Home Middle

ପିପି-୧୫ରୁ ପଛକୁ ହଟିଲେ ଭାରତ-ଚାଇନା ସୈନ୍ୟବାହିନୀ…

ଲେହ, ୧୩।୯ : ଭାରତ ଏବଂ ଚାଇନା ସୈନ୍ୟବାହିନୀ ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳ ଗୋଗ୍ରା-ହଟ୍ସପ୍ରିଙ୍ଗ ଅଞ୍ଚଳରେ ପାଟ୍ରୋଲିଂ ପୋଷ୍ଟ -୧୫(ପିପି-୧୫)ରୁ ପଛକୁ ହଟିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଉଭୟ ସୈନ୍ୟବାହିନୀର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି ଏବଂ ବର୍ତ୍ତମାନର ପରିସ୍ଥିତିକୁ…

୬ ବର୍ଷରେ ୧୫ ଶହରୁ ଅଧିକ ଯୁବବର୍ଗ ଉଗ୍ରବାଦୀ ସଂଗଠନରେ ସାମିଲ, ୭ ହଜାରରୁ ଅଧିକ କରିଛନ୍ତି ଆତ୍ମସମର୍ପଣ…

ଗୁଆହାଟୀ, ୧୩।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ବିଧାନସଭାରେ କହିଛନ୍ତି ଯେ ଗତ ୬ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ଯୁବବର୍ଗ ଉଗ୍ରବାଦୀ ସଂଗଠନରେ ଯୋଗ ଦେଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି। ଏହି ସମୟ ମଧ୍ୟରେ ୧୫ ଶହ…

କଂଗ୍ରେସର ଭାରତକୁ ବିଭାଜନ କରିବା ଅଭ୍ୟାସ ରହିଛି, ଭାଜପାର କଡ଼ା ସମାଲୋଚନା…

ପଣଜୀ,୧୩।୯ : ଭାରତ ଯୋଡ ଯାତ୍ରାକୁ ନେଇ କଂଗ୍ରେସ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଏହି ମର୍ମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସାୱନ୍ତ କହିଛନ୍ତି ଯେ ଏହା ଭାରତ ଯୋଡ ଯାତ୍ରା…

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୭ ହଜାର ତଳେ ରହିଛି। କେରଳରେ ସତର୍କ…

କୋହିନୁର ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ

ପୁରୀ ଅଫିସ,୧୩।୯:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋହିନୁର ହୀରାକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ଏହିକ୍ରମରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି।…

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଏହି ତଥ୍ୟ ପ୍ରକାଶ ପାଇଛି। ୨୦୨୧ ଅଗଷ୍ଟରେ ଦେଶରେ ଖୁଚୁରା…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୨।୯: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)   ଦଳ ଘୋଷଣା କରିଛି। ଏହି ଦଳରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ସ୍ଥାନ ପାଇଛନ୍ତି। ଏଥି ସହ…

ଜ୍ଞାନବ୍ୟାପୀ-ଶୃଙ୍ଗାର ଗୌରୀ ମାମଲା: ହିନ୍ଦୁଙ୍କ ସପକ୍ଷରେ ଆସିଲା ରାୟ

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶର ବାରାଣସୀରେ ଜ୍ଞାନବ୍ୟାପୀ ଏବଂ ଶୃଙ୍ଗାର ଗୌରୀ ମାମଲାରେ ସୋମବାର ଜିଲା କୋର୍ଟ ରାୟ ଦେଇଛନ୍ତି। ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ଯୋଗ୍ୟ ବୋଲି କହିଛନ୍ତି। ହିନ୍ଦୁ ପକ୍ଷ ଜ୍ଞାନବ୍ୟାପି…

ଶ୍ରୀଲଙ୍କାରେ ୬୦ ଲକ୍ଷ ଲୋକଙ୍କୁ ମିଳୁନି ଖାଦ୍ୟ

କଲମ୍ବୋ,୧୨ା୯: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ, ଏଠାରେ ୬୦ ଲକ୍ଷରୁ ଅଧିକ ଲୋକ ଅନାହାରରେ ପହଞ୍ଚିଛନ୍ତି। ଖାଦ୍ୟ ସାମଗ୍ରୀର ଅଭାବ ଏବଂ  ବର୍ଦ୍ଧିତ ମୂଲ୍ୟ ଏଠାକାର ଲୋକଙ୍କଠାରୁ ସେମାନଙ୍କ ଭୋକ ଛଡ଼ାଇନେଇଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏବଂ…

ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ପାଇଁ ଭାରତ ଯୋଗ୍ୟ…

ରିୟାଦ, ୧୨।୯ : ସୌଦି ଆରବ ଗସ୍ତରେ ଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଯୋଗ୍ୟ। ଏହା ପଛରେ ସେ ଅନେକ କାରଣ ମଧ୍ୟ ସେ…

ଭାଜପା ସୋସିଆଲ ମିଡ଼ିଆରେ ମିଥ୍ୟା କାରଖାନା ଚଳାଉଛି…

ନୂଆଦିଲ୍ଲୀ, ୧୨।୯ : ଭାରତ ଯୋଡ ଯାତ୍ରା ସମ୍ପର୍କରେ ଭାଜପାର ଅଭିଯୋଗ ଉପରେ କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭାଜପା ଉଦ୍ଦେଶ୍ୟରେ କହିଛନ୍ତି ଯେ. ଆମେ ଟି-ଶର୍ଟ ଏବଂ ଅନ୍ତର୍ବସ୍ତ୍ର ବିଷୟରେ କଥାବାର୍ତ୍ତା…

ଅଶ୍ଳୀଳତା-ଶିଶୁ ଯୌନ ଶୋଷଣ ଉପରେ ଅଧ୍ୟୟନ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ, ୧୨।୯ : ଇଣ୍ଟରନେଟରେ ଅଶ୍ଳୀଳତା (ପୋନୋଗ୍ରାଫି) ଉପଲବ୍ଧତା ଏବଂ ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରେ ଥିବା ଚିନ୍ତାଜନକ ସମ୍ପର୍କ ଉପରେ ଅଧ୍ୟୟନ ପାଇଁ ନିର୍ଦ୍ଦେଶ ଲୋଡିଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଭାଜପା ମୁଖପାତ୍ର ନଳିନ କୋହଲିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri