ଟ୍ରମ୍ପଙ୍କ ଟାରିଫ୍କୁ ନେଇ ପ୍ରଥମଥର ମୁହଁ ଖୋଲିଲେ RSS ମୁଖ୍ୟ: ଚାଲିଆଡ଼େ ଖେଳିଗଲା…
ନୂଆଦିଲ୍ଲୀ,୧୨।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଧମକକୁ ନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ମୁହଁ ଖୋଲିଛନ୍ତି। ସେ ଆମେରିକାକୁ ସାପର କାହାଣୀ କହି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଆଜିକାଲି ବନ୍ଧୁମାନେ ସାପ ପରି…
IAS ସ୍ତରରେ ଅଦଳବଦଳ, ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ଏହି ଦାୟିତ୍ୱ
ଭୁବନେଶ୍ୱର,୧୨ା୯: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଏବଂ ପ୍ରେମଜିତ୍ ନାୟକଙ୍କୁ ଅନୁସୂଚିତ ଜାତି/ଜନଜାତି ଓ…
୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ
ନୂଆଦିଲ୍ଲୀ, ୧୨।୯: ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଦେଶର…
ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ନିଲମ୍ବିତ, ପାଣ୍ଡିଆନଙ୍କୁ ଟାର୍ଗେଟ କରି ଦେଇଥିଲେ ବୟାନ
ଭୁବନେଶ୍ୱର,୧୨।୯: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ କାମାଖ୍ୟାନଗରର ପୂର୍ବତନ ବିଧାୟକ ତଥା ବିଜେଡି ସରକାରରେ ବରିଷ୍ଠ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଦଳରୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନ ଦଳର ସୁପ୍ରିମୋ ନବୀନ…
ନେପାଳର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ସୁଶୀଳା କାର୍କି, ମିଳିଛି ଏମିତି ସଙ୍କେତ
କାଠମାଣ୍ଡୁ,୧୨ା୯: କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ନେପାଳରେ ରାଜନୈତିକ ସଙ୍କଟ ଖୁବ୍ଶୀଘ୍ର ସମାଧାନ ହୋଇପାରେ। ରିପୋର୍ଟ ଅନୁଯାୟୀ, ସୁଶୀଳା କାର୍କିଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରାଯାଇପାରେ। ଏହି ସାମ୍ବିଧାନିକ ସଙ୍କଟର ସମାଧାନ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ନେପାଳରେ…
ଖୁବ୍ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି କିମ୍ ଜୋଙ୍ଗ୍ ଉନ୍, ଏହି ନାଁ କହିଦେଲା ଗପ୍ତଚର ସଂସ୍ଥା…
ସିଓଲ,୧୨ା୯: ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍ ଜୋଙ୍ଗ୍ ଉନ୍ ଝିଅ କିମ୍ ଜୁ ଏ’ଙ୍କୁ ଖୁବ୍ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି। ଏନେଇ ଦକ୍ଷିଣ କୋରିଆର ଏକ ଗୁପ୍ତଚର ସଂସ୍ଥା ଗୁରୁବାର ଦାବି କରିଛି। ନିକଟରେ କିମ୍ଙ୍କ ବେଜିଂ ଗସ୍ତ…
ଆଜି ଶପଥ ନେବେ ନୂଆ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୧୨ା୯: ଆଜି ଅର୍ଥାତ୍ ଶୁକ୍ରବାର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଧାକ୍ରିଷ୍ଣନ୍ଙ୍କୁ ଶପଥ ପାଠ କରାଇବେ। ଆଜି ପୂର୍ବାହ୍ନ ୧୦.୩୦ରୁ ମଧ୍ୟାହ୍ନ ୧୨.୩୦ ଶପଥ ଗ୍ରହଣ…
ଓଡ଼ିଶାର ଆଉ ୬ଟି ସହରରେ ଚାଲିବ ‘ଆମ ବସ୍’
ପୁରୀ, ୧୨/୯: ରାଜଧାନୀ ଅଞ୍ଚଳ ନଗର ପରିବହନ (CRUT) ଓଡ଼ିଶାର ଆଉ ୬ଟି ସହରାଞ୍ଚଳରେ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଚାଲାଇବାକୁ ଯୋଜନା କରିଛି। ରାଜ୍ୟରେ ‘ଆମ ବସ୍’ ସେବାର ବିସ୍ତାର ଅନ୍ତର୍ଗତ ଏହି ଇ-ବସ୍ଗୁଡ଼ିକ ପ୍ରବେଶ କରିବ। CRUT ର ୫୦ତମ…
ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, ସୁରକ୍ଷା ବ୍ୟବସ୍ଥାରେ ଗମ୍ଭୀର ପ୍ରଶ୍ନଚିହ୍ନ
ପୁରୀ, ୧୨/୯: ନିଷିଦ୍ଧ ଉଡ଼ାନ ଅଞ୍ଚଳ ଘୋଷିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଉପରେ ଗୁରୁବାର ସନ୍ଧ୍ୟାକାଳୀନରେ ଆଉ ଏକ ଡ୍ରୋନ୍ ଉଡ଼ିବା ଦେଖାଯାଇଛି। ଯାହା ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହା ଗମ୍ଭୀର ଚିନ୍ତାର ବିଷୟ ହୋଇଛି। ସୂଚନା ମୁତାବକୁ…
EMI ନ ଦେଲେ ଫୋନ୍ ଲକ୍ କରିଦେବ ବ୍ୟାଙ୍କ, RBI ଆଣିବ ନୂଆ ନିୟମ
ମୁମ୍ବାଇ,୧୧ା୯: ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ରିଜର୍ଭ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) କ୍ରେଡିଟ୍ରେ(ଇଏମଆଇ’ରେ) କିଣାଯାଇଥିବା ମୋବାଇଲ୍ ଫୋନ୍ଗୁଡ଼ିକୁ ଲୋନ୍ ଫେରାଇବାରେ ଅସଫଳ ହେଲେ ଋଣ ପ୍ରଦାନକାରୀଙ୍କୁ ରିମୋଟ୍ଲି ଫୋନ ଲକ୍ କରିବାର ଶକ୍ତି ପ୍ରଦାନ କରିବାକୁ ଯୋଜନା କରୁଛି। ଏହା ଦୁର୍ନୀତିଗତ…
ମହାନଦୀ ରିଭରଫ୍ରଣ୍ଟ ଯୋଜନାକୁ ମଞ୍ଜୁରୀ: ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା, ଝଟକିବ ଏହି ସହର
ଭୁବନେଶ୍ୱର,୧୧ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ((Mahanadi River Front Development) ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହେବ।…
ଛତିଶଗଡ଼ରେ ବଡ଼ ଅପରେସନ: ୧୦ ନକ୍ସଲ, ସମେତ ବରିଷ୍ଠ ନେତା ମନୋଜ ନିହତ
ଛତିଶଗଡ଼,୧୧ା୯: ଛତିଶଗଡ଼ର ଗରିୟାବନ୍ଦ ଜିଲାରେ ଏକ ବଡ଼ ଅପରେସନରେ ସୁରକ୍ଷା ବାହିନୀ ୧୦ ଜଣ ନକ୍ସଲ ସମେତ ବରିଷ୍ଠ ନେତା ମନୋଜ ଓରଫ ମୋଡେମ ବାଲକ୍ରିଷ୍ଣଙ୍କୁ ନିହତ କରିଛି। ମନୋଜଙ୍କ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ମୈନପୁର ଜଙ୍ଗଲ…
Archives


