ଟ୍ରକ୍ ପଛରେ ପିଟି ହେଲା କାର୍, ୪ ଜଣଙ୍କ ଜୀବନ ଗଲା
ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ବଡ଼ପୋଖରୀଆ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏନ୍ଏଚ୍-୧୬ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ କାର୍ ପିଟି ହେବାରୁ ଘଟଣାସ୍ଥଳରେ ୪ଜଣଙ୍କ ଜୀବନ ଯାଇଛି। କାର୍ରେ ଥିବା ୨ଜଣ…
ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ-ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ଅଣାଯିବ ବିଧେୟକ…
ନୂଆଦିଲ୍ଲୀ,୧।୧୨ : ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ପରସା ନ ଯିବାକୁ ଏବଂ ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ସଂସଦର ଶୀତକାଳୀନ ଅଧିବେଶନରେ ଏହି ପରିପ୍ରେକ୍ଷୀରେ ଏକ ଘରୋଇ ବିଲ ଅଣାଯିବାର ଯୋଜନା ରହିଛି। ଏହି ଦୁଇଟି ଘରୋଇ…
ରାସ୍ତାରୁ ହଟିବ ୧୫ ବର୍ଷିଆ ଗାଡ଼ି
ଭୁବନେଶ୍ୱର,୧ା୧୨(ବ୍ୟୁରୋ): ସହରାଞ୍ଚଳରୁ ବାୟୁ ପ୍ରଦୂଷଣ ମାତ୍ରା କମାଇବାକୁ ରାଜ୍ୟ ସରକାର ୧୫ ବର୍ଷିଆ ସମସ୍ତ ଯାନକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା ନୀତି-୨୦୨୨(ରେଜିଷ୍ଟର୍ଡ ଭେହିକିଲ୍ ସ୍କ୍ରାପିଂ ଫାସିଲିଟି ପଲିସି-୨୦୨୨) ଆଣିଛନ୍ତି। ଏହି…
ଦୈନିକ ମୃତ୍ୟୁ ସଂଖ୍ୟା ଶୂନ…
ନୂଆଦିଲ୍ଲୀ, ୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…
ପାକିସ୍ତାନ ସହିତ ଭଲ ସମ୍ପର୍କ ଚାହୁଁଛି ଆମେରିକା…
ଓ୍ବାଶିଂଟନ,୧।୧୨ : ପାକିସ୍ତାନର ନୂତନ ସେନା ମୁଖ୍ୟ ଅସୀମ ମୁନିର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଆମେରିକା ପାକିସ୍ତାନ ସହ ଦୀର୍ଘମିଆଦୀ ସମ୍ପର୍କ ଏବଂ ସହଯୋଗ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛି। ଏହା ମଧ୍ୟ କହିଛି ଯେ ଆମେରିକାର…
ଷ୍ଟେମ୍ ସୁପରଷ୍ଟାର ହେଲେ ୩ ମୂଳ ଭାରତୀୟ…
ମେଲବୋର୍ନ,୧।୧୨ : ତିନି ଜଣ ମୂଳ ଭାରତୀୟ ମୂଳ ଅଷ୍ଟ୍ରେଲିଆର ଷ୍ଟେମ୍ ସୁପରଷ୍ଟାର ଭାବରେ ମନୋନୀତ ହୋଇଛନ୍ତି। ସେମାନେ ୬୦ ବୈଜ୍ଞାନିକ, ଟେକ୍ନୋଲୋଜିଷ୍ଟ, ଇଞ୍ଜିନିୟର ଏବଂ ଗଣିତଜ୍ଞଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍) ର…
ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁ ସ୍ବତନ୍ତ୍ର କୋର୍ଟ : ଇୟୁ…
ବର୍ଲିନ,୧।୧୨ : ୟୁରୋପୀୟ ୟୁନିଅନ (ଇୟୁ) ୟୁକ୍ରେନରେ ଜାତିସଂଘ ସମର୍ଥିତ ଏକ ସ୍ବତନ୍ତ୍ର ଅଦାଲତ ଗଠନ କରିବାକୁ ପ୍ରସ୍ତାବ ଦେଇଛି। ରୁଷିଆ ଦ୍ୱାରା ହୋଇଥିବା ଯୁଦ୍ଧ ଅପରାଧର ଯାଞ୍ଚ ପାଇଁ ଏହା କାମ କରିବ। ରୁଷିଆର ଫ୍ରିଜ ସମ୍ପତ୍ତି ବ୍ୟବହାର କରି…
ମୃତ୍ୟୁ ପରେ ଜୀବନର ଆଶା : ୬୦୦ ଲୋକଙ୍କ ମୃତଦେହ କରାଗଲାଣି ଫ୍ରିଜ…
ଓ୍ବାଶିଂଟନ,୧।୧୨ : ଶରୀରକୁ ପୁନର୍ବାର ଜୀବନ୍ତ ରଖିବା ଆଶାରେ ଫ୍ରିଜ କରିବାର ଅଭ୍ୟାସ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୬୦୦ ଲୋକଙ୍କ ମୃତଦେହକୁ ଫ୍ରିଜ ରଖାଯାଇଛି। ଏଥିମଧ୍ୟରୁ ୩୦୦ ରୁ ଅଧିକ ମୃତଦେହ କେବଳ ଆମେରିକା…
ଚିକିତ୍ସା କ୍ଷେତ୍ରରେ ଲିଙ୍ଗଗତ ଭେଦଭାବ : ପୁଅଙ୍କର କର୍କଟ ଯାଞ୍ଚ୍ ହେଉଛି ଅଧିକ…
ନୂଆଦିଲ୍ଲୀ,୧।୧୨ : ଭାରତରେ କର୍କଟ ଭଳି ମାରାତ୍ମକ ରୋଗର ଯାଞ୍ଚ୍ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବ ମଧ୍ୟ ଘଟୁଛି ବୋଲି ନୂତନ ଲାନସେଟ ଅଙ୍କୋଲୋଜି ରିପୋର୍ଟରେ ଦାବି କରାଯାଇଛି। ଏହି ଅନୁଯାୟୀ, ପୁଅମାନଙ୍କର ଅଧିକ ଯାଞ୍ଚ୍ କରାଯାଉଥିବାରୁ ପୁଅମାନଙ୍କଠାରେ ଅଧିକ କର୍କଟ ରୋଗ…
ପ୍ରଥମ ପର୍ଯ୍ୟାୟରେ ୮୯ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ…
ଅହମଦାବାଦ,୧।୧୨ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୮୯ ଟି ଆସନ ପାଇଁ ମତଦାନ ଗୁରବାର ଆରମ୍ଭ ହୋଇଛି। ୧୯ ଟି ଜିଲାରେ ଥିବା ଏହି ବିଧାନସଭା ଆସନରେ ମୋଟ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟର ନିର୍ଣ୍ଣୟ ଭୋଟର କରୁଛନ୍ତି। ଅନେକ…
ଶରଥ କମଲ ଖେଳରନତ୍, ଦୀପଗ୍ରେସ୍ଙ୍କୁ ଅର୍ଜୁନ
ନୂଆଦିଲ୍ଳୀ, ୧ା୧୨ (ପି.ଟି.) ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶରଥଙ୍କୁ ସମ୍ମାନିତ କରିଛନ୍ତି। ଏକମାତ୍ର ଖେଳାଳି…
ନରଓ୍ବେ ରାଷ୍ଟ୍ରଦୂତଙ୍କ ସହ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ସାକ୍ଷାତ
ଭୁବନେଶ୍ୱର,୧।୧୨: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୨ର ୩ୟ ସଂସ୍କରଣର ଶୁଭାରମ୍ଭ ବୁଧବାର ହୋଇଯାଇଛି। ଉକ୍ତ କନ୍କ୍ଲେଭରେ ଯୋଗଦେବାକୁ ଆସିଥିବା ନରଓ୍ବେର ରାଷ୍ଟ୍ରଦୂତଙ୍କ ସହ ଓଡ଼ିଶାର ଖଣି ଓ ଇସ୍ପାତ ଏବଂ ପୂର୍ତ୍ତି…
Archives


