Home Middle

ଆଜିଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଆରମ୍ଭ, ଖର୍ଚ୍ଚ କାଟି ମସ୍କ ବଞ୍ଚାଇବେ ୮୨ ଅରବ ଟଙ୍କା

ୱାଶିଂଟନ,୪ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟୁଇଟରର ମାଲିକ । ଟୁଇଟରକୁ କିଣିବା ପରେ ଏବେ ସେ ଏହାର କର୍ମଚାରୀ ସଂଖ୍ୟା କମ କରିବା ପ୍ରୟାସ ଆରମ୍ଭ କରିଛନ୍ତି । ଶୁକ୍ରବାରଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ…

ଓଲଟିଲା ଯାତ୍ରୀବାହୀ ବସ୍‌: ୧୨ ଆହତ, ୨ ଗୁରୁତର

ଖୋର୍ଦ୍ଧା ଅଫିସ,୪ା୧୧: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଶୁକ୍ରବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ବସ୍‌ଟି ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା…

ଇମ୍ରାନଙ୍କ ଉପରେ ଆକ୍ରମଣ ପରେ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି, ସେନାକୁ ଦିଆଯାଇପାରେ କ୍ଷମତା

ଇସଲାମାବାଦ,୪ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଏକ ରାଲି ସମୟରେ ଇମ୍ରାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏଥିରେ ସେ ଆହତ ହୋଇଛନ୍ତି ।…

ନେତନ୍ୟାହୁଙ୍କ ବିଜୟ ପରେ ୪ଟି ରକେଟ ଆକ୍ରମଣ କଲା ଗାଜା ପଟ୍ଟି

ତେଲ ଅଭିବ,୪ ।୧୧: ବେନଜାମିନ ନେତନ୍ୟାହୁ ଇସ୍ରାଏଲର ସାଧାରଣ ନିର୍ବାଚନରେ ବିଜୟ ଲାଭ କରିବା ପରେ ଏହାର କିଛି ସମୟ ମଧ୍ୟରେ ଗାଜା ପଟ୍ଟି ପକ୍ଷରୁ ଇସ୍ରାଏଲ ସହର ଉପରେ ୪ଟି ରକେଟରେ ଆକ୍ରମଣ କରଯାଇଛି । ଏଥିମଧ୍ୟରୁ ଗୋଟିଏକୁ ଆୟରମ…

ଉଭେଇଯିବ ବୃହତ୍‌ ହିମବାହ

ଓ୍ବାଶିଂଟନ,୪ା୧୧:ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ଆମେରିକାର ୟଲୋଷ୍ଟୋନ୍‌ ପାର୍କ୍ସ, ଇଟାଲୀର ଡୋଲୋମାଇଟ୍ସ ଏବଂ ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋ ସମେତ ବିଶ୍ୱର ଅନେକ ପ୍ରସିଦ୍ଧ ହିମବାହ ୨୦୫୦ ସୁଦ୍ଧା ତରଳିଯିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।…

ଇମ୍ରାନଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଗିରଫ

ଇସଲାମାବାଦ୍‌,୩।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦ୍ୱାରା ଜାରି ରହିଥିବା ଆଜାଦୀ ମାର୍ଚ୍ଚ ଲାହୋର ପଦଯାତ୍ରା ଗୁରୁବାର ଗୁଜରାନଓ୍ବାଲାର ଆଲ୍ଲା ଛକରେ ପହଞ୍ଚିଥିଲା। ସେହି ସମୟରେ ଇମ୍ରାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା। କଣ୍ଟେନର ଉପରେ ଇମ୍ରାନ…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ୧୪୦ ଲକ୍ଷ ଲୋକ ପଳାୟନ କରିଛନ୍ତି

ନ୍ୟୁୟର୍କ,୩ା୧୧: ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରାୟ ୧୪୦ ଲକ୍ଷ ଲୋକଙ୍କୁ ପଳାଇବା ପାଇଁ ବାଧ୍ୟ କରିଛି। ଏହା ବିଶ୍ୱ ବ୍ୟାପୀ ଶରଣାର୍ଥୀ ଏବଂ ବିସ୍ଥାପିତଙ୍କ ସଂଖ୍ୟାକୁ ୧୦ କୋଟି ୩୦ ଲକ୍ଷକୁ ବୃଦ୍ଧି କରିଛି। ଜାତିସଂଘର ଶରଣାର୍ଥୀ ମୁଖ୍ୟ ଏହି ସୂଚନା ଦେଇଛନ୍ତି।…

ଇମ୍ରାନ ଖାନଙ୍କ ରାଲିରେ ଗୁଳିକାଣ୍ଡ

ଇସଲାମାବାଦ,୩।୧୧: ପାକିସ୍ତାନର ଗୁଜରାନୱାଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଜାଦି ମାର୍ଚ୍ଚରେ ଗୁଳିକାଣ୍ଡ ଘଟିଛି। ଇମ୍ରାନଙ୍କ କଣ୍ଟେନର ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ଇମ୍ରାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଇମ୍ରାନଙ୍କ ଡାହାଣ ଗୋଡରେ ଗୁଳି ବାଜିଛି। ତାଙ୍କୁ…

୨୪ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ନଭେମ୍ବର ୨୪ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟ ଦିବସ ରହିବ। ଏହି ଅଧିବେଶନର ପ୍ରଥମ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍‌…

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ନୂଆଦିଲ୍ଲୀ,୩।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ରାଜ୍ୟର ୧୮୨ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ…

ବମ୍ବେ ହାଇକୋର୍ଟ ନାମ ପରିବର୍ତ୍ତନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧୧ : ବମ୍ବେ ହାଇକୋର୍ଟର ନାମ ପରିବର୍ତ୍ତନ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ମହାରାଷ୍ଟ୍ର ହାଇକୋର୍ଟଭାବେ ନାମକରଣ କରାଯିବାକୁ ଏକ ପିଟିଶନ ଦାଖଲ କରାଯାଇଥିଲା। ବିଚାରପତି ଅନିରୁଦ୍ଧ ବୋଷ ଏବଂ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର…

୨୦ ବର୍ଷରେ ୧୭୬ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି କିମ୍‌…

ପ୍ୟୋଙ୍ଗୟାଙ୍ଗ,୩।୧୧ : ଚଳିତ ବର୍ଷ ଉତ୍ତର କୋରିଆ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଆକ୍ସନ ମୋଡରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରୁ କ୍ଷେପଣାସ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri