ପ୍ରେମ ପଟ୍ଟନାୟକଙ୍କୁ ନେଇ ସଙ୍କେତ ଦେଲେ ମନ୍ମଥ, ଆଜି ନବୀନ କରିବେ ବଡ଼ ଘୋଷଣା
ଭୁବନେଶ୍ୱର,୨୨।୮: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ତାଙ୍କ ବ ଭାଇ ପ୍ରେମ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗତ କିଛି ଦିନ ହେବ ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ ଏବଂ ସେ ଭୁବନେଶ୍ୱରର…
ଟ୍ରମ୍ପଙ୍କ ସହ ବଡ଼ ଡିଲ୍ କଲା ପାକିସ୍ତାନ, ଭାରତକୁ ଜୋରଦାର ଝଟ୍କା!
ଇସଲାମାବାଦ/ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ମୁନୀର ଭାରତ ବିରୋଧରେ ନିୟମିତ ଭାବେ ଷଡଯନ୍ତ୍ର କରୁଥିବା ଅଭିଯୋଗ ହେଉଛି। ସେ ପାକିସ୍ତାନର ପୂର୍ବତନ ‘ତିନି ଏ’ (Army, Allah, America) ରଣନୀତିକୁ ଆଗେଇ ନେଇ ଏକ ନୂଆ ଚତୁର୍ଥ ‘ଏ’ଆଟମ (Atomic Weapons)ଯୋଡିି…
ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜ୍ ବିପଦସଙ୍କୁଳ: ମରାମତି ପାଇଁ ଏତିକି ଦିନ ସର୍ଭିସ୍ ରୋଡ୍ ଦେଇ ଯିବ ଗାଡ଼ି
ଭୁବନେଶ୍ୱର,୨୨।୮: ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜ୍ର ବିପଦସଙ୍କୁଳ ଅବସ୍ଥା ଯୋଗୁଁ ମରାମତି କାର୍ଯ୍ୟ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ୧୨ ଦିନ ପାଇଁ NH-16ରେ ଟ୍ରାଫିକ୍ ଡାଇଭର୍ସନ କରିଛି। ପୋଲିସ କମିଶନରେଟ ସୂଚନା…
ସର୍ବସାଧାରଣ ସ୍ଥାନରେ ପାଗଳ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ: ସୁପ୍ରିମକୋର୍ଟଙ୍କ ୫ ମୁଖ୍ୟ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୨ା୮: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ-ଏନସିଆରରେ ବିପଥଗାମୀ କୁକୁରଙ୍କ ସମ୍ପର୍କିତ ପୂର୍ବ ଆଦେଶକୁ ସଂଶୋଧନ କରି ନିର୍ଦ୍ଦେଶ ଦେଇଛନ୍ତି ଯେ, ବନ୍ଧ୍ୟାକରଣ, ଟିକାକରଣ ଓ ଡିୱର୍ମିଂ ପରେ କୁକୁରଙ୍କୁ ସେହି ଅଞ୍ଚଳରେ ଛାଡ଼ି ଦିଆଯିବ। ତେବେ, ସର୍ବସାଧାରଣ ସ୍ଥାନରେ ଖାଦ୍ୟ ଦେବା ନିଷେଧ…
ବୁଲା ,କୁକୁର ମାମଲାରେ ରାୟ ବଦଳାଇଲେ ସୁପ୍ରିମକୋର୍ଟ, ଏମିତି କଲେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୨ା୮: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ-ଏନସିଆରରେ ପାଗଳ କୁକୁରଙ୍କ ସମ୍ପର୍କିତ ଅଗଷ୍ଟ ୮ର ଆଦେଶକୁ ସଂଶୋଧନ କରି ନିର୍ଦ୍ଦେଶ ଦେଇଛନ୍ତି ଯେ, କୁକୁରଙ୍କୁ ଟିକାକରଣ, ଡିୱର୍ମିଂ ଓ ବନ୍ଧ୍ୟାକରଣ ପରେ ସେହି ଅଞ୍ଚଳକୁ ଛାଡ଼ି ଦିଆଯିବ। ତେବେ, ରେବିଜ୍ ରୋଗୀ ବା ଆକ୍ରମଣାତ୍ମକ…
ହଠାତ୍ ଶ୍ରୀମନ୍ଦିର ଉପରକୁ ଚଢୁଥିଲେ ଜଣେ ବ୍ୟକ୍ତି: ଆଉ ତା’ପରେ ଯାହା ଘଟିଲା…
ପୁରୀ,୨୨।୮: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି। ତେବେ କାହିଁକି…
ବିପଦରେ ଆମେରିକା: କିମ ଜୋଙ୍ଗ ଉନଙ୍କ ସିକ୍ରେଟ୍ ପ୍ଲାନ୍ ଦେଖି ଥରିଲାଣି ଓ୍ବାଶିଂଟନ୍
ଓ୍ବାଶିଂଟନ,୨୨।୮: ୱାଶିଂଟନ ସ୍ଥିତ ସେଣ୍ଟର ଫର୍ ଷ୍ଟ୍ରାଟେଜିକ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ (CSIS)ର ଏକ ନୂତନ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଚାଇନା ସୀମା ନିକଟରେ ଏକ ଗୁପ୍ତ କ୍ଷେପଣାସ୍ତ୍ର ଘାଟି ଅଛି। ଏହି ଘାଟି କେବଳ ୨୭ କିଲୋମିଟର (୧୭…
ଏଣିକି ବସ୍ରେ ମାଗଣା ଯିବେ ଛାତ୍ରୀଛାତ୍ର: ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୨୨।୮: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସରକାରୀ ବସ୍ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ। ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପ୍ରଥମରୁ…
ଅନଲାଇନ ଗେମିଂ ବିଲ୍ ପାସ ପରେ MPL ଓ Zupee ଟଙ୍କା କେନ୍ଦ୍ରିକ ଗେମ୍ ବନ୍ଦ କଲେ
ନୂଆଦିଲ୍ଲୀ,୨୨।୮: ସଂସଦରେ ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ୍ ୨୦୨୫ ପାସ ହେବା ପରେ ଭାରତର ରିଅଲ-ମନି ଗେମିଂ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା ଲାଗିଛି। ଏହି ବିଲ୍ ଅନଲାଇନ ଅର୍ଥଭିତ୍ତିକ ଗେମ୍କୁ ନିଷିଦ୍ଧ କରିଛି ଏବଂ ୧ କୋଟି ଟଙ୍କା…
ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ କ’ଣ ? ଜାଣନ୍ତୁ ସମସ୍ତ ସୂଚନା
ନୂଆଦିଲ୍ଲୀ,୨୨।୮: ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ, ୨୦୨୫ ସଂସଦରେ ପାସ ହୋଇଛି। ଏହି ବିଲ ମଧ୍ୟବର୍ଗୀୟ ଓ ଯୁବବର୍ଗଙ୍କ ପାଇଁ ଲାଭଦାୟକ ଗେମକୁ ପ୍ରୋତ୍ସାହନ ଦେଇଛି ଏବଂ କ୍ଷତିକାରକ ଗେମକୁ ନିଷିଦ୍ଧ କରିଛି। ଅନଲାଇନ ଗେମର ତିନି ପ୍ରକାର:…
“ନିରବତା କେବଳ ଧମକ ଦେଉଥିବା ବ୍ୟକ୍ତିଙ୍କୁ ସାହସ ଦିଏ”: ଟ୍ରମ୍ପ ଟାରିଫ ଉପରେ ଭାରତକୁ ଚାଇନାର ରାଷ୍ଟ୍ରଦୂତଙ୍କ ଆହ୍ବାନ
ନୂଆଦିଲ୍ଲୀ,୨୨ା୮: ଚାଇନାର ଭାରତକୁ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଗୁରୁବାର ଆମେରିକାକୁ “ଦାଦାଗିରି” ଅଭିଯୋଗ କରି କହିଛନ୍ତି ଯେ, ଆମେରିକା ମୁକ୍ତ ବାଣିଜ୍ୟରୁ ବହୁ ଲାଭ ଉଠାଇଛି, କିନ୍ତୁ ଏବେ ଟାରିଫକୁ “ବାର୍ଗେନିଂ ଚିପ୍ସ” ଭାବେ ବ୍ୟବହାର କରୁଛି। ସ୍ୱାଧୀନ ଥିଙ୍କ ଟ୍ୟାଙ୍କ…
୨୫ରେ ଆଉ ଏକ ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା
ଭୁବନେଶ୍ୱର,୨୨ା୮: ଆସନ୍ତା ୨୫ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱର…
Archives


