ନୂଆଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି, କହିଲେ ଯାହାଙ୍କ ପରିଶ୍ରମ ପାଇଁ ଆମ ସମସ୍ତଙ୍କର…
ନୂଆଦିଲ୍ଲୀ,୨୮ା୮: କୃଷିଭିତ୍ତିକ ତଥା ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଗଭୀର କୃତଜ୍ଞତାର ସ୍ମରଣ କରାଏ। ଯାହାଙ୍କ କଠିନ…
ହଠାତ୍ ପଶିଲେ ୩ ଆତଙ୍କବାଦୀ: ଚାରିଆଡ଼େ ହାଇଆଲର୍ଟ
ପାଟନା,୨୮।୮: ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରିଛନ୍ତି। ଏ ସମ୍ପର୍କରେ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ଷମ ହୋଇଛନ୍ତି।…
ଟ୍ରମ୍ପଙ୍କ ଟାରିଫ୍ ଲାଗୁ ହେବା ପରେ ମୋଦି ନେଲେ ବଡ଼ ନିଷ୍ପତ୍ତି, ବିଶ୍ୱରେ ଚହଳ
ଓ୍ବାଶିଟନ,୨୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲାଗୁ ହେବା ପରେ, ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ ହାର ଏବେ 50 ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପରେ, ଭିଏତନାମ ଏବଂ ବାଂଲାଦେଶ ଭଳି…
ଶ୍ରେଣୀଗୃହ ନ ଥିବାରୁ ୫ଘଣ୍ଟା ବଦଳରେ ସାଢ଼େ ୩ ଘଣ୍ଟା ପାଠପଢ଼ା, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୟନୀୟ ସ୍ଥିତି
ଭୁବନେଶ୍ୱର,୨୮ା୮(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ସରକାର ଗୁରୁତ୍ୱ ଦେଉଥିବା କଥା କହୁଛନ୍ତି। ଏପରି କି ଏଥିପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଖୋଦ୍ ରାଜଧାନୀରେ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ…
ଆଜି ଗଣପର୍ବ ନୂଆଁଖାଇ, ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସକାଶେ ଉତ୍ସବ ମୁଖର ହୋଇଛି ପଶ୍ଚିମ ଓଡ଼ିଶା। ପୁରପଲ୍ଲୀରେ ମଧ୍ୟ ଉତ୍ସବର ପରିବେଶ। ଏଥିସହ ମନ୍ଦିର, ଦେବାଳୟ, ଦେବୀପୀଠଗୁଡିକୁ ଫୁଲରେ ସଜ୍ଜିତ ହୋଇଛି। ଇଷ୍ଟଦେବୀ ସମଲେଇଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନାନୁସାରେ ନବାନ୍ନ ଭୋଗ ଲାଗିବ। ଭାଦ୍ରବ ଶୁକ୍ଳପକ୍ଷ…
ପାଣ୍ଡିଆନଙ୍କୁ ନେଇ ବଦ୍ରିଙ୍କ ବିସ୍ଫୋରକ ବୟାନ, ଜଣକୁ ନୁହେଁ…
ଭୁବନେଶ୍ୱର,୨୮ା୮(ରବିନାରାୟଣ ଜେନା): ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ…
ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି
ନୂଆଦିଲ୍ଲୀ,୨୮ା୮(ପି.ଟି.): ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ବିପୁଲ ମନୁଭାଇ ପାଞ୍ଚୋଲିଙ୍କୁ ବୁଧବାର ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି। ସୁପ୍ରିମକୋର୍ଟ କଲେଜିୟମ୍ ସୋମବାର ସେମାନଙ୍କ ନାମ ସୁପାରିସ କରିଥିବାବେଳେ କେନ୍ଦ୍ର ଆଇନ…
ସକାଳେ ସ୍ପାଏ କ୍ୟାମେରା, ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁରକ୍ଷା ନେଇ ପ୍ରଶ୍ନବାଚୀ
ପୁରୀ,୨୭ା୮(ଅଜିତ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍ରେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ମାର୍କେଟ ଛକରୁ ଶ୍ରୀମନ୍ଦିର ନିକଟ, ପୁଣି ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍ଟି…
‘ପ୍ରଥମେ ଦେଶ, ପରେ ବାଣିଜ୍ୟ’, ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ବି ନଇଁଲା ନାହିଁ ଭାରତ
ନୂଆଦିଲ୍ଲୀ,୨୭।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେରିକା ବୁଧବାରଠାରୁ ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛି। ଏହାର କାରଣ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ରୁଷିଆରୁ ତେଲ…
ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା, ମନ୍ତ୍ରୀ କହିଲେ ଆଗାମୀ ୩ ବର୍ଷ ମଧ୍ୟରେ…
ଛତ୍ରପୁର,୨୭ା୮(ସନ୍ତୋଷ ପାଢ଼ୀ): ସିଏମ୍ କିଷାନ ୩ୟ କିସ୍ତି ଟଙ୍କା ବୁଧବାର ରବି ଫସଲ ପାଇଁ ଚାଷୀଙ୍କ ଖାତାକୁ ଯାଇଛି। ଡିବିଟି ଜରିଆରେ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲାର ୩ ଲକ୍ଷ ୧୯ ହଜାର ୪୪୯…
ଟ୍ରମ୍ପଙ୍କ ସହ ସବୁଠୁ ବଡ଼ ଡିଲ୍ କଲେ ପୁଟିନ୍, ଭାରତକୁ ଜୋରଦାର ଝଟ୍କା
ମସ୍କୋ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋ ମୁହାଁ ନୀତି ପୁଣିଥରେ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ, ସେ ରୁଷରୁ ତେଲ କିଣିବା ପାଇଁ ଭାରତକୁ ଟାର୍ଗେଟ କରିଥିଲେ ଏବଂ ଆମେରିକା ବଜାରକୁ ପଠାଯାଉଥିବା ଭାରତୀୟ ସାମଗ୍ରୀ ଉପରେ 50% ଶୁଳ୍କ…
କମାଲ କରୁଛି ଟ୍ରାକିଂ କ୍ୟାମେରା : ଯିଏ ପଶୁଛି ସେ ଫସୁଛି
ନୀଳଗିରି,୨୭।୮(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଳଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଟ୍ରାପ କ୍ୟାମେରା । ଝରଣାଘାଟି ସେକ୍ସନ ଚେମଚଟା ବିଟ୍ କଙ୍କଡାବିଳ ଅଞ୍ଚଳରେ ବନବିଭାଗ ଦ୍ୱାରା ଖଞ୍ଜା ଯାଇଥିବା ଦୁଇଟି ଟ୍ରାପ କ୍ୟାମେରାରେ କୟଦ…
Archives


