ମୋଦି ସରକାରଙ୍କ ଆଖିରେ ଚାଇନା ଚଷମା ଲାଗିଥିବା ଭଳି ମନେ ହେଉଛି: ଖାର୍ଗେଙ୍କ କଟାକ୍ଷ…
ନୂଆଦିଲ୍ଲୀ,୧୫।୧୨ : ଚାଇନ ସହ ମୁହାଁମୁହିଁ ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଖାର୍ଗେ ଏକ ଟୁଇଟରେ କଟାକ୍ଷ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନାଲି ଆଖିରେ ଚାଇନାର ଚଷମା ଲଗାଯାଇଥିବା…
‘ଭାରତକୁ ଉପଦେଶ ଦେବାର କୌଣସି ଅଧିକାର ନାହିଁ’
ଓ୍ବାଶିଂଟନ,୧୫ା୧୨: ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି। ଭାରତ କହିଛି, ଯେଉଁ ଦେଶ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ପ୍ରଶୟ ଦେଉଛି ଏବଂ ପଡ଼ୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିଲା। ଏପରି ଦେଶର…
ଭାରତ ଚୁପ ହୋଇ ବସି ରହିବ ବୋଲି ଭାବିବା ଚାଇନାର ବଡ ଭୁଲ…
ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନାକୁ ତାଗିଦ କରି ଗୋଖଲେ କହିଛନ୍ତି ଯେ ଚାଇନା ଭ୍ରମରେ ରହିବା…
୨୦୨୩ରେ ଆମେରିକା ଜାରି କରିବ ୬୪,୭୧୬ ଅତିରିକ୍ତ ଏଚ୍-୨ବି ଭିଜା…
ଓ୍ବାଶିଂଟନ,୧୫।୧୨ : ୨୦୨୩ ଆର୍ଥିକ ବର୍ଷ ପାଇଁ ଆମେରିକା ଅସ୍ଥାୟୀ ଭାବରେ ୬୪,୭୧୬ ଅତିରିକ୍ତ ଏଚ୍-୨ବି ଭିଜା ଉପଲବ୍ଧ କରାଇବ। ଏହି ବର୍ଗର ଭିଜା ଅଣ କୁଶଳୀ ବିଦେଶୀ ଶ୍ରମିକମାନଙ୍କ ପାଇଁ। ଆମେରିକାର କମ୍ପାନୀମାନଙ୍କୁ ସେମାନଙ୍କର ଶ୍ରମ ଆବଶ୍ୟକତା ପାଇଁ ଯୋଜନା…
ଆମେରିକାରେ ଶୀତକାଳୀନ ଝଡ ନେଇ ସତର୍କ ସୂଚନା ଜାରି…
ଓ୍ବାଶିଂଟନ,୧୫।୧୨ : ଆମେରିକାର ଟେକ୍ସାସ, ଓକଲାହୋମା ଏବଂ ଲୁଇସିୟାନାର କିଛି ଅଂଶରେ ଘୂର୍ଣ୍ଣିବଳୟ ହେବାର କିଛି ଘଣ୍ଟା ପରେ ୟଏକ ଭୟଙ୍କର ଶୀତକାଳୀନ ଝଡ ସୃଷ୍ଟି ହୋଇଛି । ଏହା ଯୋଗୁ ବହୁ ବାସଗୃହ ଏବଂ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି।…
ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ବ୍ରିଟେନ-ଫ୍ରାନ୍ସ-ୟୁଏଇ…
ଜେନେଭା,୧୫।୧୨ : ବ୍ରିଟେନ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ମିଳିତ ଜାତିସଂଘର ବ୍ରିଟେନର ସ୍ଥାୟୀ ପ୍ରତିନିଧୀ ଡେମ ବାର୍ବାରା ଉଡୱାର୍ଡ କହିଛନ୍ତି ଯେ ବ୍ରିଟେନର…
କରୋନା ସଂକ୍ରମଣ ତଥ୍ୟ ଲୁଚାଉଛି ଚାଇନା, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକାଇଲା ଚାପ…
ଜେନେଭା/ବେଜିଂ,୧୫।୧୨ : ବୁଧବାର ଠାରୁ ଚାଇନା ଏହାର ଦୈନିକ କରୋନା ଆକ୍ରାନ୍ତଙ୍କ ସଂକ୍ରମଣ ରିପୋର୍ଟକୁ ହ୍ରାସ କରିଛି। ଦେଶରେ କରୋନାର ଦୈନିକ ସଂକ୍ରମଣ ମାମଲା ରେକର୍ଡ ବଢୁଥିବାର ଚାଇନା ଏଭଳି କରିଥିବା କୁହାଯାଉଛି। ପ୍ରକୃତରେ, ଶୂନ-କୋଭିଡ ନୀତି ବିରୋଧରେ ଦେଶବ୍ୟାପୀ ଜାରି…
କ୍ୟାବିନେଟ୍ ମନ୍ତ୍ରୀ ହେଲେ ଷ୍ଟାଲିନ୍ଙ୍କ ପୁଅ
ଚେନ୍ନାଇ,୧୫।୧୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନ୍ ବୁଧବାର ଚେନ୍ନାଇର ରାଜ ଭବନରେ ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏବଂ…
ଭାରତ ଯୋଡ଼ୋ ଯାତ୍ରାରେ ରଘୁରାମ ରାଜନ
ନୂଆଦିଲ୍ଲୀ,୧୫ା୧୨: କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ନେତା ରାହୁଲ ଗାନ୍ଧୀଙ୍କ ସହ ଜଣେ ପରେ ଜଣେ ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି ସାମିଲ ହେବାରେ ଲାଗିଛନ୍ତି। ଏହି କ୍ରମରେ ବୁଧବାର ସକାଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ପୂର୍ବତନ…
ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ
ଦୋହା, ୧୫।୧୨: ଦୁଇଥର ଲେଖାଏ ଟାଇଟଲ ଜିତିଥିବା ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଚଳିତ ଫିଫା ବିଶ୍ୱକପର ଫାଇନାଲ ଅନୁଷ୍ଠିତ ହେବ। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆକୁ ହରାଇଥିବାବେଳେ ବୁଧବାର ଦ୍ୱିତୀୟ ସେମିରେ ପ୍ରାନ୍ସ ୨-୦…
୩୭୦ ଉଚ୍ଛେଦର ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୫ା୧୨: ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଶିକ୍ଷାବିତ୍ ତଥା ଲେଖକ ରାଧା କୁମାର ଉକ୍ତ ପିଟିଶନଗୁଡ଼ିକର…
ଖଣ୍ଡପୀଠ ତ୍ୱରିତ ଗଠନ ହେବ ନାହିଁ: ସୁପ୍ରିମକୋର୍ଟରେ ବିଲ୍କିସ୍ଙ୍କ ଆବେଦନର ଶୁଣାଣି
ନୂଆଦିଲ୍ଲୀ,୧୫ା୧୨: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍କିସ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା ଘଟଣାରେ ଦୋଷୀସାବ୍ୟସ୍ତ ୧୧ ଜଣଙ୍କୁ ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ମୁକ୍ତ କରିଦେବା ମାମଲାର ଶୁଣାଣି ପାଇଁ ଶୀଘ୍ର ଖଣ୍ଡପୀଠ ଗଠନ…
Archives


