Home Middle

ଶୈଳପୁତ୍ରୀ ବେଶରେ ମା’ ସମଲେଶରୀ: ମନ୍ଦିରରେ ଭକ୍ତଙ୍କ ସମାଗମ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶରୀ ସୋମବାର ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ…

ପାକିସ୍ତାନକୁ ନେଇ ବଡ଼ କଥା କହିଦେଲେ ସୂର୍ଯ୍ୟକୁମାର: ବିଶ୍ୱରେ ଖେଳିଗଲା…

ଆବୁଧାବି, ୨୨।୯: ରବିବାର ଏଠାରେ ଅନୁଷ୍ଠିତ ଏସିଆ କପ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର୍‌ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଦଳ ଏହାର…

ଏସିଆ କପ୍ ୨୦୨୫: ଅଭିଷେକ ଶର୍ମାଙ୍କ ଝଡ଼ରେ ଭାରତ ୮ ଦିନରେ ଦୁଇଥର ପାକିସ୍ତାନକୁ ହରାଇଲା

ଆବୁଧାବି,୨୧।୯: ଏସିଆ କପ୍ ୨୦୨୫ରେ ଭାରତ ପାକିସ୍ତାନ ବିପକ୍ଷରେ ଆଉ ଏକ ବିଜୟ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ତିଲକ ବର୍ମାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୬ ଓ୍ଵିକେଟରେ ବିଜୟୀ ହୋଇଛି। ଏହା ସହିତ ଭାରତ…

ଏସିଆ କପ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଆବୁଧାବି,୨୧।୯: ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷ ମ୍ୟାଚରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ପୁନର୍ବାର ପାକିସ୍ତାନ ଅଧିନାୟକ ସଲମାନଙ୍କ ସହ ପାରମ୍ପରିକ ହ୍ୟାଣ୍ଡସେକ କରିନଥିଲେ। ସୂର୍ଯ୍ୟକୁମାର କହିଛନ୍ତି, “ଆମେ ପ୍ରଥମେ…

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: GST ସଂସ୍କାର ନେଇ ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉଦ୍‌ବୋଧନରେ GST ସଂସ୍କାର ନେଇ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୨ ତାରିଖରୁ ଦେଶର ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା…

H1-B  ଭିଜା ପାଇଁ ଆଜିଠାରୁ ୮୮ ଲକ୍ଷ ଆଦାୟ କରିବ ଆମେରିକା…ଜାଣନ୍ତୁ କାହା ଉପରେ ଲାଗୁ, କିଏ ପାଇବେ ଛାଡ଼?  

ୱାଶିଂଟନ,୨୧।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିଜା ପାଇଁ ନିଆଯାଉଥିବା ଫିସକୁ ୧,୫୦୦ ଡଲାର (ପ୍ରାୟ ୬ ଲକ୍ଷ ଟଙ୍କା)ରୁ ବଢ଼ାଇ ୧୦୦,୦୦୦ ଡଲାର (ପ୍ରାୟ ୮୮ ଲକ୍ଷ ଟଙ୍କା) କରିଛନ୍ତି। ଏହି ନୂତନ ଫିସ ୨୧ ସେପ୍ଟେମ୍ବର, ଅର୍ଥାତ…

ଟ୍ରମ୍ପ୍‌ଙ୍କ ପାଇଁ ଓଡ଼ିଶାରେ ହଲଚଲ୍: ଦେଇଥିବା ମନ୍ତବ୍ୟ ସଂଶୋଧନ ମନ୍ତବ୍ୟ ପାଇଁ…

ଭୁବନେଶ୍ୱର,୨୧।୯(ସୁନିତ୍‌ ମିଶ୍ର): କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦେଶରେ ଏକ ନିର୍ଦ୍ଦେଶାବଳୀ ଜାରିକରି ମହିଳା ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି କହିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଦେଶ ଭିତରେ…

୨୮ ରାଜ୍ୟର ଋଣ ୫୯.୬ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧ା୯: ଭାରତର ୨୮ ରାଜ୍ୟର ମୋଟ ସରକାରୀ ଋଣ ୧୦ ବର୍ଷ ମଧ୍ୟରେ ୩ ଗୁଣ ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟ୍‌ ଜେନେରାଲ (ସିଏଜି)ଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି। ସିଏଜି ପକ୍ଷରୁ ପ୍ରଥମଥର ପାଇଁ ଏଭଳି ୧୦ ବର୍ଷିଆ ବିଶ୍ଳେଷଣ କରାଯାଇଛି। କେତେକ…

ପ୍ରଥମ ଦ୍ୱିତୀୟ ଟଙ୍କା ପାଇ ବି କାହିଁକି କଟିଲା ୭ ଲକ୍ଷ ୬୬ ହଜାରଙ୍କ ସୁଭଦ୍ରା ୩ୟ କିସ୍ତି

ଭୁବନେଶ୍ୱର,୨୧।୯(ସୁନିତ୍‌ ମିଶ୍ର): ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୩ ଲକ୍ଷ ୯୯ ହଜାର ୦୧୯ ଜଣ, ଦ୍ୱିତୀୟ କିସ୍ତିରେ ୫ ଲକ୍ଷ ୮୨ ହଜାର ୮୦୪ ଜଣ ଏବଂ ୩ୟ କିସ୍ତିରେ ୭ ଲକ୍ଷ ୬୬ ହଜାର ୫୮୯ ଜଣ ହିତାଧିକାରୀଙ୍କ…

ଆଜି ବର୍ଷର ଶେଷ ସୂର୍ଯ୍ୟୋପରାଗ: ଜାଣନ୍ତୁ କେଉଁଠି ଦେଖାଯିବ…

ଭୁବନେଶ୍ୱର,୨୧।୯(ସୁଚିସ୍ମିତା ସାହୁ): ଚଳିତବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟୋପରାଗ ରବିବାର ସଂଘଟିତ ହେବ। ପ୍ରଶାନ୍ତ ମହାସାଗର, ଆଣ୍ଟାର୍କଟିକା ଓ ନ୍ୟୁଜିଲାଣ୍ଡର ଅନେକ ଅଞ୍ଚଳରେ ଏହା ଆଂଶିକ ରୂପେ ଦେଖାଯିବ। ତେବେ ଭାରତ ତଥା ଓଡ଼ିଶାରେ ଏହି ପରାଗ ଦେଖାଯିବ ନାହିଁ। ଭାରତୀୟ…

ଟାରିଫ୍‌ ପରେ ଏବେ ଭିଜା ‘ବୋମା’: ଟ୍ରମ୍ପ ବଢ଼ାଇଲେ H-1B ଭିଜା ଶୁଳ୍କ, ଭାରତୀୟଙ୍କୁ ବଡ଼ ଝଟ୍‌କା! ଜାଣନ୍ତୁ…

ଓ୍ବାଶିଂଟନ,୨୦।୯: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇବା ପରେ ଏବେ ‘ଭିଜା ବୋମା’ ଛାଡ଼ିଛନ୍ତି। କହିବାର ଅର୍ଥ ସେ H-1B ଭିଜା ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାକୁ ନେଇ ଭାରତୀୟଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ଟ୍ରମ୍ପ ଶୁକ୍ରବାର ଏକ…

ସମଲେଇଙ୍କ ପାଇଁ ଏଣିକି ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ

ସମ୍ବଲପୁର,୨୦ା୯: ମା’ ସମଲେଇ ମନ୍ଦିରରେ ଏଣିକି ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ। ଓମ୍‌ଫେଡ୍‌ ଘିଅ ବ୍ୟବହାର ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରେ ଅଖଣ୍ଡ ଦୀପ ଓ ମହାଆଳତି ପାଇଁ ବ୍ୟବହାର ଏହି ଘିଅ ବ୍ୟବହାର କରାଯିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri