Home Middle

ଉତ୍ତର କୋରିଆ ଦେଖାଇଲା ପରମାଣୁ ଆକ୍ରମଣ କରିବାର କ୍ଷମତା

ସିଓଲ,୨୪ ।୨: ଉତ୍ତର କୋରିଆ ଗୁରୁବାର ପରମାଣୁ ଆକ୍ରମଣ କରିବାର କ୍ଷମତା ପ୍ରଦର୍ଶନ କରିଛି । ଉତ୍ତର କୋରିଆର କେସିଏନଏ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ଉତ୍ତର କୋରିଆ ଏକ ଅଭ୍ୟାସ ସମୟରେ ୪ଟି…

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହେଲା ବର୍ଷେ, ଆଗକୁ ଏହା ହୋଇପାରେ ଆହୁରି ବିନାଶକାରୀ

ମସ୍କୋ/କ୍ୱିଭ,୨୪ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି । ଫେବୃୟାରୀ ୨୪, ୨୦୨୨ରେ ରୁଷିଆ ୟକ୍ରେନ୍ ଉପରେ ଆକ୍ରମଣ କରିଥିବା ବେଳେ ସାରା ବିଶ୍ୱ ଏହାକୁ ନେଇ ଚିନ୍ତାରେ ପଡିଯାଇଥିଲା । ଏହାରି ଭିତରେ ବର୍ଷେ ପୂରଣ ହୋଇଯାଇଥିଲେ…

ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଅଷ୍ଟ୍ରେଲିଆ

କେପ୍‌ ଟାଉନ୍‌,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି। ଅଧିନାୟିକା ହରମନ୍‌ପ୍ରୀତ୍‌ କୌରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ…

ଶୁକ୍ରବାର ନବୀନ ସରକାରଙ୍କ ପଞ୍ଚମପାଳିର ଅନ୍ତିମ ବଜେଟ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଶୁକ୍ରବାର ଉପସ୍ଥାପନ ହେବ। ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମପାଳି ସରକାରରେ ଏହା ହେଉଛି ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ। ଓଡ଼ିଶା ସରକାର…

ଇନ୍ଦିରା ଗାନ୍ଧୀଙ୍କ ଭଳି ଅମିତ ଶାହାଙ୍କୁ ମାରିଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୩।୨: ପଞ୍ଜାବର ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କ ସମର୍ଥକମାନେ ଗୁରୁବାର ପ୍ରବଳ ହଙ୍ଗାମା କରିଛନ୍ତି। ଅମୃତପାଲଙ୍କ ସହକର୍ମୀ ଲଭପ୍ରୀତ ତୁୁଫାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ଅଜନାଲା ପୋଲିସ ଷ୍ଟେସନ ବାହାରେ ବିରୋଧ…

ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୨ ରନ୍‌ କରିଛି। ଫଳରେ ଭାରତ ଆଗରେ…

ଇରାନ କ୍ରୀଡା ମନ୍ତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହରାନ,୨୩।୨: ଇରାନ କ୍ରୀଡା ମନ୍ତ୍ରୀ ହମିଦ ସଜ୍ଜାଦିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ଇରାନର ଅଫିସିଆଲ ନ୍ୟୁଜ ଏଜେନ୍ସି ଆଇଆରଏନ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର କିର୍ମନ ପ୍ରଦେଶର ବାଫ୍ଟ ସହରର ଏକ ସ୍ପୋର୍ଟସ କମ୍ପ୍ଲେକ୍ସରେ ଅବତରଣ କରିବା ସମୟରେ ହେଲିକପ୍ଟରଟି…

ଗିରଫଦାରୀର ୩ଘଣ୍ଟା ମଧ୍ୟରେ ପବନ ଖେରାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୩।୨: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପବନ ଖେରାଙ୍କୁ ଦ୍ୱାରିକା କୋର୍ଟରୁ ଜାମିନ ମିଳିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ପବନଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ତାଙ୍କୁ ଗିରଫ…

ଗୋପବନ୍ଧୁ ଆମ ପାଇଁ ପ୍ରେରଣାଦାୟୀ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ,୨୩।୨(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆକର୍ଷଣୀୟ ଐତିହ୍ୟ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକାର୍ପଣ କରିଛନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନର ଅମ୍ଳାନ୍‌ ସ୍ମୃତି…

ପ୍ରବଳ ତୁଷାର ଝଡ଼: ୧୬୦୦ରୁ ଅଧିକ ବିମାନ ବାତିଲ, ୬୫ ହଜାର ଲୋକଙ୍କ ଘରୁ ବିଦ୍ୟୁତ୍‌ କାଟ୍‌

ଓ୍ବାଶିଂଟନ,୨୩ା୨: ଆମେରିକାର ଅନେକ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି। ଏହି କାରଣରୁ ବିମାନ ଉଡ଼ାଣ ବାତିଲ ହୋଇଛି। ଏହା ବ୍ୟତୀତ ସଡ଼କ ପରିବହନ ମଧ୍ୟ ବ୍ୟାହତ ହୋଇଛି। ତୁଷାର ଝଡ଼ ଯୋଗୁ ଡ୍ରାଇଭରମାନେ କାର୍‌ରେ ଅଟକି ରହିଯାଇଛନ୍ତି। ହଜାର ହଜାର ଲୋକ…

ଋଷିକୂଲ୍ୟା ମୁହାଣରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ

ଗଞ୍ଜାମ,୨୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଗୁରୁବାର ଆରମ୍ଭ ହୋଇଛି। ପୂର୍ବରୁ ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ ରିଡ୍‌ଲେ କଇଁଛମାନେ ଦିନବେଳା (ଦିନରେ…

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୩ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଜିଲା ସୁଆଣ୍ଡୋ ଗ୍ରାମରେ ପହଞ୍ଚିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଆସି ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରୁ ପ୍ରଥମେ ଗାଁମୁଣ୍ଡରେ ଥିବା ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?