେ ମୃତଦେହଗୁଡ଼ିକ ପଡ଼ି ରହିଛି। ଯୁଦ୍ଧର ଏଭଳି କରୁଣ ଦୃଶ୍ୟ ବହୁ ଲୋକଙ୍କୁ ଭାବୁକ କରିଛି। ପଚାସଢ଼ା ମୃତଦେହ ଯୋଗୁ ସହରରେ ଆଗାମୀ…

ସମୁଦ୍ର ଆଁକୁ ଯିବ ମୂମ୍ବାଇ !…

ନୂଆଦିଲ୍ଲୀ, ୧୩।୬ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବୁଡ଼ିଯିବ। ଏହି ବିପଦ ଅନେକ ଅନ୍ତର୍ଜାତୀୟ ଅଧ୍ୟୟନରେ ପ୍ରକାଶ ପାଇଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ବର୍ତ୍ତମାନ ଏକ ଅଧ୍ୟୟନ ଦାବି କରିଛି ଯେ ମୁମ୍ବାଇ ସହର ପ୍ରତିବର୍ଷ ୨ ମିଲିମିଟର ବେଗରେ…

ଆଇନଗତ ଦ୍ୱନ୍ଦ୍ୱ, ମହିଳା ପୁରୁଷଙ୍କୁ କରିପାରିବେ କି ବଳାତ୍କାର, ହାଇକୋର୍ଟଙ୍କ ମୌଖିକ ଟିପ୍ପଣୀ…

ଥିରୁଭାନନ୍ତପୁରମ୍‌, ୧୩।୬ : ଜଣେ ମହିଳା ପୁରୁଷକୁ ବଳାତ୍କାର କରିପାରିବ କି? ବଳାତ୍କାର ବିରୋଧରେ ଆଇନ ତାଙ୍କୁ ଦଣ୍ଡ ଦେବା ପାଇଁ ଲିଙ୍ଗ ନିରପେକ୍ଷ ହୋଇପାରେ କି? କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହା ପାଇଁ ମୌଖିକ ଟିପ୍ପଣୀ…

ରୁଷିଆରେ ଓମିକ୍ରନ୍‌ର ନୂଆ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ, ୧୬୬ ଆକ୍ରାନ୍ତ ଚିହ୍ନଟ…

ମସ୍କୋ, ୧୩।୬ : ରୁଷିଆରେ ଓମିକ୍ରନର ଏକ ନୂତନ ବିପଜ୍ଜନକ ସବ-ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ଅନ୍ୟ ପ୍ରକାର ଅପେକ୍ଷା ଶୀଘ୍ର ବିସ୍ତାର ହୋଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଓମିକ୍ରନର ସବ-ଭାରିଆଣ୍ଟ ଅପେକ୍ଷା ଏହି ବିଏ.୪…

ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୩ା୬:  ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତି ସେବକମାନେ ଏହି ଅଣସର ଗୁପ୍ତ ନୀତିକୁ ସମ୍ପାଦନ କରିବେ।…

ଆଦାନୀଙ୍କ ପାଓ୍ବାର ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ ଜୋର ଦେଇଥିଲେ ମୋଦି

କଲମ୍ବୋ, ୧୩ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରେ ୫ଶହ ମେଗାଓ୍ବାଟ୍‌ ବିଶିଷ୍ଟ ପବନଚାଳିତ ଏକ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ଜୋର ଦେଇଥିବା ନେଇ ସେଠାକାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କୁ କହିଥିଲେ। ଶ୍ରୀଲଙ୍କା ବିଦ୍ୟୁତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri