ଫେରିବ ମହାପ୍ରଭୁଙ୍କ ୫୮ ହଜାର ଏକର ଜମି: ମନ୍ତ୍ରୀ
ଭୁବନେଶ୍ୱର,୪ା୯: ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ସରକାର ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି,…
NIRF Ranking 2025: ପ୍ରଥମ ସ୍ଥାନ ହାସଲ କଲା ଏହି ପ୍ରତିଷ୍ଠାନ
ନୂଆଦିଲ୍ଲୀ,୪।୯: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୫ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବରେ ରାଙ୍କିଂ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା…
ମାଲାମାଲ ଆମେରିକା: ସୃଷ୍ଟି କଲା ନୂଆ ରେକର୍ଡ
ଓ୍ବାଶିଂଟନ୍,୪।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥାଇପାରେ, କିନ୍ତୁ ଆମେରିକା ଏଥିରୁ ବିପୁଳ ଲାଭ କରୁଛି। ଅଗଷ୍ଟ ମାସରେ, ଆମେରିକା ଟାରିଫ୍ରୁ ରାଜସ୍ବ ବୃଦ୍ଧି ପାଇ ୩୧ ବିଲିୟନ ଡଲାର ହୋଇଛି, ଯାହା ୨୦୨୫ରେ…
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍ମିଟ୍, GSTକୁ ନେଇ କହିଲେ…
ନୂଆଦିଲ୍ଲୀ,ଭୁବନେଶ୍ୱର,୪ା୯: GST ସ୍ଲାବ୍କୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିଲ୍ଲୀରେ ପ୍ରେସ୍ମିଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି। କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫…
ମଧ୍ୟବିତ୍ତ ଓ ଚାକିରିଆଙ୍କୁ ବଡ଼ ଉପହାର ଦେଲେ ସରକାର, ଶସ୍ତା ହୋଇଯିବ…
ନୂଆଦିଲ୍ଲୀ,୪।୯: କେନ୍ଦ୍ର ସରକାର GST (ସାମଗ୍ରୀ ଏବଂ ସେବା ଟିକସ)ରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଂସ୍କାର ଘୋଷଣା କରିଛନ୍ତି। GST ପରିଷଦ ବୈଠକର ପ୍ରଥମ ଦିନରେ ନିଆଯାଇଥିବା ନିଷ୍ପତ୍ତିରେ, ଟିକସର ବିଦ୍ୟମାନ ଚାରୋଟି ସ୍ଲାବକୁ ମାତ୍ର ଦୁଇଟିକୁ ହ୍ରାସ କରାଯାଇଛି। 12%…
GSTରେ ପରିବର୍ତ୍ତନ ଦେଶ ଉପରେ କ’ଣ ପଡ଼ିବ ପ୍ରଭାବ, ଏସ. ଜୟଶଙ୍କର ଦେଲେ ଜବାବ
ନୂଆଦିଲ୍ଲୀ,୪।୯: କେନ୍ଦ୍ର ସରକାର GSTରେ ଅନେକ ପରିବର୍ତ୍ତନ କରିଛନ୍ତି, ଯାହା ସାଧାରଣ ଲୋକଙ୍କୁ ଏବଂ ଛୋଟ ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କିଛି ସାମଗ୍ରୀକୁ ଟିକସମୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହାକୁ ଐତିହାସିକ…
OSRTC ବସକୁ ବନ୍ଧକ ରଖିଲେ ଗ୍ରାମବାସୀ: ଦାବି ଆମକୁ ବସ ଦିଅ ତମ ବସ ନିଅ
ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଓଏସଆର୍ଟିସି (ମୁଖ୍ୟମନ୍ତ୍ରୀ ବସ ସେବା) ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ l ଦୀର୍ଘ ଦିନ ହେବ ଗୋବିନ୍ଦପୁର ପଞ୍ଚାୟତବାସୀ ତାଙ୍କ ଗ୍ରାମକୁ ତତ୍କାଳୀନ ଲକ୍ଷ୍ମୀ…
ଜିଏସ୍ଟି ହାର କମିଲା, ୨୨ରୁ ଲାଗୁ
ନୂଆଦିଲ୍ଲୀ,୪ା୯(ପି.ଟି.): ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ୍ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍ଟି କାଉନ୍ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତଦନୁସାରେ ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ…
ଏସବୁ ଜିନିଷ ହେଲା ଶସ୍ତା, ଏହି ଉତ୍ପାଦ ମହଙ୍ଗା; GST ନୂଆ ସ୍ଲାବ୍ ଆପଣଙ୍କ ପକେଟ ଉପରେ ପକାଇବ କି ପ୍ରଭାବ?
ନୂଆଦିଲ୍ଲୀ,୩।୯: ବସ୍ତୁ ଓ ସେବା କର (ଜିଏସ୍ଟି)ର ଚାରୋଟି ସ୍ଲାବ ହ୍ରାସ ପାଇ ଏବେ ଦୁଇଟି ସ୍ଲାବ ୫ ପ୍ରତିଶତ ଓ ୧୮ ପ୍ରତିଶତରେ ସୀମିତ ହୋଇଛି। ବୁଧବାର ରାତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ୨୨ ସେପ୍ଟେମ୍ବରଠାରୁ…
ଟିଭି, ଏସି, ୩୫୦ ସିସିରୁ କମ୍ ବାଇକ୍ ଉପରେ ଲାଗିବ ଏତିକି ପ୍ରତିଶତ ଜିଏସ୍ଟି, କିଣିବାକୁ ଯୋଜନା କରୁଥିଲେ ଜାଣନ୍ତୁ
ନୂଆଦିଲ୍ଲୀ,୩।୯: ଜିଏସ୍ଟି କାଉନ୍ସିଲ୍ ବୁଧବାର ଘୋଷଣା କରିଛି ଯେ ୨୨ ସେପ୍ଟେମ୍ବର ୨୦୨୫ରୁ କେବଳ ଦୁଇଟି ଟିକସ ହାର—୫% ଓ ୧୮%—ଲାଗୁ ହେବ। ପାନ ମସଲା, ସିଗାରେଟ, ଚିନିଯୁକ୍ତ ଏରେଟେଡ୍ ଜଳ ଓ କାର୍ବୋନେଟେଡ୍ ପାନୀୟ ପାଇଁ ଏକ ବିଶେଷ ୪୦%…
ପନିର, ଚକୋଲେଟ, ନମକିନ ଠାରୁ ଆରମ୍ଭ କରି କାର ଏବଂ ବାଇକ ପର୍ଯ୍ୟନ୍ତ… ନୂଆ GST ଲାଗୁ ହେବା ପରେ ଏହି ସବୁ ଜିନିଷ ହେବ ଶସ୍ତା!
ନୂଆଦିଲ୍ଲୀ,୩।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ୨୦୧୭ ପରେ ଜିଏସ୍ଟିର ସବୁଠାରୁ ବଡ଼ ସଂସ୍କାର ‘ଜିଏସ୍ଟି ୨.୦’ ଘୋଷଣା କରିଛନ୍ତି। ଏହି ସରଳୀକୃତ ଦୁଇହାର ଗଠନ (୫% ଓ ୧୮%) ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଓ ଅଟୋମୋବାଇଲ୍ର ଦାମ୍ ହ୍ରାସ…
୩୩ ଜୀବନ ରକ୍ଷାକାରୀ ଔଷଧ ଉପରେ ଶୂନ୍ୟ GST, ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୩।୯: ଜିଏସ୍ଟି କାଉନ୍ସିଲ୍ ବୈଠକ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ଜିଏସ୍ଟି ସରଳୀକରଣ ଉପରେ ଜୋର ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ପରବର୍ତ୍ତୀ ପୀଢ଼ିର…
Archives


