Home Middle

ଧ୍ୱଂସ ପାଇଯିବ ଆମେରିକା! ଟ୍ରମ୍ପ ଏବେ କରିବେ କ’ଣ?

ଓ୍ବାଶିଂଟନ,୩୦।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍‌ ଲାଗୁ କରିଛନ୍ତି। ସମ୍ପ୍ରତି ଭାରତ ଉପରେ ମଧ୍ୟ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରାଯାଇଛି। ଏବେ ଏହି ଟାରିଫ୍‌ ବିବାଦ ଆମେରିକାର କୋର୍ଟରେ ପହଞ୍ଚିଛି। କୋର୍ଟ ଏହାକୁ…

ଭାରତ-ଚାଇନା ମିଶି ନେଲେ ବଡ଼ ନିଷ୍ପତ୍ତି: ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟ୍‌କା

ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ନୀତି କେବଳ ସାରା ବିଶ୍ୱରେ ବ୍ୟବସାୟକୁ ପ୍ରଭାବିତ କରିନାହିଁ, ବରଂ ଏସିଆର ଭିନ୍ନ ଭିନ୍ନ ମେରୁରେ ଠିଆ ହୋଇଥିବା ଦୁଇଟି ବଡ଼ ଦେଶ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ମଧ୍ୟ ଉନ୍ନତ…

ଜାପାନ ସହିତ ୨୧ଟି ବଡ଼ ଡିଲ୍‌ କଲା ଭାରତ: ଶୁଣିଲେ ମୁଣ୍ଡରେ ହାତ ଦେବେ ଚାଇନା-ଆମେରିକା

ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ଜାପାନ ଗସ୍ତରେ ଅଛନ୍ତି। ଏଠାରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଭେଟିଥିଲେ। ଏହି ବୈଠକରେ ଉଭୟ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ଭବିଷ୍ୟତର ସହଭାଗୀତାର ଦିଗ…

ଟାରିଫ ବିବାଦ ଭିତରେ ଭାରତର ବଡ଼ ପରାଜୟ, ଟ୍ରମ୍ପ କଲେ…

ନୂଆଦିଲ୍ଲୀ,୨୯।୮: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା 50 ପ୍ରତିଶତ ଶୁଳ୍କ ଭାରତୀୟ ଟଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଛି। ଫଳସୱରୂପ, ଟଙ୍କା ଏପର୍ଯ୍ୟନ୍ତର ସର୍ବନିମ୍ନ ସ୍ତରକୁ ଖସିଯାଇଛି। 27 ଅଗଷ୍ଟରୁ ଆମେରିକାର ଶୁଳ୍କ ଲାଗୁ ହୋଇଛି। ଶୁକ୍ରବାର, ଟଙ୍କା 70 ପଇସାରୁ ଅଧିକ…

ଜାତୀୟ ରିପୋର୍ଟକୁ ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ କେବଳ ଭୁବନେଶ୍ୱର ନୁହଁ, ମହିଳାଙ୍କ ପାଇଁ ଆଜି ସାରା ଓଡ଼ିଶା…

ଭୁବନେଶ୍ୱର,୨୯ା୮: ଦେଶବ୍ୟାପୀ ୩୧ ସହରରୁ ୧୨,୭୭୦ ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ ମତାମତ ଆଧାରରେ ପ୍ରସ୍ତୁତ ହୋଇଥିବା ଜାତୀୟସ୍ତରୀୟ ସୂଚକାଙ୍କ ଗୁରୁବାର ପ୍ରକାଶ ପାଇଥିଲା। ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା…

ପ୍ରଧାନମନ୍ତ୍ରୀଙ୍କ ଜାପାନ-ଚାଇନା ଗସ୍ତକୁ ନେଇ ଚିନ୍ତାରେ ଆମେରିକା! ମୋଦି ଅନ କଲେ କୂଟନୀତିର…

ଟୋକିଓ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆର ଦୁଇ ପ୍ରମୁଖ ଅର୍ଥନୈତିକ ଶକ୍ତି ଚାଇନା ଏବଂ ଜାପାନ ଗସ୍ତରେ ଅଛନ୍ତି। ଭାରତୀୟ ଉତ୍ପାଦ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଏବଂ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ସମଗ୍ର ବିଶ୍ୱର ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ…

ବଦଳିବ ଲିଙ୍ଗରାଜଙ୍କ ନୀତିକାନ୍ତିି, ସେପ୍ଟେମ୍ବର ୭ରେ ହେବ…

ପୁରୁଣା ଭୁବନେଶ୍ୱର,୨୯।୮(ସୁବାସ ଚନ୍ଦ୍ର ପ୍ରଧାନ): ସେପ୍ଟେମ୍ବର ୭ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଅବସରରେ ଶ୍ରୀଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯିବ। ପ୍ରାତଃରୁ ଦୈନିକ ନୀତିକାନ୍ତି, ମଙ୍ଗଳ ଆଳତି, ଅବକାଶ, ଦର୍ଶନ ଆଦି ନୀତି ଯଥାବିଧି ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା…

ଆଜିଠୁ ଏସିଆ କପ୍‌ ହକି, ମୁହାଁମୁହିଁ ହେବେ ୮ ଟିମ୍‌

ପାଟ୍‌ନା,୨୯ା୮: ଆଜି ଅର୍ଥାତ୍‌ ଶୁକ୍ରବାରଠାରୁ ବିହାରରେ ବହୁ ପ୍ରତୀକ୍ଷିତ ଏସିଆ କପ୍‌ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଏସିଆ ମହାଦେଶର ୮ଟି ଟିମ୍‌ ମୁହାଁମୁହିଁ ହେବେ। ପୁଲ ଏ’ରେ…

ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ଛୁଟି ନେଇନାହାନ୍ତି ମୋହନ ମାଝୀ, ସରକାରୀ ଛୁଟିରେ ବି କରୁଛନ୍ତି କାମ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଦିନଠାରୁ ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଫାଇଲ କାମରେ ବ୍ୟସ୍ତ ରହୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ପାଇଁ ସବୁଦିନ ସମାନ। ଛୁଟି ଦିନ ହେଉ କିମ୍ବା ସରକାରୀ…

ଓଡ଼ିଶାରେ ପହଞ୍ଚିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ୱର,୨୯ା୮: ଭୁବନେଶ୍ୱର ବିମାନବନ୍ଦରରେ ଶୁକ୍ରବାର ପହଞ୍ଚିଛନ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା। ଆଜି ଓଡ଼ିଶା ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍‌…

ଟ୍ରମ୍ପଙ୍କୁ ଭାରତର ଶକ୍ତ ଧକ୍କା: ଏଣିକି ରୁଷିଆଠାରୁ ଅଧିକରୁ ଅଧିକ…

ନୂଆଦିଲ୍ଲୀ,୨୯ା୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌ ବା ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଭାରତ ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ରିପୋର୍ଟ…

ଏବର୍ଷ ଥରିବ ଓଡ଼ିଶା, ବର୍ଷ ଶେଷ ଆଡ଼କୁ ସୃଷ୍ଟି ହେବ…

ଭୁବନେଶ୍ୱର,୨୯ା୮: ପ୍ରତିବର୍ଷ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଦେଶରୁ ପ୍ରାୟତଃ ମୌସୁମୀ ବିଦାୟ ନେଉଥିବାବେଳେ ଚଳିତବର୍ଷ ଏଥିରେ ବିଳମ୍ବ ହେବ। ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲୁଏମଓ)ର ଆକଳନ ଅନୁସାରେ, ବର୍ଷର ଶେଷ ଆଡ଼କୁ ଲା’ ନିନା ପରିସ୍ଥିତି ସୃଷ୍ଟି ହେବାର ୬୦% ସମ୍ଭାବନା ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri